ଚନ୍ଦ୍ରଶେଖରପୁର ଓ ମହୁଲଖୋଳି ମଧ୍ୟରେ ୧୩ତମ ପ୍ରିୟବତ କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ* _______________________________ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ୧୩ତମ ପ୍ରିୟବତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ରଙ୍ଗମାଟିଆ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଚନ୍ଦ୍ରଶେଖରପୁର ଓ ମହୁଲଖୋଳି ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଟସ୍ ଜିତି ଚନ୍ଦ୍ରଶେଖରପୁର ୧୨ ଓଭରରେ ୧୧୧ ରନ୍ କରିଥିବା ବେଳେ ମହୁଲଖୋଳି ୯୬ ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ଚନ୍ଦ୍ରଶେଖରପୁର ବିଜୟ ଲାଭ କରିଥିଲେ। ମନୋରଞ୍ଜନ ଓ ଦୁଷ୍ମନ୍ତ ଖେଳଟିକୁ ପରିଚାଳନା କରିଥିବା ବେଳେ ସ୍କୋରରେ ସୁବ୍ରତ ସହାୟତା କରିଥିଲେ । ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥ୍ ଭାବେ ଢେଙ୍କାନାଳ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର, ସଂମ୍ମାନିତ ଅଥିତି ଭାବେ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ମହାନ୍ତି, ପ୍ରିୟବ୍ରତ ଟ୍ରଷ୍ଟର ଉପଦେଷ୍ଟା ତଥା ମୁଖ୍ୟବକ୍ତା ଶ୍ରୀଯୁକ୍ତ ଗୋପବନ୍ଧୁ ବେହେରା, ଗଣେଶ୍ୱର ନାୟକ, ତ୍ରିନାଥ ବେହେରା, ସଞ୍ଜିତ କୁମାର ସାହୁ, ବାଳକୃଷ୍ଣ ବେହେରା, ମାଧବ ମହାଭୋଇ, କପିଳ ଦେହୁରୀ, ଅଚ୍ୟୁତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ଆୟୋଜକ ଆଲୋକ ମହାଭୋଇ,ବିକାଶ ସେଠି, ରଞ୍ଜିତ ବାରିକ ଓ ମହାବୀର କ୍ଲବ ସମସ୍ତ ସଦସ୍ୟ ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ଭଲ ଖେଳାଳି ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ l
ଚନ୍ଦ୍ରଶେଖରପୁର ଓ ମହୁଲଖୋଳି ମଧ୍ୟରେ ୧୩ତମ ପ୍ରିୟବତ କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ* _______________________________ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ୧୩ତମ ପ୍ରିୟବତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ରଙ୍ଗମାଟିଆ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଚନ୍ଦ୍ରଶେଖରପୁର ଓ
ମହୁଲଖୋଳି ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଟସ୍ ଜିତି ଚନ୍ଦ୍ରଶେଖରପୁର ୧୨ ଓଭରରେ ୧୧୧ ରନ୍ କରିଥିବା ବେଳେ ମହୁଲଖୋଳି ୯୬ ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ଚନ୍ଦ୍ରଶେଖରପୁର ବିଜୟ ଲାଭ କରିଥିଲେ। ମନୋରଞ୍ଜନ ଓ ଦୁଷ୍ମନ୍ତ ଖେଳଟିକୁ ପରିଚାଳନା କରିଥିବା ବେଳେ ସ୍କୋରରେ ସୁବ୍ରତ ସହାୟତା କରିଥିଲେ । ଆଜିର
ଉଦଯାପନୀ ଦିବସରେ ମୁଖ୍ୟ ଅତିଥ୍ ଭାବେ ଢେଙ୍କାନାଳ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାତ୍ର, ସଂମ୍ମାନିତ ଅଥିତି ଭାବେ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ମହାନ୍ତି, ପ୍ରିୟବ୍ରତ ଟ୍ରଷ୍ଟର ଉପଦେଷ୍ଟା ତଥା ମୁଖ୍ୟବକ୍ତା ଶ୍ରୀଯୁକ୍ତ ଗୋପବନ୍ଧୁ ବେହେରା, ଗଣେଶ୍ୱର ନାୟକ, ତ୍ରିନାଥ ବେହେରା, ସଞ୍ଜିତ କୁମାର ସାହୁ,
ବାଳକୃଷ୍ଣ ବେହେରା, ମାଧବ ମହାଭୋଇ, କପିଳ ଦେହୁରୀ, ଅଚ୍ୟୁତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ଆୟୋଜକ ଆଲୋକ ମହାଭୋଇ,ବିକାଶ ସେଠି, ରଞ୍ଜିତ ବାରିକ ଓ ମହାବୀର କ୍ଲବ ସମସ୍ତ ସଦସ୍ୟ ଉଦଯାପନୀ ଉତ୍ସବରେ ଉପସ୍ଥିତ ରହି ଭଲ ଖେଳାଳି ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ l
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।1
- ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର2
- ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- ଢ଼େଙ୍କାନାଳ ସହରସ୍ଥ ବାଜିଚୌକ ସ୍ଥିତ ସୀତାରାମ ଆଶ୍ରମ ଠାରେ ଠାକୁର ଶ୍ରୀ ସୀତାରାମ ଦାସ ଓଁକାର ନାଥ ଦେବଙ୍କର ୧୩୫ ତମ ଜନ୍ମ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଯାଇଛି। ୧୭ ଫେବୃଆରୀରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଆଜି ୧୮ ଫେବୃଆରୀ ବୁଧବାର ଆଖପାଖ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ନାମଯଜ୍ଞ କରାଯାଇଥିଲା। ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଆସନ୍ତାକାଲି ୧୯ ଫେବୃଆରୀ ଗୁରୁବାର ନଗରକିର୍ତ୍ତନ ଓ ଗୁରୁ ପୂଜନ କରାଯିବ। ଅଷ୍ଟପ୍ରହରୀ ପୂଜକ ଜଗନ୍ନାଥ ତ୍ରିପାଠୀ ଓ ମନ୍ଦିର ପୂଜକ ଅଖିଳ କୁମାର ସାହୁ, ସଭାପତି ମନି ସାହୁ ଏବଂ ସମ୍ପାଦକ ପ୍ରହ୍ଲାଦ ସାହୁ ଏହି କାର୍ଯ୍ୟକ୍ରମ ସମସ୍ତ ଗୁରୁ ଭାଇଭଉଣୀମାନେ ସହଯୋଗ କରିଥିଲେ।1