Shuru
Apke Nagar Ki App…
ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଦଶପଲ୍ଲା ବ୍ଲକ୍ ରେ ସ୍ୱଚ୍ଛତା ପକ୍ଷ ୨୦୨୪ ଦିବସରେ ସମୂହ " ଶପଥ ପାଠ ଓ ଗ୍ରହଣ" ଅବସରରେ।
BHARAT MALIK
ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଦଶପଲ୍ଲା ବ୍ଲକ୍ ରେ ସ୍ୱଚ୍ଛତା ପକ୍ଷ ୨୦୨୪ ଦିବସରେ ସମୂହ " ଶପଥ ପାଠ ଓ ଗ୍ରହଣ" ଅବସରରେ।
More news from Narasinghpur and nearby areas
- #ବହି_ବସ୍ତାନି ଧରି #ପାଠ_ପଢ଼ିବା ବୟସରେ #ଘୁଡୁକି_ଧରି ଘର ଘର ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିବା ଅତି ଯନ୍ତ୍ରଣାଦାୟକ ଭଗବାନ କରନ୍ତୁ, ସ୍ଥାନୀୟ ସମାଜସେବୀ ତଥା ନେତାଙ୍କ କୃପା ଦୃଷ୍ଟି ପଡୁ,ପିଲାଟି ଉଚ୍ଚଶିକ୍ଷିତ ହେଇ ଭଲ ମଣିଷଟିଏ ହେଉ ଛୋଟ ପିଲା ଟିଏ ବିଭିନ୍ନ ଗାଁ ଗାଁ ବୁଲି ଘୁଡିକି ବାଜା ବଜାଇ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଛନ୍ତି ।ପାରମ୍ପରିକ ଘୁଡିକି ବଜାଇ ସୁନ୍ଦର କଣ୍ଠରେ ଭଜନ ସମେତ ବିଭିନ୍ନ ପ୍ରକାର ଆଧୁନିକ ଗୀତ ଗାଇ ଭିକ୍ଷା ବୃତ୍ତି କରନ୍ତି ନରସିଂହପୁର ବ୍ଲକ୍ , ରଣସିଂହପୁର ଗ୍ରାମପଞ୍ଚାୟତର ବାଘୁଆପାଳ ଗ୍ରାମରେ ବାସ କରୁଥିବା କିଛି ଅସ୍ଥାୟୀ ବାସିନ୍ଦା1
- ଡେରାବିଶ ରେ କୁକୁଡ଼ା କୁ ବାର୍ଡ ଫ୍ଲୁ ସନ୍ଦେହ । ଡେରାବିଶ ବ୍ଲକ ନରସିଂହପୁର ପଂଚାୟତ ବାଇକିଆ ରାସ୍ତା କଡ଼ରୁ ବସ୍ତା ବସ୍ତା ମଲା କୁକୁଡା ପଡିବା ଓ କୁକୁର ବିଲୁଆ ମଲା କୁକୁଡ଼ା କୁ ଟାଣି ଖାଉଥିବାର ଦୃଶ୍ୟ ଆସିବା ପରେ ଏମିତି ସନ୍ଦେହ ବଢିଛି । ଆଜିଠାରୁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସବୁ ଫାର୍ମରୁ କୁକୁଡାଙ୍କ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ବିଭାଗ ରୁ ଖବର ମିଳିଛି l ସାମ୍ପଲ ଟେଷ୍ଟ ପରେ ସ୍ପଷ୍ଟତା ଆସିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି l1
- ନରସିଂହପୁର ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରରେ ନରସିଂହପୁର ଡ୍ରାଇଭର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ବିଧାୟକ ବିଜୟ କୁମାର ଦଳବେହେରା ଙ୍କୁ ମହାସଂଘ ପକ୍ଷରୁ ସ୍ଵାଗତ କରାଯାଇଛି1
- ଗଣିଆ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ରାଷ୍ଟୀୟ ଡ୍ରାଇଭର ଦିବସ ପାଳିତ !1
- Biswajit Mallik ମହାନତା_ଦେଖେଇଲେ_ରାଣୀ_ପଣ୍ଡା...... ନରସିଂହପୁର ବ୍ଲକ ଅନ୍ତର୍ଗତ ଜଳକେଳି ଗ୍ରାମର ଭୀମସେନ ଭୂଇଁଆ ଙ୍କ ଦୁଃଖ କଥା ଶୁଣି ରହିପାରିଲେନି ରାଣୀ ସାଙ୍ଗେ ସାଙ୍ଗେ ତାଙ୍କ ଘର କୁ ଯାଇ ତାଙ୍କ ଦୁଃଖ କଥା ସବୁ ପଚାରି ବୁଝିବା ସହିତ ତାଙ୍କୁ 100000 ଦେବେ ବୋଲି ପ୍ରତିଶୃତି ଦେଇ ଓ 20000 ଟଙ୍କା ନଗତ ଦେଲେ ରାଣୀ ପଣ୍ଡା1
- ଫୁଲୁ ଭିଡ଼ିଓ 👉 https://youtu.be/mdyQxRWomJM1
- ରାମ ମନ୍ଦିର ଫତେଗଡ ନୟାଗଡ଼...1
- ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଦଶପଲ୍ଲା ବ୍ଲକ୍ ରେ ସ୍ୱଚ୍ଛତା ପକ୍ଷ ୨୦୨୪ ଦିବସରେ ସମୂହ " ଶପଥ ପାଠ ଓ ଗ୍ରହଣ" ଅବସରରେ।1