ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି, ଅନ୍ଯପଟେ ଅଭିଯୁକ୍ତ ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ସୂଚନା ଅନୁଯାୟୀ ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅ କୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମ ରେ କରୁଣାକର କବି କୁ ବିବାହ ଦେଇଥିଲେ, 7 ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି, ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଦେଖା ଦେଇଥିଲା ଏବଂ ତାଙ୍କ ସ୍ୱାମି ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଆଇନ ର ଆଶ୍ରୟ ନେଇଥିଲେ ଏବଂ ଏକ ମାସ ହେବ ସେ ନିର୍ଯାତନା ସହି ନ ପରି ବାପ ଘର କୁ ପଳାଇ ଆସିଥିଲେ, ଗତକାଲି ରାତି ରେ ଜ୍ବାଇଂ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣି ଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଂଆ ଲଗାଇବା ବେଳେ ପରିବାର ଲୋକ ବିରୋଧ କରିବାରୁ ସେମାନଙ୍କ ଉପରକୁ ମଧ୍ଯ ପେଟ୍ରୋଲ ଫିଙ୍ଗି ନିଂଆ ଲଗାଇ ଦେଇଥିଲେ, ଯାହା ଫଳରେ ଝିଅ ସମେତ ଅନ୍ଯ ମାନେ ନିଂଆ ରେ ପୋଡି ଗୁରୁତର ହୋଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେବା ସହ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି

- ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି1
- ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତା ଲଙ୍ଗଳେଶ୍ୱର ଗ୍ରାମର ଦେଖି ବାକୁ ମିଳିଛି l ବିଧବା ଗୁରୁବାରୀ ଏବଂ ରବିବାରୀ ସ୍ୱମୀ ଦୁଇ ବର୍ଷ ଧରି ମୃତ୍ୟୁ ହୋଇଥିବା ବେଳେ ବିଧବା ଭତା ପାଇଁ ବାଲିଆପାଳ ବ୍ଲକ ରେ ଥିବା ବିଡିଓ ଙ୍କୁ ବାରମ୍ବାର କହିବା ସତେ ଦୁଇ ବିଧବା ଙ୍କ କଥା ବିଡିଓ ଶୁଣୁ ନାହାନ୍ତି ବୋଲି କହିଛନ୍ତି ଏବଂ ପଞ୍ଚାୟତ କର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ଅସହାୟ ଗରିବ ଗୁରୁବାରୀ ଏବଂ ରବିବାରୀ ଙ୍କ ଦୁଃଖ କେହି ବୁଝିବା ପାଇଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପେଟକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟ ସାଧ୍ୟ୍ୟ ହୋଇ ପଡିଛନ୍ତି l1
- #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।1
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- ଜୟ ନାରୟଣ ମାରିଦେଲେ ବାଣ ନବୀନ ଆଉ ପଣ୍ଡିଆନ ଙ୍କୁ ୧୦ ହଜାର କୋଟି ର ମାଲିକ କୁ #News #Jayanarayan #odianews #bhubaneswar #sambalpur #cuttack #khurdha#breaking1
- ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି, ଅନ୍ଯପଟେ ଅଭିଯୁକ୍ତ ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ସୂଚନା ଅନୁଯାୟୀ ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅ କୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମ ରେ କରୁଣାକର କବି କୁ ବିବାହ ଦେଇଥିଲେ, 7 ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି, ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଦେଖା ଦେଇଥିଲା ଏବଂ ତାଙ୍କ ସ୍ୱାମି ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଆଇନ ର ଆଶ୍ରୟ ନେଇଥିଲେ ଏବଂ ଏକ ମାସ ହେବ ସେ ନିର୍ଯାତନା ସହି ନ ପରି ବାପ ଘର କୁ ପଳାଇ ଆସିଥିଲେ, ଗତକାଲି ରାତି ରେ ଜ୍ବାଇଂ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣି ଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଂଆ ଲଗାଇବା ବେଳେ ପରିବାର ଲୋକ ବିରୋଧ କରିବାରୁ ସେମାନଙ୍କ ଉପରକୁ ମଧ୍ଯ ପେଟ୍ରୋଲ ଫିଙ୍ଗି ନିଂଆ ଲଗାଇ ଦେଇଥିଲେ, ଯାହା ଫଳରେ ଝିଅ ସମେତ ଅନ୍ଯ ମାନେ ନିଂଆ ରେ ପୋଡି ଗୁରୁତର ହୋଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଂ କୁ କାବୁ କରି ପୋଲିସ ରେ ଜିମା ଦେବା ସହ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି1