Shuru
Apke Nagar Ki App…
ଚାଳକଙ୍କ ଉପସ୍ଥିତି ବୁଦ୍ଧି ବର୍ତ୍ତିଲେ ୪୮ ଯାତ୍ରୀ। ଢେଙ୍କାନାଳ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ତୀର୍ଥଯାତ୍ରୀ ବସ୍। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ୪୮ ଯାତ୍ରୀ ସୁରକ୍ଷିତ। ଢେଙ୍କାନାଳ ଟାଉନ ଥାନା କୋରିଆଁ ଛକ ନିକଟରେ ଦୁର୍ଘଟଣା। ଟ୍ରକ୍କୁ ରକ୍ଷା କରିବାକୁ ଯାଇ ବାଲି ଗଦା ଉପରକୁ ବସ୍ଟିକୁ ଚଢାଇ ଦେଲେ। ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇ, ଢେଙ୍କାନାଳ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
SOUMYA RANJAN

More news from ଓଡ଼ିଶା and nearby areas
- Post by Manoj kumar baliyarsingh3
- Post by SOUMYA RANJAN1
- Post by Rajesh Samantaray1
- Post by ମନୋଜ କୁମାର ପୁଣ୍ଟିଆ1
- Post by Prabhati Sahoo1
- Post by NEWS MANORANJAN1
- କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,1
- Post by Manoj kumar baliyarsingh4