Shuru
Apke Nagar Ki App…
ମଶାରୀ ଟାଙ୍ଗି ସଉଚ ନା ନାହିଁ। MLA Pabitra Saunta। Loser Toka
Kamison Mali
ମଶାରୀ ଟାଙ୍ଗି ସଉଚ ନା ନାହିଁ। MLA Pabitra Saunta। Loser Toka
More news from Ranapur and nearby areas
- #ନୟାଗଡ଼ରେ ଜାତୀୟ କ୍ରୀଡା ଦିବସ ପାଳିତ #khandapadabarta# #latestupdates# ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିଵସ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ନୟାଗଡ଼ରେ ମଧ୍ୟ ଏହି ଜାତୀୟ କ୍ରୀଡା ଦିବସକୁ ପାଳନ କରାଯାଇଛି। ଏହି ଅବସରରେ ସକାଳ ୭ଘଟିକା ସମୟରେ ନୟାଗଡ଼ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ନୟାଗଡ଼ର କ୍ରୀଡ଼ାପ୍ରେମୀ, ଛାତ୍ରାବାସର ଅନ୍ତେବାସୀଙ୍କୁ ନେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ପରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଓ ସ୍ଥାନୀୟ ଫୁଟବଲ ଖେଳାଳିଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ବିଜୟ ଲାଭ କରିଥିଲା। ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ଠାରେ ଫୁଟବଲ, ହକି ଓ ଭଲିବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପୁରୀ ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।1
- ବାଣପୁର ଏନ୍ଏସିର ଅଧ୍ୟକ୍ଷ ଓ କାଉନସିଲରଙ୍କୁ ବିଜେଡ଼ି ସଭାପତି ଶ୍ରୀ Naveen Patnaik ଭେଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ କଳର ଅସହଯୋଗ ବିଷୟରେ ସଭାପତି ଅବଗତ ହେବା ସହ ବିଜେପିର ମିଛ ପ୍ରତିଶ୍ରୁତି ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।1
- ମହିଳାଙ୍କ ନାମରେ ୧୦ କୋଟି ଟଙ୍କାର ଠକେଇ ଅଭିଯୋଗ: ବାଣପୁର ଥାନାରେ ମାମଲା ରୁଜ୍ଜୁ ।।1
- ନୟାଗଡ଼ ସରକାରୀ ଜାଗା ଜବର ଦଖଲ କୁ ନେଇ ଗାଁ ରେ ଉତେଜନା I1
- #ଶାନ୍ତି_ଶୃଙ୍ଖଳା_ବଜାୟ_ରହୁ ଖୋର୍ଦ୍ଧା ଜିଲ୍ଲାରେ ଏହି ଭିତରେ ଘଟିଥିବା ୩ରୁ ୪ ହିଂସାକାଣ୍ଡ ଘଟଣାରେ ଶାନ୍ତି ଫେରାଇ ଆଣିବାକୁ ଡିଜିପିଙ୍କୁ ଜଣାଇଲା ବିଜେଡି ।1
- #ଗଜାନନଙ୍କ_ମୂର୍ତ୍ତି_ଗଢିବାରେ_ବ୍ୟସ୍ତ_କାରୀଗର ନୟାଗଡ ଜ଼ିଲ୍ଲା ରଣପୁରରେ ଗଜାନନଙ୍କର ଭଳିକି ଭଳି ମୃଣ୍ମୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର। କିଏ ରଙ୍ଗ ତୁଳୀର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି।1
- ପ୍ରେମ ସାରିଦେଲା ସବୁକିଛି, ପ୍ରେମିକର ଅତ୍ୟାଚାର ସହି ନପାରି ପ୍ରେମିକା ନେଇଗଲା ଏମିତି ନିଷ୍ପତ୍ତି | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଂକିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମରେ | ଝିଅର ପରିବାର ଲୋକ ପ୍ରେମିକ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ |1
- ମଶାରୀ ଟାଙ୍ଗି ସଉଚ ନା ନାହିଁ। MLA Pabitra Saunta। Loser Toka1