logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୌଡ଼ଗାଡ ରେ ପଞ୍ଚକୁଣ୍ଡିୟ ମହାଯଜ୍ଞ, ହିନ୍ଦୁ ମହାସଭା - ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୁଅ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଗ୍ରାମରେ ଅନ୍ତର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ପଞ୍ଚ କୁଣ୍ଡୀୟ ମହାଯଜ୍ଞ ଏବଂ ହିନ୍ଦୁ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡିଆ ମୁଖ୍ୟ ଅତିଥି ଏବଂ ସଂଗଠନ ର କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସାହୁ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ପ୍ରାନ୍ତ ସଭାପତି ଦୀପକ ମହନ୍ତ , ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର କୁଞ୍ଜ କୁଟୀର ବରାହ ପଦର ମଠ ବଡଖମାର ମଠର ମହନ୍ତ ବାବା ସଦାନନ୍ଦ ଦାସ ଜୀ ମହାରାଜ, ଗୁଦୁଗୁଦା ଗୋପେଶ୍ୱର ମଠ ର ମହାରାଜ ଶ୍ରୀ ଶ୍ରୀ ଅତ୍ରି ଚୈତନ୍ୟ ଦାସ ଜି ମହାରାଜ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଙ୍ଗୁଲୁ ଘିବିଲା,ସମ୍ପାଦକ ଘନଶ୍ୟାମ କଲତା, ଶ୍ରୀ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ମୂଖ୍ୟ ପୁରୋହିତ ଦେବାର୍ଚ୍ଚନ ଦାସ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଗ୍ରାମର ଗୌନ୍ତିଆ ଶରଦ ଚନ୍ଦ୍ର ବସ୍ତିଆ , ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ବିଭାଗ ସଂଗଠନ ମନ୍ତ୍ରୀ ସୁଶୀଲ କୁମାର ସେଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରବୀଣ ଭାଇ ତୋଗଡିଆ ତାଙ୍କ ବକ୍ତବ୍ୟ ରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବା କୁ ଉଦବୋଧନ ଦେଇଥିଲେ। ଗାଁ ମୁଣ୍ଡରୁ ପ୍ରବୀଣ ଭାଇ ତୋଗଡିଆ ଙ୍କୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ୧୦ ଟି ସଂକୀର୍ତ୍ତନ ଦଳ ସହିତ ବିଭିନ୍ନ ଦଣ୍ଡ କଳାକାର ବିଭିନ୍ନ ବେଶ ଭୂଷଣରେ ନୃତ୍ୟ ପରିବେଷଣ କରି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶିବ ମନ୍ଦିର ଦର୍ଶନ ଓ ପରେ ସଭାସ୍ଥଳ କୁ ଆସିଥିଲେ ସଭାରେ ହିନ୍ଦୁ ସୁରକ୍ଷା ସୁସ୍ଥ ହିନ୍ଦୁ ଓ ପ୍ରତ୍ୟେକ ଗ୍ରାମରେ ହନୁମାନ ଚାଳିଶା କେନ୍ଦ୍ର ସ୍ଥାପନ କରି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସାମୂହିକ ହନୁମାନ ଚାଳିଶା ପଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଏହି ଭବ୍ୟ ହିନ୍ଦୁ ମହାସଭା ରେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

2 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
2 hrs ago

ଗୌଡ଼ଗାଡ ରେ ପଞ୍ଚକୁଣ୍ଡିୟ ମହାଯଜ୍ଞ, ହିନ୍ଦୁ ମହାସଭା - ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୁଅ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଗ୍ରାମରେ ଅନ୍ତର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ପଞ୍ଚ କୁଣ୍ଡୀୟ ମହାଯଜ୍ଞ ଏବଂ ହିନ୍ଦୁ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡିଆ ମୁଖ୍ୟ ଅତିଥି ଏବଂ ସଂଗଠନ ର କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସାହୁ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ପ୍ରାନ୍ତ ସଭାପତି ଦୀପକ ମହନ୍ତ , ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର କୁଞ୍ଜ କୁଟୀର ବରାହ ପଦର ମଠ

952aa552-837d-4f62-8674-2166f84f9ad2

ବଡଖମାର ମଠର ମହନ୍ତ ବାବା ସଦାନନ୍ଦ ଦାସ ଜୀ ମହାରାଜ, ଗୁଦୁଗୁଦା ଗୋପେଶ୍ୱର ମଠ ର ମହାରାଜ ଶ୍ରୀ ଶ୍ରୀ ଅତ୍ରି ଚୈତନ୍ୟ ଦାସ ଜି ମହାରାଜ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଙ୍ଗୁଲୁ ଘିବିଲା,ସମ୍ପାଦକ ଘନଶ୍ୟାମ କଲତା, ଶ୍ରୀ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ମୂଖ୍ୟ ପୁରୋହିତ ଦେବାର୍ଚ୍ଚନ ଦାସ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଗ୍ରାମର ଗୌନ୍ତିଆ ଶରଦ ଚନ୍ଦ୍ର ବସ୍ତିଆ , ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ବିଭାଗ ସଂଗଠନ ମନ୍ତ୍ରୀ ସୁଶୀଲ କୁମାର ସେଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରବୀଣ ଭାଇ ତୋଗଡିଆ ତାଙ୍କ ବକ୍ତବ୍ୟ ରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବା କୁ ଉଦବୋଧନ ଦେଇଥିଲେ। ଗାଁ ମୁଣ୍ଡରୁ

1b37aa14-e288-4d49-bf45-bee1bb4f9112

ପ୍ରବୀଣ ଭାଇ ତୋଗଡିଆ ଙ୍କୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ୧୦ ଟି ସଂକୀର୍ତ୍ତନ ଦଳ ସହିତ ବିଭିନ୍ନ ଦଣ୍ଡ କଳାକାର ବିଭିନ୍ନ ବେଶ ଭୂଷଣରେ ନୃତ୍ୟ ପରିବେଷଣ କରି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶିବ ମନ୍ଦିର ଦର୍ଶନ ଓ ପରେ ସଭାସ୍ଥଳ କୁ ଆସିଥିଲେ ସଭାରେ ହିନ୍ଦୁ ସୁରକ୍ଷା ସୁସ୍ଥ ହିନ୍ଦୁ ଓ ପ୍ରତ୍ୟେକ ଗ୍ରାମରେ ହନୁମାନ ଚାଳିଶା କେନ୍ଦ୍ର ସ୍ଥାପନ କରି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସାମୂହିକ ହନୁମାନ ଚାଳିଶା ପଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଏହି ଭବ୍ୟ ହିନ୍ଦୁ ମହାସଭା ରେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଗ୍ରାମରେ ଅନ୍ତର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ପଞ୍ଚ କୁଣ୍ଡୀୟ ମହାଯଜ୍ଞ ଏବଂ ହିନ୍ଦୁ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡିଆ ମୁଖ୍ୟ ଅତିଥି ଏବଂ ସଂଗଠନ ର କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସାହୁ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ପ୍ରାନ୍ତ ସଭାପତି ଦୀପକ ମହନ୍ତ , ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର କୁଞ୍ଜ କୁଟୀର ବରାହ ପଦର ମଠ ବଡଖମାର ମଠର ମହନ୍ତ ବାବା ସଦାନନ୍ଦ ଦାସ ଜୀ ମହାରାଜ, ଗୁଦୁଗୁଦା ଗୋପେଶ୍ୱର ମଠ ର ମହାରାଜ ଶ୍ରୀ ଶ୍ରୀ ଅତ୍ରି ଚୈତନ୍ୟ ଦାସ ଜି ମହାରାଜ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଙ୍ଗୁଲୁ ଘିବିଲା,ସମ୍ପାଦକ ଘନଶ୍ୟାମ କଲତା, ଶ୍ରୀ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ମୂଖ୍ୟ ପୁରୋହିତ ଦେବାର୍ଚ୍ଚନ ଦାସ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଗ୍ରାମର ଗୌନ୍ତିଆ ଶରଦ ଚନ୍ଦ୍ର ବସ୍ତିଆ , ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ବିଭାଗ ସଂଗଠନ ମନ୍ତ୍ରୀ ସୁଶୀଲ କୁମାର ସେଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରବୀଣ ଭାଇ ତୋଗଡିଆ ତାଙ୍କ ବକ୍ତବ୍ୟ ରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବା କୁ ଉଦବୋଧନ ଦେଇଥିଲେ। ଗାଁ ମୁଣ୍ଡରୁ ପ୍ରବୀଣ ଭାଇ ତୋଗଡିଆ ଙ୍କୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ୧୦ ଟି ସଂକୀର୍ତ୍ତନ ଦଳ ସହିତ ବିଭିନ୍ନ ଦଣ୍ଡ କଳାକାର ବିଭିନ୍ନ ବେଶ ଭୂଷଣରେ ନୃତ୍ୟ ପରିବେଷଣ କରି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶିବ ମନ୍ଦିର ଦର୍ଶନ ଓ ପରେ ସଭାସ୍ଥଳ କୁ ଆସିଥିଲେ ସଭାରେ ହିନ୍ଦୁ ସୁରକ୍ଷା ସୁସ୍ଥ ହିନ୍ଦୁ ଓ ପ୍ରତ୍ୟେକ ଗ୍ରାମରେ ହନୁମାନ ଚାଳିଶା କେନ୍ଦ୍ର ସ୍ଥାପନ କରି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସାମୂହିକ ହନୁମାନ ଚାଳିଶା ପଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଏହି ଭବ୍ୟ ହିନ୍ଦୁ ମହାସଭା ରେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
    3
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକ  ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଗୌଡଗାଡ ଗ୍ରାମରେ ଅନ୍ତର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ପଞ୍ଚ କୁଣ୍ଡୀୟ ମହାଯଜ୍ଞ ଏବଂ  ହିନ୍ଦୁ ମହାସଭା ମଙ୍ଗଳବାର ଦିନ  ଅନୁଷ୍ଠିତ ହୋଇଯାଇଛି।   ଏହି କାର୍ଯ୍ୟକ୍ରମ ରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗଡିଆ  ମୁଖ୍ୟ ଅତିଥି ଏବଂ ସଂଗଠନ ର କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସାହୁ  ଓ   ରାଷ୍ଟ୍ରୀୟ ବଜରଙ୍ଗ ଦଳ ର ପ୍ରାନ୍ତ ସଭାପତି ଦୀପକ ମହନ୍ତ , ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର କୁଞ୍ଜ କୁଟୀର ବରାହ ପଦର ମଠ  ବଡଖମାର ମଠର ମହନ୍ତ ବାବା ସଦାନନ୍ଦ  ଦାସ ଜୀ ମହାରାଜ, ଗୁଦୁଗୁଦା ଗୋପେଶ୍ୱର ମଠ ର  ମହାରାଜ ଶ୍ରୀ ଶ୍ରୀ ଅତ୍ରି ଚୈତନ୍ୟ ଦାସ ଜି ମହାରାଜ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଙ୍ଗୁଲୁ ଘିବିଲା,ସମ୍ପାଦକ ଘନଶ୍ୟାମ କଲତା, ଶ୍ରୀ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ମୂଖ୍ୟ ପୁରୋହିତ ଦେବାର୍ଚ୍ଚନ ଦାସ , ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଗ୍ରାମର ଗୌନ୍ତିଆ ଶରଦ ଚନ୍ଦ୍ର ବସ୍ତିଆ  , ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ବିଭାଗ ସଂଗଠନ ମନ୍ତ୍ରୀ ସୁଶୀଲ କୁମାର ସେଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରବୀଣ ଭାଇ ତୋଗଡିଆ ତାଙ୍କ ବକ୍ତବ୍ୟ ରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବା କୁ ଉଦବୋଧନ ଦେଇଥିଲେ। ଗାଁ ମୁଣ୍ଡରୁ  ପ୍ରବୀଣ ଭାଇ ତୋଗଡିଆ ଙ୍କୁ ଏକ ବିରାଟ ଭବ୍ୟ  ଶୋଭାଯାତ୍ରାରେ  ୧୦ ଟି ସଂକୀର୍ତ୍ତନ ଦଳ ସହିତ  ବିଭିନ୍ନ ଦଣ୍ଡ କଳାକାର ବିଭିନ୍ନ ବେଶ ଭୂଷଣରେ ନୃତ୍ୟ ପରିବେଷଣ କରି ଯଜ୍ଞ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା।  ଶିବ ମନ୍ଦିର ଦର୍ଶନ ଓ ପରେ ସଭାସ୍ଥଳ କୁ  ଆସିଥିଲେ ସଭାରେ ହିନ୍ଦୁ ସୁରକ୍ଷା  ସୁସ୍ଥ ହିନ୍ଦୁ ଓ  ପ୍ରତ୍ୟେକ ଗ୍ରାମରେ ହନୁମାନ ଚାଳିଶା କେନ୍ଦ୍ର  ସ୍ଥାପନ କରି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସାମୂହିକ ହନୁମାନ ଚାଳିଶା ପଠନ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ। ଏହି ଭବ୍ୟ ହିନ୍ଦୁ ମହାସଭା ରେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    2
    ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର  ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ ।  ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର  ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    9 hrs ago
  • ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ ଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।
    1
    ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା
ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ ଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର  ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।
    1
    ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।
    1
    ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ  ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • कोलंबिया में एक मिलिट्री ट्रांसपोर्ट प्लेन क्रैश हो गया, जिसमें 33 लोगों की मौत हो गई। ✈️125 लोगों को ले जा रहा यह प्लेन टेकऑफ़ के तुरंत बाद क्रैश हो गया। #PlaneCrash
    1
    कोलंबिया में एक मिलिट्री ट्रांसपोर्ट प्लेन क्रैश हो गया, जिसमें 33 लोगों की मौत हो गई। ✈️125 लोगों को ले जा रहा यह प्लेन टेकऑफ़ के तुरंत बाद क्रैश हो गया। #PlaneCrash
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • ଲଙ୍କେଶ୍ୱରୀ ଯାତ୍ରା ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।
    1
    ଲଙ୍କେଶ୍ୱରୀ ଯାତ୍ରା
ସୁବର୍ଣ୍ଣପୁର: ଲଙ୍କେଶ୍ୱରୀ ମାଁ ଙ୍କ କଳସଯାତ୍ରା। ପ୍ରତି ତିନି ବର୍ଷରେ ଥରେ ଚୈତ୍ର ମାସରେ ପାଳିତ ହୋଇଥାଏ। ସୋନପୁର ମହାନଦୀର ଗଭୀର ଗଣ୍ଡରେ ମାଁ ଙ୍କ ସ୍ଵତନ୍ତ୍ର ପୀଠ ବା ମନ୍ଦିର ରହିଛି। ସେଠାରେ ପ୍ରତିଦିନ ମାଁ ପୂଜା ପାଉଥିଲେ ହେଁ ଚୈତ୍ର ମାସରେ ମାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇ କଳସ ଶୋଭାଯାତ୍ରା ବା ନଗର ପରିକ୍ରମା ହୋଇଥାଏ। ନଗରର ପ୍ରତି ଘର ଆଗରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜିଲ୍ଲା ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ବିଶ୍ୱାସ ରଖି ମନସ୍କାମନା ପୂରଣ ପାଇଁ ପୀଠ କୁ ଧାଇଁ ଆସିଥାନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.