logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ। ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ। ​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ

6 hrs ago
user_Dr.Manoj kumar baliarsingh
Dr.Manoj kumar baliarsingh
ପୁରୀ (M), ପୁରୀ, ଓଡ଼ିଶା•
6 hrs ago

ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ। ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି

ଉଦଘାଟନ କରିଥିଲେ। ​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର

ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ

ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ। ​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ। ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ। ​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    4
    ପୁରୀରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟ ପରିସରରେ 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବକ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧନୁର୍ଧର ମୁଦୁଲି ଏବଂ 'ମାଇଁ ଭାରତ' ପୁରୀର ଅଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।
​ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରିଲ୍ସ ପ୍ରତିଯୋଗିତା, ତର୍କ, ଚିତ୍ରାଙ୍କନ, ଏକକ ଅଭିନୟ, ନୃତ୍ୟ ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଯୁବକମାନେ କିପରି ନିଶାମୁକ୍ତ ରହିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ଯୁବକମାନେ ସର୍ବଦା ନିଶାଠାରୁ ଦୂରେଇ ରହି ଯୁବସମାଜରେ ନିଶା ସେବନ ବିରୋଧୀ ବାର୍ତ୍ତା ପହଞ୍ଚାଇଲେ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ।
​ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ ଯୋଗଦେଇ ଭାରତବର୍ଷ ଯୁବଶକ୍ତିର ମେରୁଦଣ୍ଡ ବୋଲି କହିବା ସହ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ବିକଶିତ ଭାରତ ଗଠନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
​ଏହି କାର୍ଯ୍ୟକ୍ରମକୁ ଭାସ୍କର ପୂଜାରୀ ପରିଚାଳନା କରିଥିବାବେଳେ ପଞ୍ଚୁ, ବାସୁଦେବ, ଆଲୋକ ପୂଜାରୀ ଏବଂ କରୁଣାକର ସହଯୋଗ କରିଥିଲେ।
​ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ
    1
    ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ?
ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ

ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ?
ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    9 hrs ago
  • ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � OdishaTv +1 🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। � OdishaTv 🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। � OdishaTv 🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। � OdishaTv 🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। � OdishaTv 🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। � OdishaTv 🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। � OdishaTv 🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    1
    ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
OdishaTv +1
🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। �
OdishaTv
🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। �
OdishaTv
🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। �
OdishaTv
🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। �
OdishaTv
🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। �
OdishaTv
🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। �
OdishaTv
🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    user_Top Headlines News Today
    Top Headlines News Today
    Financial Advisor Saheednagar, Khordha•
    32 min ago
  • ଠିକା ଦାର କେମିତି ପଇସା ଛାପନ୍ତି 😱 । ଲୋକେ ସବୁ ଅନ୍ଧ ସବୁ ଦେଖିଲା ପରେ ବି ବିରୋଧ କରୁନାହାନ୍ତି ❌ ନିମାପଡ଼ା ଟ୍ରାଫିକ ରୁ ଉତ୍ତରା ରୋଡ କୁ bank of india ସାମ୍ନା ରେ ଏ କାର୍ଯ୍ୟ ଚାଲିଛି। ଧ୍ୟାନ ଦେବେ ଜନତା ଯେଉଁ କାମ ଯେ ପ୍ରକାର ହେବା କଥା ତାହା କରାଯାଉ ନାହିଁ । ସର୍ବ ସାଧାରଣ ଲୋକଙ୍କ ପଇସା କୁ ପାଣିରେ ପକାଉଛନ୍ତି। କଂକ୍ରିଟ ଆଡ ମିକ୍ସର କୁ ପାଣିରେ ପକାଉଛନ୍ତି ଏ କିଭଳି କାର୍ଯ୍ୟ । କିଏ ସେ ମହାନ୍ ଇଞ୍ଜିନିୟର ଯିଏ ଏଭଳି କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଅନ୍ୟାୟ ଏବଂ ଅନ୍ଧ କାନୁନ୍ ର ବ୍ୟବସ୍ଥା। ଏହା ବିରୋଧ ଯୋଗ୍ୟ 100% । ସଡ଼କ ମନ୍ତ୍ରୀ ଟିକେ ଦେଖ। jai hind 🇮🇳
    1
    ଠିକା ଦାର କେମିତି ପଇସା ଛାପନ୍ତି 😱 । ଲୋକେ ସବୁ ଅନ୍ଧ ସବୁ ଦେଖିଲା ପରେ ବି ବିରୋଧ କରୁନାହାନ୍ତି ❌
ନିମାପଡ଼ା ଟ୍ରାଫିକ ରୁ ଉତ୍ତରା ରୋଡ କୁ bank of india ସାମ୍ନା ରେ ଏ କାର୍ଯ୍ୟ ଚାଲିଛି। ଧ୍ୟାନ ଦେବେ ଜନତା ଯେଉଁ କାମ ଯେ ପ୍ରକାର ହେବା କଥା ତାହା କରାଯାଉ ନାହିଁ । ସର୍ବ ସାଧାରଣ ଲୋକଙ୍କ ପଇସା କୁ ପାଣିରେ ପକାଉଛନ୍ତି। କଂକ୍ରିଟ ଆଡ ମିକ୍ସର କୁ ପାଣିରେ ପକାଉଛନ୍ତି ଏ କିଭଳି କାର୍ଯ୍ୟ । କିଏ ସେ ମହାନ୍ ଇଞ୍ଜିନିୟର ଯିଏ ଏଭଳି କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଅନ୍ୟାୟ ଏବଂ ଅନ୍ଧ କାନୁନ୍ ର ବ୍ୟବସ୍ଥା। ଏହା ବିରୋଧ ଯୋଗ୍ୟ 100% । ସଡ଼କ ମନ୍ତ୍ରୀ ଟିକେ ଦେଖ। jai hind 🇮🇳
    user_Santosh Kumar
    Santosh Kumar
    ନାଉଗାଁ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice
    1
    ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। 
 #Baliantablock #BDOBalianta  #DMKhordha #CMOdisha #Jayadevnews #Baliantapolice
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    1
    *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ। (ଡ଼ଃ ମନୋଜକୁମାର ବଳିଆରସିଂ)​ପୁରୀ, ୩୧ ଜୁଲାଇ ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ। ​ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ​ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ। ​ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
    4
    ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ।

(ଡ଼ଃ ମନୋଜକୁମାର ବଳିଆରସିଂ)​ପୁରୀ, ୩୧ ଜୁଲାଇ
ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ।
​ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି।
​ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ।
​ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    17 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲି ଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଗ୍ରାମ ନୂଆସାହି ୱ।ର୍ଡ9 ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର  ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲି ଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଗ୍ରାମ ନୂଆସାହି ୱ।ର୍ଡ9 ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.