Shuru
Apke Nagar Ki App…
ଜନ ଆକ୍ରୋଶ ମହିଳା ସମାବେଶ ଉପରେ ପ୍ରତିକ୍ରିୟା ରଖିଲେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା
Ram Shankar Bhoi
ଜନ ଆକ୍ରୋଶ ମହିଳା ସମାବେଶ ଉପରେ ପ୍ରତିକ୍ରିୟା ରଖିଲେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା
More news from ଓଡ଼ିଶା and nearby areas
- Post by SONEPUR NEWS1
- ଜନ ଆକ୍ରୋଶ ମହିଳା ସମାବେଶ ଉପରେ ପ୍ରତିକ୍ରିୟା ରଖିଲେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା1
- ସୁବର୍ଣ୍ଣପୁର ପୁର ଜିଲ୍ଲା ସୋନପୁର ବ୍ଲକ ସଦର ରେ ଝୁପୁଡିପଡା ମହିମା ମଠ ଠାରେ ୪୦ତମ ବାର୍ଷିକ ମହୋତ୍ସବ ରେ ମହାନଦୀ ରୁ କଳସ ଯାତ୍ରା କରିବା ସହିତ ମଠରେ ମହିମା ବ୍ରାହ୍ମଧୁନୀ ସ୍ଥାପନା କରିଥିଲେ। ଏହି ମହୋତ୍ସବ ରେ ମହିମା ଧର୍ମୀ ସାଧ୍ବୀ ଟିକେନନୀ କୁମ୍ଭାର ଙ୍କ ନେତୃତ୍ୱ ବହୁ ଉଚ୍ଚ କୋଟିର ହେଇଥିବାର ଅନୁମାନ କରାଯାଏ।4
- Post by PABITRA BARIHA8
- Post by Rajes Argus news1
- ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ତାଳସରଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ସରପଂଚ ସସ୍ମିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୩୮ଗୋଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠିଗତ ଏଭଳି ମୋଟ ୪୬ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ୧୮ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l1
- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପ୍ରସିଦ୍ଧ ଶୈବପୀଠ ଠାରେ ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ନୃସିଂହ ଚତୃରଦଶୀ ମେଳା 27ଅପ୍ରିଲ ବୈଶାଖ ଏକାଦଶୀ ରୁ ଆରମ୍ଭ ହୋଇ 1ମେ ବୈଶାଖ ପୁର୍ଣିମା ପାଞ୍ଚ ଦିନ ପର୍ଯ୍ୟନ୍ତ ଶେଷ ହେବ, ପ୍ରଥମ ଦିନରେ ଅତିଥି ଦେବୋତର କାର୍ଯ୍ୟନିବାହି ଅଧିକାରୀ ତଥା ଉପଜିଲ୍ଲାପାଳ ସୁନୀଲ ମେହେର ସ୍ୱାଗତ ଅଭିଭାଷଣ ରଖିଥିବା ବେଲେ ଅନ୍ୟତମ ଅତିଥି ତରଣୀ ସୁନା, ବିବେକାନନ୍ଦ ଷଡ଼ଙ୍ଗୀ, ପବିତ୍ର ବେହେରା, ରୁଦ୍ରମୋହନ ନାୟକ, ଖପ୍ରାଖୋଲ ତହସିଲଦାର ଆନନ୍ଦ ପଣ୍ଡା ଅତିରିକ୍ତ ତହସିଲଦାର ସୁର ରାଉତ ରାୟ, ପାଟଣା ଗଡ଼ ତହସିଲଦାର, ବେଲପଡା ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିବା ବେଲେ ଦେବୋତର କମିଟି, ସବକମିଟି ର ମେମ୍ବର ମାନେ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା ଅଭୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ,3
- Post by PABITRA BARIHA7