logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଙ୍କେଶ୍ୱରୀ ଯାତ୍ରା ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।

3 hrs ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
3 hrs ago

ଲଙ୍କେଶ୍ୱରୀ ଯାତ୍ରା ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    1
    ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଉସମିଲିକା ଜଙ୍ଗଲ ରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବାଉଁଶୁଣି ପୋଲିସ । ମିଳିଥିବା ଖବର ଅନୁସାରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉସୁମିଲିକା ଜଙ୍ଗଲରେ ବିପୁଳ ପରି ମାଣର ଗଞ୍ଜେଇ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଯାହା ଫଳରେ ଗଚ୍ଛିତ ଥିବା ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଢ଼ାଉ ସମୟରେ ଉକ୍ତ ସ୍ଥାନରେ କୌଣସି ମାଫିଆ ନଥୁବା ବାଉଁଶୁଣି ଥାନା ଅଧିକାରୀ ମହେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ୪୮/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I
    1
    ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଉସମିଲିକା ଜଙ୍ଗଲ ରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବାଉଁଶୁଣି ପୋଲିସ । ମିଳିଥିବା ଖବର ଅନୁସାରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉସୁମିଲିକା ଜଙ୍ଗଲରେ ବିପୁଳ ପରି ମାଣର ଗଞ୍ଜେଇ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଯାହା ଫଳରେ ଗଚ୍ଛିତ ଥିବା ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଢ଼ାଉ ସମୟରେ ଉକ୍ତ ସ୍ଥାନରେ କୌଣସି ମାଫିଆ ନଥୁବା ବାଉଁଶୁଣି ଥାନା ଅଧିକାରୀ ମହେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ  ୪୮/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd
    1
    #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • ଅଏଲରେ ଫଗୁ ଜନ
    1
    ଅଏଲରେ ଫଗୁ ଜନ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    19 hrs ago
  • ବେଲପାହାଡ଼ ମଚାନ ଲୋକ ମହୋତ୍ସବ 2026
    3
    ବେଲପାହାଡ଼ ମଚାନ ଲୋକ ମହୋତ୍ସବ 2026
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • ଧର୍ମ ହିଁ ରାଜସତ୍ତା ଆଉ ରାଜସତ୍ତା ହିଁ ଧର୍ମ - ଡ଼ ପ୍ରବୀଣ ତୋଗାଡିଆ ସୁବର୍ଣ୍ଣପୁର: ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
    1
    ଧର୍ମ ହିଁ ରାଜସତ୍ତା ଆଉ ରାଜସତ୍ତା ହିଁ ଧର୍ମ - ଡ଼ ପ୍ରବୀଣ ତୋଗାଡିଆ
ସୁବର୍ଣ୍ଣପୁର: ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣପୁର ଜିଲ୍ଲା ବିରମହାରାଜପୁର ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
    1
    ସୁବର୍ଣପୁର ଜିଲ୍ଲା ବିରମହାରାଜପୁର  ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • माँ भारती के अमर वीर शहीद भगत सिंह, राजगुरु और सुखदेव को ‘शहीद दिवस’ पर आयोजित श्रद्धांजलि सभा #ShaheedDiwas #dharmendrapradhan
    1
    माँ भारती के अमर वीर शहीद भगत सिंह, राजगुरु और सुखदेव को ‘शहीद दिवस’ पर आयोजित श्रद्धांजलि सभा 
#ShaheedDiwas #dharmendrapradhan
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.