logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ବାଲେଶ୍ୱର, ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ  ଡ଼ାକ୍ତର ପ୍ରଭାତ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ  ଶୁଭାରମ୍ଭ କରିଥିଲେ ତତସହିତ, ନିର୍ଲିତା ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ, ମୁନିସିପାଲଟି,  ଡାକ୍ତର ପ୍ରଦୀପ କୁମାର କର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,,  ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ, ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବୋନ ନିୟନ୍ତ୍ରଣ ପ୍ରୋଗ୍ରାମ୍) , ଶ୍ରୀ ଚକ୍ରଧର ଜେନା,  ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (NHM), ଶ୍ରୀ ନୀଲେଶ କୁମାର ପଟ୍ଟନାୟକ, ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ଶ୍ରୀ ସୂର୍ଯ୍ୟଜିତ ରାୟ, ଶ୍ରୀମତୀ ସାସ୍ୱତୀ ମହାପାତ୍ର ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀ ରେ ଜିଲ୍ଲା ର ସମସ୍ତ ସହରାଞ୍ଚଳ ଆଶା ଓ ମହିଳା ଆରୋଗ୍ୟ ସମିତି ର ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ|  " ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା" ବିଷୟରେ ଆଲୋଚନା କରାଯାଇଥିଲା ।ଆଶା ଓ ମହିଳା ଆରୋଗ୍ୟ ସମିତି ର ଉତ୍ତମ କାର୍ଯ୍ୟ କୁ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ | ଶ୍ରୀ ମାନସ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ | ଏହି ମଞ୍ଚ ରେ ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତି ଗୁଡ଼ିକ ପୁରସ୍କୃତ ହୋଇଛନ୍ତି । ପ୍ରତେକ ଶ୍ରେଷ୍ଠ ଆଶା କର୍ମୀଙ୍କୁ ୩୦୦୦/- ଟଙ୍କା  ଏବଂ ପ୍ରତେକ  ମହିଳା ଆରୋଗ୍ୟ ସମିତିକୁ  ୩୦୦୦ /- ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରଦାନ କରାଯିବ ।ଶେଷରେ ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନେ "କନ୍ୟା ଭୃଣ ହତ୍ୟା" ଉପରେ ଏକ ସଚେତନତା  ନାଟକ ପରିବେଷଣ କରିଥଲେ।

9 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
9 hrs ago
56ff10c1-93b7-4786-ac49-9579b7e7c7d4

ଜିଲ୍ଲା ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ବାଲେଶ୍ୱର, ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱରର ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ  ଡ଼ାକ୍ତର ପ୍ରଭାତ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ  ଶୁଭାରମ୍ଭ କରିଥିଲେ ତତସହିତ, ନିର୍ଲିତା

68bce1ed-9e28-489e-807c-1a84e2540640

ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ, ମୁନିସିପାଲଟି,  ଡାକ୍ତର ପ୍ରଦୀପ କୁମାର କର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,,  ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ, ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବୋନ ନିୟନ୍ତ୍ରଣ ପ୍ରୋଗ୍ରାମ୍) , ଶ୍ରୀ ଚକ୍ରଧର ଜେନା,  ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (NHM), ଶ୍ରୀ ନୀଲେଶ କୁମାର ପଟ୍ଟନାୟକ, ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ଶ୍ରୀ ସୂର୍ଯ୍ୟଜିତ ରାୟ, ଶ୍ରୀମତୀ ସାସ୍ୱତୀ ମହାପାତ୍ର ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀ ରେ ଜିଲ୍ଲା

36a2a7a7-e38e-4a1e-b114-f313b7aec030

ର ସମସ୍ତ ସହରାଞ୍ଚଳ ଆଶା ଓ ମହିଳା ଆରୋଗ୍ୟ ସମିତି ର ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ|  " ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା" ବିଷୟରେ ଆଲୋଚନା କରାଯାଇଥିଲା ।ଆଶା ଓ ମହିଳା ଆରୋଗ୍ୟ ସମିତି ର ଉତ୍ତମ କାର୍ଯ୍ୟ କୁ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ | ଶ୍ରୀ ମାନସ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ

b24e0c7e-2cab-416b-94c6-3a9a1fef7ab6

| ଏହି ମଞ୍ଚ ରେ ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତି ଗୁଡ଼ିକ ପୁରସ୍କୃତ ହୋଇଛନ୍ତି । ପ୍ରତେକ ଶ୍ରେଷ୍ଠ ଆଶା କର୍ମୀଙ୍କୁ ୩୦୦୦/- ଟଙ୍କା  ଏବଂ ପ୍ରତେକ  ମହିଳା ଆରୋଗ୍ୟ ସମିତିକୁ  ୩୦୦୦ /- ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରଦାନ କରାଯିବ ।ଶେଷରେ ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନେ "କନ୍ୟା ଭୃଣ ହତ୍ୟା" ଉପରେ ଏକ ସଚେତନତା  ନାଟକ ପରିବେଷଣ କରିଥଲେ।

More news from Baleshwar and nearby areas
  • ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    1
    ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    16 hrs ago
  • ବାରିପଦା ସିଦ୍ଧିବିନାୟକ ମନ୍ଦିର କଳସ ଯାତ୍ରା ବିଷୟରେ ଭଉଣୀ ଶୋଭାବତୀ ଅତା କଣ କହିଲେ?
    1
    ବାରିପଦା ସିଦ୍ଧିବିନାୟକ ମନ୍ଦିର କଳସ ଯାତ୍ରା ବିଷୟରେ ଭଉଣୀ ଶୋଭାବତୀ ଅତା କଣ କହିଲେ?
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ବାହୁବଳୀ ଚମ୍ପୁଆ ବିଧାୟକ ସନାତନ ମହାକୁଡ ବିଜେଡି ଉପରେ ପୁଣି ଥରେ ବର୍ଷିଲେ
    1
    ବାହୁବଳୀ ଚମ୍ପୁଆ ବିଧାୟକ ସନାତନ ମହାକୁଡ ବିଜେଡି ଉପରେ ପୁଣି ଥରେ ବର୍ଷିଲେ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ  ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ
#news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update
Date - 16.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • ଭଦ୍ରକ କଚେରୀ ରେ ପୁରୁଣା ବସଷ୍ଟାଣ୍ଡରେ ଦୋକାନ ନିର୍ମାଣ ପ୍ରସଙ୍ଗ ସବୁ ଯଦି ଆର୍ ଏମ ସି କରିବ ତେବେ ମୁନିସିପାଲିଟି କାହିଁକି ଅଛି ! ଦରକାର ପଡ଼ିଲେ କୋର୍ଟ ଯିବୁ ।
    1
    ଭଦ୍ରକ କଚେରୀ ରେ ପୁରୁଣା ବସଷ୍ଟାଣ୍ଡରେ ଦୋକାନ ନିର୍ମାଣ ପ୍ରସଙ୍ଗ ସବୁ ଯଦି ଆର୍ ଏମ ସି କରିବ ତେବେ ମୁନିସିପାଲିଟି କାହିଁକି ଅଛି ! ଦରକାର ପଡ଼ିଲେ କୋର୍ଟ ଯିବୁ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
  • ବିଶ୍ୱବିଦ୍ୟାଳୟ ମାନ୍ୟତା ଅପେକ୍ଷାରେ ଥିବା IGIT ମୁରବି ଶୁନ୍ୟ।
    1
    ବିଶ୍ୱବିଦ୍ୟାଳୟ ମାନ୍ୟତା ଅପେକ୍ଷାରେ ଥିବା IGIT ମୁରବି ଶୁନ୍ୟ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
  • ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି, ଅନ୍ଯପଟେ ଅଭିଯୁକ୍ତ ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ସୂଚନା ଅନୁଯାୟୀ ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅ କୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମ ରେ କରୁଣାକର କବି କୁ ବିବାହ ଦେଇଥିଲେ, 7 ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି, ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଦେଖା ଦେଇଥିଲା ଏବଂ ତାଙ୍କ ସ୍ୱାମି ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଆଇନ ର ଆଶ୍ରୟ ନେଇଥିଲେ ଏବଂ ଏକ ମାସ ହେବ ସେ ନିର୍ଯାତନା ସହି ନ ପରି ବାପ ଘର କୁ ପଳାଇ ଆସିଥିଲେ, ଗତକାଲି ରାତି ରେ ଜ୍ବାଇଂ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣି ଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଂଆ ଲଗାଇବା ବେଳେ ପରିବାର ଲୋକ ବିରୋଧ କରିବାରୁ ସେମାନଙ୍କ ଉପରକୁ ମଧ୍ଯ ପେଟ୍ରୋଲ ଫିଙ୍ଗି ନିଂଆ ଲଗାଇ ଦେଇଥିଲେ, ଯାହା ଫଳରେ ଝିଅ ସମେତ ଅନ୍ଯ ମାନେ ନିଂଆ ରେ ପୋଡି ଗୁରୁତର ହୋଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେବା ସହ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି
    1
    ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି, ଅନ୍ଯପଟେ ଅଭିଯୁକ୍ତ ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ସୂଚନା ଅନୁଯାୟୀ ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅ କୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମ ରେ କରୁଣାକର କବି କୁ ବିବାହ ଦେଇଥିଲେ, 7 ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି, ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଦେଖା ଦେଇଥିଲା ଏବଂ ତାଙ୍କ ସ୍ୱାମି ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଆଇନ ର ଆଶ୍ରୟ ନେଇଥିଲେ ଏବଂ ଏକ ମାସ ହେବ ସେ ନିର୍ଯାତନା ସହି ନ ପରି ବାପ ଘର କୁ ପଳାଇ ଆସିଥିଲେ, ଗତକାଲି ରାତି ରେ ଜ୍ବାଇଂ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣି ଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଂଆ ଲଗାଇବା ବେଳେ ପରିବାର ଲୋକ ବିରୋଧ କରିବାରୁ ସେମାନଙ୍କ ଉପରକୁ ମଧ୍ଯ ପେଟ୍ରୋଲ ଫିଙ୍ଗି ନିଂଆ ଲଗାଇ ଦେଇଥିଲେ,  ଯାହା ଫଳରେ ଝିଅ ସମେତ ଅନ୍ଯ ମାନେ ନିଂଆ ରେ ପୋଡି ଗୁରୁତର ହୋଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେବା ସହ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    18 hrs ago
  • ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    1
    ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.