Shuru
Apke Nagar Ki App…
ତରୀମୂଳ ରେ ଶ ନିଶ୍ଚର ପୂଜା ପାଇଁ ପ୍ରସ୍ତୁତି ବୈଠକ
TV5ODIA 9556605993
ତରୀମୂଳ ରେ ଶ ନିଶ୍ଚର ପୂଜା ପାଇଁ ପ୍ରସ୍ତୁତି ବୈଠକ
More news from ଓଡ଼ିଶା and nearby areas
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 63729661271
- Post by Sonepur news khulasa1
- ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।1
- Post by SONEPUR NEWS1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ1
- ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।2
- ତା.18/04/2026 ରିଖ ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି।ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା।ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା।ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ।ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ନାରୀ ମାନଙ୍କ ପ୍ରତିଭାର ବିକାଶ ରାଷ୍ଟ୍ର ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କର ଶକ୍ତି ଓ ସାମର୍ଥ୍ୟ ର ପରିପ୍ରକାଶ ଘଟିଛି।ଏହାକୁ ଅଧିକ ଋଦ୍ଧିମନ୍ତ ସହ ସେମାନଙ୍କ ଅଧିକାର, କର୍ତ୍ତବ୍ୟ, ଶକ୍ତି ଓ ସମ୍ଭାବନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ରେ ଏହିଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ଚଳିତ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ପୁରୀ ଜିଲ୍ଲାର ଟିନା ରଥ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଖୋ ଖୋ ଖେଳର ମୁଖ୍ୟ ଜାତୀୟ କୋଚ ସଞ୍ଜୀବ କୁମାର ଶର୍ମା, ସର୍ବ ଭାରତୀୟ ଖୋଖୋ ସଂଘର ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଟିନା ରଥ ଙ୍କ ପିତାମାତା ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କ ଶକ୍ତି,ପ୍ରତିଭା ଓ ଉତଥାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଚେତନତା ଲକ୍ଷ୍ୟ ରେ ସ୍ବାକ୍ଷର ଅଭିଯାନରେ ପ୍ରତ୍ୟେକ ସ୍ବାକ୍ଷର କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- Post by Sonepur news khulasa1
- ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଥାନା ରେ FIR ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଶ୍ରୀ ପ୍ରକାଶ ପଧାନ Social Talk ନାମ ରେ ପେଜ ଖୁଲି ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଉଲୁଣ୍ଡା ଥାନା ରେ FIR ଦେଲେ ଶ୍ରୀ ମୁକୃ କୁମାର ବାଘ ସୂଚନା ମୁତାବକ ଗତ ୧୪/୦୪ ୨୬ ରିଖ ଦିନ ୧.୩୦ ମି ପାଖାପାଖି ବିରମହାରାଜପୁର ମୁଖ୍ୟ ଛକରେ ହୋଇଥିବା ଦୂର୍ଭାଗ୍ୟ ଜନକ ଘଟଣା ରେ ବିଧାୟକ ତଥା ଆମ୍ଭେ ସମସ୍ତେ ମର୍ମାହତ । ଉକ୍ତ ଘଟଣା ସମୟରେ ବିଧାୟକ ଇଂ ରଘୁନାଥ ଜଗଦଲା ଘଟଣା ସ୍ଥଲରେ ଉପସ୍ଥିତ ନ ଥିବା ଓ ଘଟଣା ସ୍ଥଳରୁ ୨୫ କିମି ଦୂରରେ ଉଲୁଣ୍ଡା ସ୍ଥିତ ଏକ କାର୍ଯ୍ୟକ୍ରମ ରେ ଥିବା ସପ୍ତେ ଵିଧାୟକ ଙ୍କୁ ଦୋଷ କରି ଵିଧାୟକ ଙ୍କ ଉପସ୍ଥିତି ରେ ଏମିତି କାଣ୍ଡ ହୋଇଅଛି କହି ଵିଧାୟକ ଙ୍କୁ ଵଦନାମ କରିଵା,ସମ୍ମାନ ହାନି କରିବା ସାଧାରଣ ଜନତା ମନରେ ବିଜେପି ଓ ଵିଧାୟକ ଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଉକ୍ତ ଶ୍ରୀ ପ୍ରକାଶ ପଧାନ ଅପପ୍ରଚାର ଚଲାଇଅଛି । ଉକ୍ତ ଘଟଣା ସମୟରେ କିଛି ରାଜନୈତିକ ଦଲର ନେତୃଵୁନ୍ଦ ଓ ଅସାମାଜିକ ବ୍ୟକ୍ତି ଙ୍କୁ ଘଣ୍ଟ ଘୋଡାଇ ଉଦ୍ଧେଶ୍ୟ ମୂଲକ ଵାଵେ ବିଧାୟକ ଓ ଵିଜେପି ପାଟି କୁ ଵଦନାମ କରୁଛନ୍ଥି । ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଶ୍ରୀ ପ୍ରକାଶ ପଧାନ (Social Talk ) ଓ ତାଙ୍କୁ ମିଥ୍ଯା ତଥ୍ଯ ପ୍ରଦାନ କରିଥିବା ବ୍ଯକ୍ତି ବିଷେସ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଦ୍ଧ କାର୍ଯ୍ୟାନୁଷ୍ଟାନ ଗ୍ରହନ କରାଯାଉ ଅନ୍ୟାଥା ଆଗକୁ ଜାତିଆନ ଗଣ୍ଡୋଗଲ ବିଦ୍ବେଷ ,ଘୃଣାଭାବ ଗଡିଵା ଏବଂ ଏହା ଉଗ୍ରରୁପ ନେବବୋଲି ଆଶଙ୍କା କରାଯାଏ ।1