Shuru
Apke Nagar Ki App…
ଜମୁଛି ଜାଗର ମେଳା ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
Kaling lens
ଜମୁଛି ଜାଗର ମେଳା ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
More news from ଓଡ଼ିଶା and nearby areas
- ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.4
- ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି1
- ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, • ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି?? • ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ #KaliapaniUpdate #highlight #news #sukinda#jajpur #rajendra #Forest #dmjajpur1
- ନଜର ଆଢୁଆଳରେ ସୁକିନ୍ଦାର ଗୁରୁତର ସମସ୍ୟା ଯାହା ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସମସ୍ୟାର କାରଣ ସାଜିଛି। ନଜର ଦେବାକୁ ଅନୁରୋଧ1
- ବନ୍ତ ବ୍ଲକ୍ ସ୍ଥିତ ଆଗରପଡା ର ମହାବୀର ପଥର କ୍ରସର ନିକଟରେ ଯାତ୍ରା ପାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ।1
- Post by Md mustafa news1
- କଟକ ଜିଲ୍ଲା ତାରିଖ 17.02.2026 ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ରେ ଜାଇଥିବା କଟିକଟା ଜୟପୁର ରୋଡ ରେ ଚାଲିଛି ରାସ୍ତାର ମରାମତି କାର୍ଯ୍ୟ1