Shuru
Apke Nagar Ki App…
ରାଜଧାନୀରେ ଚାଞ୍ଚଲ୍ୟ। ରାଜଧାନୀରେ ଡାକ୍ତରଖାନା ଅବହେଳା ଯୋଗୁ ଶିଶୁମୃତ୍ୟୁ ନେଇ ରାସ୍ତା ରୋକ୍ କଲେ ପରିବାର। ଗୁରୁବାର ସାମନ୍ତରାପୂର୍ ଅଞ୍ଚଳର ସାଢ଼େ ୯ ବର୍ଷର ବାଳକ ଅଂଶୁମାନ ଶିଶୁଭବନ ଛକ ସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସା ଅବହେଳା ଓ ଡାକ୍ତରଖାନାର ଅବହେଳା ପାଇଁ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲେଇଲେ ପରିବାର।.
Rajib Behera
ରାଜଧାନୀରେ ଚାଞ୍ଚଲ୍ୟ। ରାଜଧାନୀରେ ଡାକ୍ତରଖାନା ଅବହେଳା ଯୋଗୁ ଶିଶୁମୃତ୍ୟୁ ନେଇ ରାସ୍ତା ରୋକ୍ କଲେ ପରିବାର। ଗୁରୁବାର ସାମନ୍ତରାପୂର୍ ଅଞ୍ଚଳର ସାଢ଼େ ୯ ବର୍ଷର ବାଳକ ଅଂଶୁମାନ ଶିଶୁଭବନ ଛକ ସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସା ଅବହେଳା ଓ ଡାକ୍ତରଖାନାର ଅବହେଳା ପାଇଁ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲେଇଲେ ପରିବାର।.
More news from ଓଡ଼ିଶା and nearby areas
- #ପାଣି_ଟାଙ୍କିରେ_ମଦ ପାଣି ଟାଙ୍କିରେ ପାଣି ମଦ। ଘର ଉପରେ ଥିବା ପାଣି ଟାଙ୍କିରୁ ବାହାରିଲା ପୁଳାପୁଳା ମଦ ଜାର୍। କଟକ ଜିଲ୍ଲା ଆଠଗଡ ଥାନା କୋରଙ୍ଗା ଗାଁ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ କରିଥିଲା। ମଦ ମାଫିଆଙ୍କ ଘର ଉପରେ ଥିବା ପାଣି ଟାଙ୍କିରେ ମଦ ଜାର୍ ଲୁଚାଇ ରଖିଥିବା ଜଣାପଡିଥିଲା।1
- Post by Damayanti behera2
- ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ ମୟୂରଭଞ୍ଜ, କପ୍ତିପଦା ହାଟର ବିକଳ ଦୃଶ୍ୟ, ପ୍ରଶାସନ ଓ ସରକାର ଫେଲ । ମନ୍ଦିର, ମଠ, ଯେଉଁ ଜାଗାରେ ପାଚେରୀ ଅଛି ସେଇଠି ଭାଙ୍ଗି ନୂଆ ନିର୍ମାଣ କରିବା ଉଚିତ୍ କି ? ଆଉ ଜଉ ଜାଗାରେ କାମ ନାହିଁ ଯଥା କପ୍ତିପଦା ହାଟ, କପ୍ତିପଦା ମୁଖ୍ୟ ଗୋଲେଇ ସବୁଆଡ଼େ ପାଣି ଜମିବା ଓ ଡ୍ରେନ ନାହିଁ। ଏସବୁ ଜାଗାରେ କାମ ନାହିଁ।1
- ବାଲେଶ୍ବର ଜିଲ୍ଲା ର ଗର୍ବ ଓ ଗୌରବ ଆଣିଛନ୍ତି ଆଦ୍ୟଶା ପାଣିଗ୍ରାହି। ସେ ହେଉଛନ୍ତି ବେଲେଶ୍ୱର ମଡର୍ଣ୍ଣ ପବ୍ଲିକ ସ୍କୁଲର ପୂର୍ବତ୍ତନ ଛାତ୍ରୀ। ସେ ଏକା ସାଙ୍ଗରେ ୫ ଗୋଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏକା ସାଙ୍ଗରେ IIT MADRAS, NEET, IISER, NISER, ଓ NIT ରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି।1
- ବାଲେଶ୍ୱର: ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ରେମୁଣା ବିଧାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୁଁ ରାଗିନି, କାହା ପ୍ରତି ଅସନ୍ତୋଷ ବି ନାହିଁ। ଭିଡିଓକୁ ନେଇ ଯେଉଁଭଳି ପ୍ରଚାର ହେଉଛି, ତାହା ସଠିକ୍ ନୁହେଁ।" ବିଧାୟକଙ୍କ କହିବା ଅନୁସାରେ, ଘଟଣାକୁ ଭୁଲ୍ ଭାବରେ ଉପସ୍ଥାପନ କରାଯାଇଛି ଏବଂ ଏହାକୁ ନେଇ ଅନାବଶ୍ୟକ ଭ୍ରମ ସୃଷ୍ଟି କରାଯାଉଛି। ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ପ୍ରତି ତାଙ୍କର ଅସନ୍ତୋଷ କିମ୍ବା କ୍ଷୋଭ ନାହିଁ। ଏହି ପ୍ରତିକ୍ରିୟା ପରେ ଭାଇରାଲ ଭିଡିଓକୁ ନେଇ ଚାଲିଥିବା ଚର୍ଚ୍ଚାରେ ନୂଆ ମୋଡ଼ ଆସିଛି। ଏବେ ସମସ୍ତଙ୍କ ନଜର ଏହି ପ୍ରସଙ୍ଗର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।1
- ଲୋକନାଥ ଶୈବପୀଠରେ ଜଳାଭିଷେକ ପାଇଁ ଯାଉଛନ୍ତି ଶ୍ରଦ୍ଧାଳୁ, ହରହର ମହାଦେବ 🙏🏼1
- ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ପୋଷ୍ଟ ଅଫିସ ନିକଟରେ କଲଭର୍ଟ ତଳକୁ ଖସି ୩ ମୃତ ଦୃତ ଗତିରେ ଗାଡି ଚଲାଇ ଆସିଲେ ଆଉ ବାଙ୍କ ନିକଟରେ ଭାରସାମ୍ୟ ହରାଇ କଲଭାର୍ଟ ତଳକୁ ବାଇକ ସହିତ ଖସି ବାଡେଇ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଅର୍ଥାତ୍ ଶନିବାର ରାତିରେ ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦୃତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡେଇ ହୋଇଥିଲେ। ଯାହାକି ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତି ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ଙ୍କୁ କୁଆମରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ରାତି ପ୍ରାୟ ୧୦ ଟାରେ ସୂଚନା ମିଳିଛି।4