Shuru
Apke Nagar Ki App…
ନୟାଗଡ଼ ଖଣ୍ଡପଡ଼ା ମର୍ଡରଜପୁରୁ କୁ ଆପଣ ମାନେ ଆସିବେ | ବହୁତ୍ enjoy ହବ |
Gangadhajani Sunamanijani
ନୟାଗଡ଼ ଖଣ୍ଡପଡ଼ା ମର୍ଡରଜପୁରୁ କୁ ଆପଣ ମାନେ ଆସିବେ | ବହୁତ୍ enjoy ହବ |
More news from Nayagarh and nearby areas
- ନୟାଗଡ଼ ସରକାରୀ ଜାଗା ଜବର ଦଖଲ କୁ ନେଇ ଗାଁ ରେ ଉତେଜନା I1
- #ଗଜାନନଙ୍କ_ମୂର୍ତ୍ତି_ଗଢିବାରେ_ବ୍ୟସ୍ତ_କାରୀଗର ନୟାଗଡ ଜ଼ିଲ୍ଲା ରଣପୁରରେ ଗଜାନନଙ୍କର ଭଳିକି ଭଳି ମୃଣ୍ମୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର। କିଏ ରଙ୍ଗ ତୁଳୀର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି।1
- ନୟାଗଡ ସହର ର ଆଦ୍ୟ-ରୂପକାର ତଥା ପ୍ରଥମ ନଗରପାଳ #ରଘୁନାଥ_ଦାସ ଙ୍କର ଜନ୍ମଶତବାର୍ଷିକୀ ଉତ୍ସବ.1
- ଫୁଲୁ ଭିଡ଼ିଓ 👉 https://youtu.be/mdyQxRWomJM1
- #ଡେଉଁଛି_ବାର୍ଡ_ଫ୍ଲୁ_ପୁରୀ_ପରେ_ଏବେ_କେନ୍ଦ୍ରାପଡ଼ାରେ_ବ୍ଲାର୍ଡ_ଫ୍ଲୁ_ଆତଙ୍କ | ରାସ୍ତାକଡ଼ ନାଳରେ ଭାସୁଛି ମଲା କୁକୁଡ଼ା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହପୁର ଗାଁରେ ଶହ ଶହ ମଲା କୁକୁଡ଼ା ପଡିଥିବା ଦେଖିବାକୁ ମିଳିଛି । କୁକୁଡ଼ାଙ୍କୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ପକାଯାଇଥିବା ଦେଖିବାକୁ ମିଳିଛି ।1
- #ବହି_ବସ୍ତାନି ଧରି #ପାଠ_ପଢ଼ିବା ବୟସରେ #ଘୁଡୁକି_ଧରି ଘର ଘର ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିବା ଅତି ଯନ୍ତ୍ରଣାଦାୟକ ଭଗବାନ କରନ୍ତୁ, ସ୍ଥାନୀୟ ସମାଜସେବୀ ତଥା ନେତାଙ୍କ କୃପା ଦୃଷ୍ଟି ପଡୁ,ପିଲାଟି ଉଚ୍ଚଶିକ୍ଷିତ ହେଇ ଭଲ ମଣିଷଟିଏ ହେଉ ଛୋଟ ପିଲା ଟିଏ ବିଭିନ୍ନ ଗାଁ ଗାଁ ବୁଲି ଘୁଡିକି ବାଜା ବଜାଇ ଭିକ୍ଷାବୃତ୍ତି କରି ପରିବାର ପୋଷଣ କରୁଛନ୍ତି ।ପାରମ୍ପରିକ ଘୁଡିକି ବଜାଇ ସୁନ୍ଦର କଣ୍ଠରେ ଭଜନ ସମେତ ବିଭିନ୍ନ ପ୍ରକାର ଆଧୁନିକ ଗୀତ ଗାଇ ଭିକ୍ଷା ବୃତ୍ତି କରନ୍ତି ନରସିଂହପୁର ବ୍ଲକ୍ , ରଣସିଂହପୁର ଗ୍ରାମପଞ୍ଚାୟତର ବାଘୁଆପାଳ ଗ୍ରାମରେ ବାସ କରୁଥିବା କିଛି ଅସ୍ଥାୟୀ ବାସିନ୍ଦା1
- ଡେରାବିଶ ରେ କୁକୁଡ଼ା କୁ ବାର୍ଡ ଫ୍ଲୁ ସନ୍ଦେହ । ଡେରାବିଶ ବ୍ଲକ ନରସିଂହପୁର ପଂଚାୟତ ବାଇକିଆ ରାସ୍ତା କଡ଼ରୁ ବସ୍ତା ବସ୍ତା ମଲା କୁକୁଡା ପଡିବା ଓ କୁକୁର ବିଲୁଆ ମଲା କୁକୁଡ଼ା କୁ ଟାଣି ଖାଉଥିବାର ଦୃଶ୍ୟ ଆସିବା ପରେ ଏମିତି ସନ୍ଦେହ ବଢିଛି । ଆଜିଠାରୁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସବୁ ଫାର୍ମରୁ କୁକୁଡାଙ୍କ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ବିଭାଗ ରୁ ଖବର ମିଳିଛି l ସାମ୍ପଲ ଟେଷ୍ଟ ପରେ ସ୍ପଷ୍ଟତା ଆସିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି l1
- ନୟାଗଡ଼ ଖଣ୍ଡପଡ଼ା ମର୍ଡରଜପୁରୁ କୁ ଆପଣ ମାନେ ଆସିବେ | ବହୁତ୍ enjoy ହବ |1