logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ, ସ୍ଥାନ -ଧଉରାଗୋଠ କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବିଲେଇନାଳୀ ଗ୍ରାମପଞ୍ଚାୟତର ଧଉରାଗୋଠ ଗ୍ରାମରେ ବିଶ୍ବ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ବାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଯୋଗଦେଇ ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଓ ଶିଶୁମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ ପକାଉଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ସମ୍ପର୍କିତ ଆଇନ ଏବଂ ଦଣ୍ଡବିଧାନ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ପ୍ରତ୍ୟେକ ଶିଶୁର ମୌଳିକ ଅଧୂକାର ଓ ଏହାର ସୁରକ୍ଷାରେ ପରିବାର ତଥା ସମାଜର ଭୂମିକା ଉପରେ ଗୁରୁତ୍ବ ଦିଆଯାଇଥିଲା। ବିଶ୍ବ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ବାଇଁଙ୍କ ତତ୍ତ୍ବାବଧାନରେ ପ୍ରକଳ୍ପ ସହଯୋଗୀ ଦିପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ବାନ ଦିଆଯାଇଥିଲା।

7 hrs ago
user_Rakesh Sahoo
Rakesh Sahoo
ହଣ୍ଡପା, ଅନୁଗୁଳ, ଓଡ଼ିଶା•
7 hrs ago
ff1ab941-3235-4e40-b625-64ff97c7eef6

More news from Odisha and nearby areas
  • ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
    1
    ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ
 କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍‌କେ ଗୁଡୁ ଓ ସମ୍ପାଦକ ଏସ୍‌କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ।

ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା।

କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ 
ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। 

    user_Shibaram naik
    Shibaram naik
    Nurse Anugul, Odisha•
    35 min ago
  • ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    1
    ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 
​ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍‌ ଚଢ଼ାଉ କରି
୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ​ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ​ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ​ଅବକାରୀ ଇନ୍ସପେକ୍ଟର ଏସ୍‌.କେ. ମିଶ୍ର, ଏଏସ୍‌ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
    user_Ranjan Kumar Dash
    Ranjan Kumar Dash
    Local News Reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
    1
    ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ  କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    17 hrs ago
  • ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    1
    ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    1
    ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews
    1
    🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात

बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया।

मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है।

हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है।

#Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    9 hrs ago
  • ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର। ଗିରଫ ହେଲେ ୪ ବ୍ରାଉନ୍‌ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର। ଗିରଫ ହେଲେ ୪ ବ୍ରାଉନ୍‌ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ​ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍‌ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍‌ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ​ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍‌ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍‌ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ ହୋଣ୍ଡା ସାଇନ୍‌ ବାଇକ୍‌ ଜବତ କରିଛି ପୋଲିସ। ​ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍‌ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇଛି।
    1
    ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର। ଗିରଫ ହେଲେ ୪ ବ୍ରାଉନ୍‌ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା
ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର। ଗିରଫ ହେଲେ ୪ ବ୍ରାଉନ୍‌ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ​ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍‌ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍‌ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ​ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍‌ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍‌ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ଏକ ହୋଣ୍ଡା ସାଇନ୍‌ ବାଇକ୍‌ ଜବତ କରିଛି ପୋଲିସ। ​ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍‌ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇଛି।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    18 hrs ago
  • ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    1
    ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା 
ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.