logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଦ୍ୟପ ଡ୍ରାଇଭର ର ଉନ୍ନତକାଣ୍ଡ ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି

20 hrs ago
user_Sovin kumar parida
Sovin kumar parida
Photographer କୋରାଇ, ଯାଜପୁର, ଓଡ଼ିଶା•
20 hrs ago

ମଦ୍ୟପ ଡ୍ରାଇଭର ର ଉନ୍ନତକାଣ୍ଡ ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି

  • user_User2349
    User2349
    Raikia, Kandhamal
    😡
    3 hrs ago
More news from ଓଡ଼ିଶା and nearby areas
  • ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି
    1
    ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    20 hrs ago
  • ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    4
    ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    19 hrs ago
  • ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ
    1
    ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ
    user_Bibhudutta Prusty
    Bibhudutta Prusty
    Jajapur, Odisha•
    1 hr ago
  • ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।
    1
    ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି।  ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    19 hrs ago
  • Post by Md mustafa news
    1
    Post by Md mustafa news
    user_Md mustafa news
    Md mustafa news
    ଧାମନଗର, ଭଦ୍ରକ, ଓଡ଼ିଶା•
    19 hrs ago
  • ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    1
    ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • Post by ODISHA DARPAN
    1
    Post by ODISHA DARPAN
    user_ODISHA DARPAN
    ODISHA DARPAN
    Voice of people ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଫେରାର ଅଭିଯୁକ୍ତ ସ୍ମୃତି ରଞ୍ଜନ ସହ ଅନ୍ୟ କେତେକ ଯୁବକ କଲେଜ ରୋଡ୍ରେ ଯୁବକଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଭଦ୍ରକ ଟାଉନ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସୁରକ୍ଷା ଓ ପଚରାଉଚରା ପାଇଁ ଦୁଇ ଜଣକୁ ଭଦ୍ରକ ରିଜର୍ଭ ପୋଲିସରେ ରଖାଯାଇଥିଲା । ତେବେ ସ୍ମୃତି ରଞ୍ଜନ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳିନାହିଁ ।
    1
    ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନାଯୋଗ୍ୟ ଯେ, ଫେରାର ଅଭିଯୁକ୍ତ ସ୍ମୃତି ରଞ୍ଜନ ସହ ଅନ୍ୟ କେତେକ ଯୁବକ କଲେଜ ରୋଡ୍ରେ ଯୁବକଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଭଦ୍ରକ ଟାଉନ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସୁରକ୍ଷା ଓ ପଚରାଉଚରା ପାଇଁ ଦୁଇ ଜଣକୁ ଭଦ୍ରକ ରିଜର୍ଭ ପୋଲିସରେ ରଖାଯାଇଥିଲା । ତେବେ ସ୍ମୃତି ରଞ୍ଜନ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳିନାହିଁ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.