Shuru
Apke Nagar Ki App…
ବେଲପାହାଡ଼ ମଚାନ ଲୋକ ମହୋତ୍ସବ 2026
Ghana Shyam Rana Digital Art
ବେଲପାହାଡ଼ ମଚାନ ଲୋକ ମହୋତ୍ସବ 2026
More news from ଓଡ଼ିଶା and nearby areas
- ବେଲପାହାଡ଼ ମଚାନ ଲୋକ ମହୋତ୍ସବ 20263
- कोलंबिया में एक मिलिट्री ट्रांसपोर्ट प्लेन क्रैश हो गया, जिसमें 33 लोगों की मौत हो गई। ✈️125 लोगों को ले जा रहा यह प्लेन टेकऑफ़ के तुरंत बाद क्रैश हो गया। #PlaneCrash1
- ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ସାହାଯ୍ୟ କରନ୍ତୁ । ଦେବଗଡ଼ ତା ୨୪.୦୩.୨୦୨୬ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ଦ୍ୱାରା ଭୋଟର ସଂଶୋଧନ କରାଯିବ ବିଶେଷ କରି ଭାରତ ସମ୍ବିଧାନ ଅନୁଚ୍ଛେଦ ୩୨୪ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ର ଧାରା ୨୧ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରି (ERO) ସୁନିଶ୍ଚିତ କରିବେ।ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରି ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସାମ୍ୱାଦିକ ସମ୍ମିଳନୀରେ ପରିପ୍ରକାଶ କରିଛନ୍ତି।1
- ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews1
- ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଗ୍ରାମରେ ଅନ୍ତର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ପଞ୍ଚ କୁଣ୍ଡୀୟ ମହାଯଜ୍ଞ ଏବଂ ହିନ୍ଦୁ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡିଆ ମୁଖ୍ୟ ଅତିଥି ଏବଂ ସଂଗଠନ ର କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସାହୁ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ପ୍ରାନ୍ତ ସଭାପତି ଦୀପକ ମହନ୍ତ , ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର କୁଞ୍ଜ କୁଟୀର ବରାହ ପଦର ମଠ ବଡଖମାର ମଠର ମହନ୍ତ ବାବା ସଦାନନ୍ଦ ଦାସ ଜୀ ମହାରାଜ, ଗୁଦୁଗୁଦା ଗୋପେଶ୍ୱର ମଠ ର ମହାରାଜ ଶ୍ରୀ ଶ୍ରୀ ଅତ୍ରି ଚୈତନ୍ୟ ଦାସ ଜି ମହାରାଜ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଙ୍ଗୁଲୁ ଘିବିଲା,ସମ୍ପାଦକ ଘନଶ୍ୟାମ କଲତା, ଶ୍ରୀ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ମୂଖ୍ୟ ପୁରୋହିତ ଦେବାର୍ଚ୍ଚନ ଦାସ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଗ୍ରାମର ଗୌନ୍ତିଆ ଶରଦ ଚନ୍ଦ୍ର ବସ୍ତିଆ , ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ବିଭାଗ ସଂଗଠନ ମନ୍ତ୍ରୀ ସୁଶୀଲ କୁମାର ସେଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରବୀଣ ଭାଇ ତୋଗଡିଆ ତାଙ୍କ ବକ୍ତବ୍ୟ ରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବା କୁ ଉଦବୋଧନ ଦେଇଥିଲେ। ଗାଁ ମୁଣ୍ଡରୁ ପ୍ରବୀଣ ଭାଇ ତୋଗଡିଆ ଙ୍କୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ୧୦ ଟି ସଂକୀର୍ତ୍ତନ ଦଳ ସହିତ ବିଭିନ୍ନ ଦଣ୍ଡ କଳାକାର ବିଭିନ୍ନ ବେଶ ଭୂଷଣରେ ନୃତ୍ୟ ପରିବେଷଣ କରି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶିବ ମନ୍ଦିର ଦର୍ଶନ ଓ ପରେ ସଭାସ୍ଥଳ କୁ ଆସିଥିଲେ ସଭାରେ ହିନ୍ଦୁ ସୁରକ୍ଷା ସୁସ୍ଥ ହିନ୍ଦୁ ଓ ପ୍ରତ୍ୟେକ ଗ୍ରାମରେ ହନୁମାନ ଚାଳିଶା କେନ୍ଦ୍ର ସ୍ଥାପନ କରି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସାମୂହିକ ହନୁମାନ ଚାଳିଶା ପଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଏହି ଭବ୍ୟ ହିନ୍ଦୁ ମହାସଭା ରେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।3
- ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।2
- #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd1