logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, • ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି?? • ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ #KaliapaniUpdate #highlight #news #sukinda#jajpur #rajendra #Forest #dmjajpur

1 day ago
user_RAJENDRA MAHANTA
RAJENDRA MAHANTA
କାଳିଆପାଣି, ଯାଜପୁର, ଓଡ଼ିଶା•
1 day ago

କିପରି ଭାବେ ଗଛ କଟା ଚାଲିଛି ଟିକେ ଦେଖନ୍ତୁ, କଙ୍କଡ଼ାଗୋଡି ଗାଁ କୁ ଯିବା ବେଳେ ରାସ୍ତା ର ବାମ ପାର୍ଶ୍ଵ ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ, • ବନ ବିଭାଗ ସହଯୋଗ ରେ କାଠ କଟା ଚାଲିଛି କି ପ୍ରଶ୍ନ ବାଚି ସୃଷ୍ଟି ହେଉଛି?? • ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ #KaliapaniUpdate #highlight #news #sukinda#jajpur #rajendra #Forest #dmjajpur

More news from ଓଡ଼ିଶା and nearby areas
  • ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଅଭିନୟ କରିବା ସତରେ କେତେଯେ ଆନନ୍ଦ | ଯିଏ କରିଛି ସେ ହିଁ ଜାଣିଛି କଳାର ମହତ |
ଭୁବନେଶ୍ୱର, ଓଡ଼ିଶା
#bhubaneswar #odisha
    user_Nanda Kishor Naik
    Nanda Kishor Naik
    Journalist ଭୁବନ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    4
    ଜମୁଛି ଜାଗର ମେଳା. କଳିଙ୍ଗନଗର ସ୍ଥିତ ସରାଂଶ ଶିବ ମନ୍ଦିର ରେ ଜମୁଛି ଜାଗର ମେଳା. ଦୋଳି ସାଙ୍ଗକୁ ମେଲୋଡି ତାହା ସାଙ୍ଗକୁ ବିଭିନ୍ନ ପ୍ରକାର ଜିନିଷ ଆରମ୍ଭ କରି ଖାଇବାର ମଜା ପୁରା ନିଆଁରା.
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    21 hrs ago
  • ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    1
    ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    33 min ago
  • ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    1
    ଆଜି ଫାଲଗୁନ ମାସର ଅମାବସ୍ୟା  ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    1
    ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    12 hrs ago
  • ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    1
    ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    21 hrs ago
  • ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି
    1
    ପାଣିକୋଇଲି ଥାନା ଅନ୍ତର୍ଗତ ଆଳତିରି ମଦ କାଉଣ୍ଟର ରୁ ମଦ ପାନକରି ପାଣିକୋଇଲି ଅଞ୍ଚଳର ବୋଲେରୋ OD22N8173ବିଶିଷ୍ଟ ବୋଲେରୋ ର ଡ୍ରଇଭର ଅତ୍ୟଧିକ ମଦ ପାନ କରି ରାସ୍ତା ର ଡିଭାଇଡର କୁ ଧକ୍କା ଦେଇ ରାସ୍ତା ର ଅପର ପାର୍ଶ୍ୱ କୁ ଚାଲିଆସିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଘଟଣାର ତଦନ୍ତ ଚାଲୁରଖିଛି
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    22 hrs ago
  • ଢ଼େଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉ କରାଯାଇ ବିଭିନ୍ନ ଦୋକାନକୁ ସଚେତନ କରିବା ସହିତ ଜୋରିମାନା ଆଦାୟ କରାଯାଇଛି ଅତିରିକ୍ତ ପରିବେଶ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
    1
    ଢ଼େଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉ କରାଯାଇ ବିଭିନ୍ନ ଦୋକାନକୁ ସଚେତନ କରିବା ସହିତ ଜୋରିମାନା ଆଦାୟ କରାଯାଇଛି ଅତିରିକ୍ତ ପରିବେଶ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    37 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.