Shuru
Apke Nagar Ki App…
ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସମାଜସେବୀ ଅନୁଷ୍ଠାନ#kamyab tv
Rupananda Bhaisal
ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସମାଜସେବୀ ଅନୁଷ୍ଠାନ#kamyab tv
More news from Anugul and nearby areas
- #ଇଣ୍ଡିଆ_ପୋଷ୍ଟ_ପେମେଣ୍ଟ୍ବ୍ୟା_ଙ୍କ_ଦିବସ_ପାଳିତ ଢେଙ୍କାନାଳ ଡ଼ାକ ମଣ୍ତଳ ପକ୍ଷ ରୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ସପ୍ତମ ସ୍ଥାପନା ଦିବସ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଥିଲେ ଡ଼ାକ ମଣ୍ତଳ ର ଅଧିକ୍ଷକ ଜଗଦୀଶ ଦାସ। ଅନ୍ୟ ମାନଙ୍କ ମଧ୍ୟ ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ଢେଙ୍କାନାଳ ଶାଖା ର ବରିଷ୍ଠ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା, ଅନୁଗୁଳ ବ୍ରାଞ୍ଚ ର ବରିଷ୍ଠ କେ. ଜ୍ଞାନେଶ୍ୱର୍ ରାଓ, ସହାୟକ ଡ଼ାକ ଅଧିକ୍ଷକ ନୀଳମଣି ଜାନି ଯୋଗ ଦେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ବିଭିନ୍ନ ସେବା କାର୍ଯ୍ୟ କର୍ମ ଉପରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ସମସ୍ତ ଡ଼ାକ ନୀରିକ୍ଷକ, ସେଲ୍ଫ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ।1
- ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସମାଜସେବୀ ଅନୁଷ୍ଠାନ#kamyab tv1
- ପରଜଙ୍ଗ ରେ ଓଡିଶା ଡ୍ରାଇଭର ମହାସଙ୍ଘ ର ପ୍ରତିଷ୍ଠା ଦିବସ ପାଳିତ || K Public News For latest News Follow us:LIKE | COMMENT | SHARE & SUBSCRIBE1
- #ଡେଉଁଛି_ବାର୍ଡ_ଫ୍ଲୁ_ପୁରୀ_ପରେ_ଏବେ_କେନ୍ଦ୍ରାପଡ଼ାରେ_ବ୍ଲାର୍ଡ_ଫ୍ଲୁ_ଆତଙ୍କ | ରାସ୍ତାକଡ଼ ନାଳରେ ଭାସୁଛି ମଲା କୁକୁଡ଼ା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁରେ ଶହ ଶହ ମଲା କୁକୁଡ଼ା ପଡିଥିବା ଦେଖିବାକୁ ମିଳିଛି । କୁକୁଡ଼ାଙ୍କୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ପକାଯାଇଥିବା ଦେଖିବାକୁ ମିଳିଛି ।1
- ଖମାର, ଅନୁଗୁଳ ମଞ୍ଚରେ ଆଜି ଚତୁର୍ଥ ରଜନୀରେ ବାଜିମାତ କରିବ ନୂଆ ଫର୍ମୁଲା ର ନୂଆ କାହାଣୀ ଦେଖିବ ଆସ ନୂଆ ନାଟକ..... "କାଳ ବୈଶାଖୀ"1
- #ବହି_ବସ୍ତାନି ଧରି #ପାଠ_ପଢ଼ିବା ବୟସରେ #ଘୁଡୁକି_ଧରି ଘର ଘର ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିବା ଅତି ଯନ୍ତ୍ରଣାଦାୟକ ଭଗବାନ କରନ୍ତୁ, ସ୍ଥାନୀୟ ସମାଜସେବୀ ତଥା ନେତାଙ୍କ କୃପା ଦୃଷ୍ଟି ପଡୁ,ପିଲାଟି ଉଚ୍ଚଶିକ୍ଷିତ ହେଇ ଭଲ ମଣିଷଟିଏ ହେଉ ଛୋଟ ପିଲା ଟିଏ ବିଭିନ୍ନ ଗାଁ ଗାଁ ବୁଲି ଘୁଡିକି ବାଜା ବଜାଇ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଛନ୍ତି ।ପାରମ୍ପରିକ ଘୁଡିକି ବଜାଇ ସୁନ୍ଦର କଣ୍ଠରେ ଭଜନ ସମେତ ବିଭିନ୍ନ ପ୍ରକାର ଆଧୁନିକ ଗୀତ ଗାଇ ଭିକ୍ଷା ବୃତ୍ତି କରନ୍ତି ନରସିଂହପୁର ବ୍ଲକ୍ , ରଣସିଂହପୁର ଗ୍ରାମପଞ୍ଚାୟତର ବାଘୁଆପାଳ ଗ୍ରାମରେ ବାସ କରୁଥିବା କିଛି ଅସ୍ଥାୟୀ ବାସିନ୍ଦା1
- ଡେରାବିଶ ରେ କୁକୁଡ଼ା କୁ ବାର୍ଡ ଫ୍ଲୁ ସନ୍ଦେହ । ଡେରାବିଶ ବ୍ଲକ ନରସିଂହପୁର ପଂଚାୟତ ବାଇକିଆ ରାସ୍ତା କଡ଼ରୁ ବସ୍ତା ବସ୍ତା ମଲା କୁକୁଡା ପଡିବା ଓ କୁକୁର ବିଲୁଆ ମଲା କୁକୁଡ଼ା କୁ ଟାଣି ଖାଉଥିବାର ଦୃଶ୍ୟ ଆସିବା ପରେ ଏମିତି ସନ୍ଦେହ ବଢିଛି । ଆଜିଠାରୁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସବୁ ଫାର୍ମରୁ କୁକୁଡାଙ୍କ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ବିଭାଗ ରୁ ଖବର ମିଳିଛି l ସାମ୍ପଲ ଟେଷ୍ଟ ପରେ ସ୍ପଷ୍ଟତା ଆସିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି l1
- ଅନୁଗୁଳ ରେ ୧୯ତମ ରାଜ୍ୟସ୍ତରୀୟ ସ୍କଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଦଯାପିତ, କଟକ ଚମ୍ପିୟାନ1