Shuru
Apke Nagar Ki App…
#ବହି_ବସ୍ତାନି ଧରି #ପାଠ_ପଢ଼ିବା ବୟସରେ #ଘୁଡୁକି_ଧରି ଘର ଘର ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିବା ଅତି ଯନ୍ତ୍ରଣାଦାୟକ ଭଗବାନ କରନ୍ତୁ, ସ୍ଥାନୀୟ ସମାଜସେବୀ ତଥା ନେତାଙ୍କ କୃପା ଦୃଷ୍ଟି ପଡୁ,ପିଲାଟି ଉଚ୍ଚଶିକ୍ଷିତ ହେଇ ଭଲ ମଣିଷଟିଏ ହେଉ ଛୋଟ ପିଲା ଟିଏ ବିଭିନ୍ନ ଗାଁ ଗାଁ ବୁଲି ଘୁଡିକି ବାଜା ବଜାଇ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଛନ୍ତି ।ପାରମ୍ପରିକ ଘୁଡିକି ବଜାଇ ସୁନ୍ଦର କଣ୍ଠରେ ଭଜନ ସମେତ ବିଭିନ୍ନ ପ୍ରକାର ଆଧୁନିକ ଗୀତ ଗାଇ ଭିକ୍ଷା ବୃତ୍ତି କରନ୍ତି ନରସିଂହପୁର ବ୍ଲକ୍ , ରଣସିଂହପୁର ଗ୍ରାମପଞ୍ଚାୟତର ବାଘୁଆପାଳ ଗ୍ରାମରେ ବାସ କରୁଥିବା କିଛି ଅସ୍ଥାୟୀ ବାସିନ୍ଦା
Lucky

More news from Narasinghpur and nearby areas
- ନରସିଂହପୁର ଡ୍ରାଇଭର ସଙ୍ଘ ପାଳିଲା ଡ୍ରାଇଭର ଦିବସ |Cuttack News |Times One Odia |Odisha News |Driver Sangha1
- Kuni fan ra kete bhal paaibaa #odiaserialactor //ନରସିଂହପୁର //ସମ୍ରାଟ ପୃଥ୍ଵୀରାଜ gananatya//saaramilan1
- ଉତ୍ତରପ୍ରଦେଶର କାନପୁର ଜଗନ୍ନାଥ ମନ୍ଦିରରେ ସତସଙ୍ଗ କାର୍ଯ୍ୟକ୍ରମ || #uttarpradesh #kanpur #jagannath Mandir1
- ନୟାଗଡ଼ ଖଣ୍ଡପଡ଼ା ମର୍ଡରଜପୁରୁ କୁ ଆପଣ ମାନେ ଆସିବେ | ବହୁତ୍ enjoy ହବ |1
- ଖଣ୍ଡପଡ଼ା ଏନଏସି ୧୨ ନଂ ୱାର୍ଡ଼ ସ୍ଥିତ ଗୋଳାପୋଖରୀ ରାସ୍ତାରେ ଲାଗିଥିବା ଷ୍ଟ୍ରିଟଲାଇଟ ଗୁଡିକୁ ଚୋରିକରିନେଇଛନ୍ତି l1
- ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଦଶପଲ୍ଲା ବ୍ଲକ୍ ରେ ସ୍ୱଚ୍ଛତା ପକ୍ଷ ୨୦୨୪ ଦିବସରେ ସମୂହ " ଶପଥ ପାଠ ଓ ଗ୍ରହଣ" ଅବସରରେ।1
- ସୁବାହୁ ମାରୀଚ ବଦ୍ଧ ଦଶପଲ୍ଲା ରାମନିଲା 2024 Please SUBSCRIBE my channel 🙏🙏❤️🙏❤️❤️❤️ short video1
- ନୟାଗଡ ସହର ର ଆଦ୍ୟ-ରୂପକାର ତଥା ପ୍ରଥମ ନଗରପାଳ #ରଘୁନାଥ_ଦାସ ଙ୍କର ଜନ୍ମଶତବାର୍ଷିକୀ ଉତ୍ସବ.1