logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଆଇନ୍ ବନ୍ଧୁକ ସାମଗ୍ରୀ ଜବତ ସହ ଜଣେ ଗିରଫ । ପୋଲସରା ଥାନା ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣକୁ ନେଇ ମିଳିଛି ବଡ଼ ସଫଳତା । ବେଆଇନ୍ ବନ୍ଧୁକ ସାମଗ୍ରୀ ଜବତ ସହ ଜଣେ ଗିରଫ । ପୋଲସରା-ତ-୦୧.୦୮.୨୦୨୬ ରିଖ : ପୋଲସରା ଥାନା ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣକୁ ନେଇ ମିଳିଛି ବଡ଼ ସଫଳତା । ଗଞ୍ଜାମ ଏସପି ହିରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ପୁରଷୋତ୍ତମପୁର ଏସଡ଼ପିଓ ସୁଜିତ କୁମାର ନାୟକ ଓ ପୋଲସରା ଥାନା ଅଧିକାରୀ କୌଶିକ୍ ମାଝୀଙ୍କ ନେତୃତ୍ବରେ ଏକ ବେଆଇନ ଅସ୍ତ୍ର କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଶୁକ୍ରବାର ୩୧ ତାରିଖ ରାତିରେ ସଫଳ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ଅସ୍ତ୍ର ଓ ଅସ୍ତ୍ର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଯାହା ରାତି ପ୍ରାୟ ୧୦.୨୦ ଘଟିକା ସମୟରେ ପୋଲସରା ଥାନା ଅଧୀନ ସୋଡକ ଗ୍ରାମରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ପୋଲିସ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା । ଯେଉଁଠି ବଡ଼ସାହିର ପ୍ରତାପ ଭଞ୍ଜ ସାମନ୍ତଙ୍କ ଘରେ ବେଆଇନ ଭାବେ ଅଗ୍ନେୟାସ୍ତ୍ର ଓ ଅସ୍ତ୍ର ତିଆରି ସାମଗ୍ରୀ ଗଚ୍ଛିତ ରହିଛି। ସେହି ସୂଚନାକୁ ଆଧାର କରି ପୋଲିସ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଘରେ ଚଢ଼।ଉ କରି ପ୍ରତାପ ଭଞ୍ଜ ସାମନ୍ତକୁ କାବୁ କରିଥିଲେ । ଘଟଣା ସ୍ଥଳରୁ ପୋଲିସ ଦୁଇଟି ଦେଶୀ ଲମ୍ବା ବନ୍ଧୁକ, ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ, ତିନୋଟି କରତ, ୧୩ଟି ଲୁହା ରଡ଼ ଖଣ୍ଡ, ଦୁଇଟି ହ୍ୟାଣ୍ଡ ବ୍ଲୋଅର, ଗୋଟିଏ ଜ୍ୟାକି, ବନ୍ଧୁକ ଆକୃତିର କାଠ ପଟା, ଲୁହାର ବିଭିନ୍ନ ଉପକରଣ, ହାତୁଡ଼ି, ଦୁଇଟି ନିହଣ, ପ୍ଲାସ, ସ୍କ୍ରୁ ଡ୍ରାଇଭର, ଛୁରୀ, ବାଙ୍ଗଲ୍ସ କଟର ମେସିନ ଏବଂ ବନ୍ଧୁକର ବଟ୍ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ନକ୍ସା ଜବତ କରିଥିଲା । ଏନେଇ ଜବତ ହୋଇଥିବା ଅସ୍ତ୍ର ନିର୍ମାଣ ସାମଗ୍ରୀ, ଯନ୍ତ୍ରପାତି ଓ ବିଭିନ୍ନ ଉପକରଣକୁ ନେଇ ଅଭିଯୁକ୍ତ ପ୍ରତାପ ଭଞ୍ଜ ସାମନ୍ତ କୁ ବେଆଇନ ଭାବେ ଦେଶୀ ଅଗ୍ନେୟାସ୍ତ୍ର ପ୍ରସ୍ତୁତ କରି ସଂରକ୍ଷଣ ଓ ବିକ୍ରୟ କରୁଥିବା ନେଇ ଶନିବାର ଗିରିଫ କରି କେର୍ଟ ଚାଲାଣ କରା ଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଥାନା ଅଧିକାରୀ କୌଶିକ୍ ମାଝୀ । ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

1 hr ago
user_Jagruti khabar
Jagruti khabar
TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
1 hr ago
8eebe91f-38bb-416b-b7c6-6cb4931f94f5

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* #Live_Odisha_News_update #FacebookPage P.k. Murty Liveodisha Newsupdate
    1
    କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* 

କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* 
#Live_Odisha_News_update #FacebookPage 
P.k. Murty Liveodisha Newsupdate
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    1
    ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି  ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି  ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି ।  ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ  ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
    user_Pitabas dash
    Pitabas dash
    Asika, Ganjam•
    6 hrs ago
  • ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ? #gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost
    1
    ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ?
#gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    1 hr ago
  • ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    1
    ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ  ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    8 hrs ago
  • ପୁରୀ ବଡ଼ଦାଣ୍ଡରେ ଶଙ୍ଖଧ୍ୱନି ଦିବସ ପାଳିତ। ପୁରୀ: ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ବିଶ୍ୱ ଶାନ୍ତି ଓ କଲ୍ୟାଣ କାମନା କରି 'ବଡ଼ଦାଣ୍ଡ ସେବା' ପକ୍ଷରୁ ପୁରୀର ବଡ଼ଦାଣ୍ଡରେ ତୃତୀୟ 'ଶଙ୍ଖଧ୍ୱନି ଦିବସ' ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ​ଏହି ଅବସରରେ ମହାପ୍ରଭୁଙ୍କୁ ଦୀପ ପ୍ରଜ୍ୱଳନ ଓ ଶଙ୍ଖ ପୂଜନ କରାଯିବା ସହ ବହୁ ସଂଖ୍ୟାରେ ଶଙ୍ଖାଳି ଓ ସ୍ଥାନୀୟ ଜନସାଧାରଣ ଏକସାଙ୍ଗରେ ଶଙ୍ଖ ବଜାଇଥିଲେ। ଯାହାଫଳରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ଓ ପ୍ରକମ୍ପିତ ପରିବେଶରେ ପୂର୍ଣ୍ଣ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ୨୦୨୩ ମସିହା ଅଗଷ୍ଟ ୧ ତାରିଖରେ "ବଡ଼ଦାଣ୍ଡ ସେବା" ପକ୍ଷରୁ ଏହି ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନର ଏପରି ପ୍ରୟାସକୁ ସହରବାସୀ ଏବଂ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ​ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଷ୍ଣୁଦତ୍ତ ଦାସ ଯୋଗଦେଇଥିବାବେଳେ, 'ବଡ଼ଦାଣ୍ଡ ସେବା' ପକ୍ଷରୁ ଅତିଥିଙ୍କ ଦ୍ୱାରା ପ୍ରମୁଖ ସମାଜସେବୀ ବିପ୍ଳବ କୁମାର ଦାସଙ୍କୁ ଶଙ୍ଖ ପ୍ରଦାନ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମରେ ଅଶୋକ ବେହେରା, ବିନାୟକ ରାୟସିଂହ, ରାମଚନ୍ଦ୍ର ହାଲଦର, ଦିବାକର ବେହେରା, ଜଗନ୍ନାଥ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ପାଢ଼ୀ, ପିଙ୍କି କିନ୍ନର, ସୁନୀଲ ମହାପାତ୍ର, ରୁଦ୍ର ନାରାୟଣ ସାହୁ ଏବଂ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ପାଢ଼ୀ ସୁଚାରୁରୂପେ ପରିଚାଳନା କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ପୁରୀ ବଡ଼ଦାଣ୍ଡରେ ଶଙ୍ଖଧ୍ୱନି ଦିବସ ପାଳିତ।

ପୁରୀ:
ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ବିଶ୍ୱ ଶାନ୍ତି ଓ କଲ୍ୟାଣ କାମନା କରି 'ବଡ଼ଦାଣ୍ଡ ସେବା' ପକ୍ଷରୁ ପୁରୀର ବଡ଼ଦାଣ୍ଡରେ ତୃତୀୟ 'ଶଙ୍ଖଧ୍ୱନି ଦିବସ' ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
​ଏହି ଅବସରରେ ମହାପ୍ରଭୁଙ୍କୁ ଦୀପ ପ୍ରଜ୍ୱଳନ ଓ ଶଙ୍ଖ ପୂଜନ କରାଯିବା ସହ ବହୁ ସଂଖ୍ୟାରେ ଶଙ୍ଖାଳି ଓ ସ୍ଥାନୀୟ ଜନସାଧାରଣ ଏକସାଙ୍ଗରେ ଶଙ୍ଖ ବଜାଇଥିଲେ। ଯାହାଫଳରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ଓ ପ୍ରକମ୍ପିତ ପରିବେଶରେ ପୂର୍ଣ୍ଣ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ୨୦୨୩ ମସିହା ଅଗଷ୍ଟ ୧ ତାରିଖରେ "ବଡ଼ଦାଣ୍ଡ ସେବା" ପକ୍ଷରୁ ଏହି ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନର ଏପରି ପ୍ରୟାସକୁ ସହରବାସୀ ଏବଂ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
​ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଷ୍ଣୁଦତ୍ତ ଦାସ ଯୋଗଦେଇଥିବାବେଳେ, 'ବଡ଼ଦାଣ୍ଡ ସେବା' ପକ୍ଷରୁ ଅତିଥିଙ୍କ ଦ୍ୱାରା ପ୍ରମୁଖ ସମାଜସେବୀ ବିପ୍ଳବ କୁମାର ଦାସଙ୍କୁ ଶଙ୍ଖ ପ୍ରଦାନ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମରେ ଅଶୋକ ବେହେରା, ବିନାୟକ ରାୟସିଂହ, ରାମଚନ୍ଦ୍ର ହାଲଦର, ଦିବାକର ବେହେରା, ଜଗନ୍ନାଥ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ପାଢ଼ୀ, ପିଙ୍କି କିନ୍ନର, ସୁନୀଲ ମହାପାତ୍ର, ରୁଦ୍ର ନାରାୟଣ ସାହୁ ଏବଂ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ପାଢ଼ୀ ସୁଚାରୁରୂପେ ପରିଚାଳନା କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.
    1
    ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    17 hrs ago
  • ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment
    1
    ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ।
#JagrutiKhabar
#HindolNews
#DhenkanalNews
#OdishaNews
#OdishaLocalNews
#PublicGrievance
#DrainageProblem
#AdministrativeNegligence
#GroundReport
#NHRC
#OHRC
#HumanRights
#VillageIssues
#OdishaGovernment
    user_Jagruti khabar
    Jagruti khabar
    TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    55 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.