logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment

1 hr ago
user_Jagruti khabar
Jagruti khabar
TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
1 hr ago

ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment

More news from ଓଡ଼ିଶା and nearby areas
  • ଆକାଶ ଠୁ ବଡ ଜାଣି ଜଗା ତୋର କରୁଣା ସିଂହଦ୍ୱାର ହେଲେ କାଇଁ ହେଇଚି ମତେ ମନା ⭕❗⭕🙏
    1
    ଆକାଶ ଠୁ ବଡ ଜାଣି ଜଗା ତୋର କରୁଣା ସିଂହଦ୍ୱାର ହେଲେ କାଇଁ ହେଇଚି ମତେ ମନା ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    5 hrs ago
  • ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ। ​ପୁରୀ: ଆଜି ସ୍ଥାନୀୟ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ପ୍ରାତଃ ୯ ଘଟିକା ସମୟରୋ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଚାଳିତ ମହାବିଦ୍ୟାଳୟର ଫିଜିକ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନପୂର୍ବକ ଏହାକୁ ଉଦଘାଟନ କରିଥିଲେ। ​ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜମ୍ବେଶ୍ୱର ଖୁଣ୍ଟିଆ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷା ବିକାଶ ସମିତିର ପୁରୀ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ଏବଂ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ​ଛାତ୍ର ବିଜ୍ଞାନ ସଂସଦର ସଭାପତି ଶ୍ରୀମାନ ବଦ୍ରୀ ବିଶାଲ କର ସଭା କାର୍ଯ୍ୟ ପରିଚାଳନା କରିଥିଲେ, ସମ୍ପାଦକ ଶ୍ରୀମାନ ମାରୁତି ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ସଦସ୍ୟା ସୁଶ୍ରୀ କ୍ରିଷ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବ୍ୟକ୍ତିଗତ ଗୀତ ପରିବେଷଣ କରାଯାଇଥିଲା। ​ବିଦ୍ୟାଳୟର ଶିଶୁ, ବାଲ ଓ କିଶୋର- ଏହିପରି ତିନୋଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ ଚାର୍ଟ, ପତ୍ରବାଚନ, ଗଣିତ ପ୍ରକଳ୍ପ, ସଂସ୍କୃତ ଜ୍ଞାନ ପତ୍ରବାଚନ ଓ ମୂର୍ତ୍ତି କଳା ଆଦି ବିଷୟରେ ପ୍ରାୟ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶିଶୁ, ଅଭିଭାବକ ଓ ଅଭିଭାବିକାମାନଙ୍କ ମଧ୍ୟରୋ ବେଶ୍ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।

​ପୁରୀ: ଆଜି ସ୍ଥାନୀୟ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ପ୍ରାତଃ ୯ ଘଟିକା ସମୟରୋ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଚାଳିତ ମହାବିଦ୍ୟାଳୟର ଫିଜିକ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନପୂର୍ବକ ଏହାକୁ ଉଦଘାଟନ କରିଥିଲେ।
​ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜମ୍ବେଶ୍ୱର ଖୁଣ୍ଟିଆ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷା ବିକାଶ ସମିତିର ପୁରୀ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ଏବଂ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
​ଛାତ୍ର ବିଜ୍ଞାନ ସଂସଦର ସଭାପତି ଶ୍ରୀମାନ ବଦ୍ରୀ ବିଶାଲ କର ସଭା କାର୍ଯ୍ୟ ପରିଚାଳନା କରିଥିଲେ, ସମ୍ପାଦକ ଶ୍ରୀମାନ ମାରୁତି ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ସଦସ୍ୟା ସୁଶ୍ରୀ କ୍ରିଷ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବ୍ୟକ୍ତିଗତ ଗୀତ ପରିବେଷଣ କରାଯାଇଥିଲା।
​ବିଦ୍ୟାଳୟର ଶିଶୁ, ବାଲ ଓ କିଶୋର- ଏହିପରି ତିନୋଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ ଚାର୍ଟ, ପତ୍ରବାଚନ, ଗଣିତ ପ୍ରକଳ୍ପ, ସଂସ୍କୃତ ଜ୍ଞାନ ପତ୍ରବାଚନ ଓ ମୂର୍ତ୍ତି କଳା ଆଦି ବିଷୟରେ ପ୍ରାୟ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶିଶୁ, ଅଭିଭାବକ ଓ ଅଭିଭାବିକାମାନଙ୍କ ମଧ୍ୟରୋ ବେଶ୍ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ  ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l  ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି  l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ  ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
  • ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
    4
    ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ  ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):-   ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ  ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର  ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି  ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ  ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି ।  ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ  କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ  ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
    user_ଗୋବର୍ଦ୍ଧନ ଦାସ
    ଗୋବର୍ଦ୍ଧନ ଦାସ
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    31 min ago
  • ପୁରୀ ଠାରେ ଦଶ ଅବତାର ଆଶ୍ରମରେ ସାଧୁସନ୍ଥ୍ ଓ ଭକ୍ତମାନେ ପ୍ରସାଦ ସେବନ ପୂର୍ବରୁ ମନ୍ତ୍ର ପାଠ
    1
    ପୁରୀ ଠାରେ ଦଶ ଅବତାର ଆଶ୍ରମରେ ସାଧୁସନ୍ଥ୍ ଓ ଭକ୍ତମାନେ ପ୍ରସାଦ ସେବନ ପୂର୍ବରୁ ମନ୍ତ୍ର ପାଠ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
    1
    ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
    user_M NEWS ଓଡ଼ିଶା TV
    M NEWS ଓଡ଼ିଶା TV
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଆଜିଏ ଖବର ସାରା ଦୁନିଅର ଜନଟୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ
    1
    ଆଜିଏ ଖବର ସାରା ଦୁନିଅର ଜନଟୁ ଏବଂ ଅନ୍ୟମାନଙ୍କୁ  ସେୟାର କରନ୍ତୁ
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    18 hrs ago
  • ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ। ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ। ​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    4
    ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।
​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ।
​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ।
​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    14 hrs ago
  • ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    1
    ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ  ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.