Shuru
Apke Nagar Ki App…
ସିଏମ ଟ୍ରଫି ସୁବର୍ଣ୍ଣପୁର , U-14 ଖୋଖୋ ବାଳକ ବର୍ଗରେ ସାଇ କୃପା ଶିକ୍ଷା ନିକେତନ ବିଜେତା ହୋଇଛନ୍ତି ଓ ସୋନପୁର ବ୍ଲକ ଉପବିଜେତା ହୋଇଛନ୍ତି ଓ ବାଳିକା ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ତରଭା ବିଜେତା ହୋଇଛନ୍ତି ଓ ସୋନପୁର ବ୍ଲକ ଉପବିଜେତା ହୋଇଛନ୍ତି
PABITRA BARIHA
ସିଏମ ଟ୍ରଫି ସୁବର୍ଣ୍ଣପୁର , U-14 ଖୋଖୋ ବାଳକ ବର୍ଗରେ ସାଇ କୃପା ଶିକ୍ଷା ନିକେତନ ବିଜେତା ହୋଇଛନ୍ତି ଓ ସୋନପୁର ବ୍ଲକ ଉପବିଜେତା ହୋଇଛନ୍ତି ଓ ବାଳିକା ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ତରଭା ବିଜେତା ହୋଇଛନ୍ତି ଓ ସୋନପୁର ବ୍ଲକ ଉପବିଜେତା ହୋଇଛନ୍ତି
More news from ଓଡ଼ିଶା and nearby areas
- Post by Rajes Argus news1
- Post by Satyajit Panda1
- ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ । ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।1
- କୋସଲି ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଆନନ୍ଦ ବାଗ, ମୁଖ୍ୟ ବକ୍ତା ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସରୋଜ କୁମାର ସାହୁ ଓ କଳାକାର ରସିକ ବରିହା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l1
- ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଚାଳକ ଅନୁଗୁଳ ଜାତୀୟ ରାଜପଥ ୫୫ ର ଠେଲକନାଳୀ ନିକଟରେ ଟ୍ରକରେ ଲାଗିଲା ନିଆଁ। ।ସୂଚନା ଅନୁସାରେ ପାରାଦୀପରୁ ଆଲୁମିନିୟମ ନାଇଟ୍ରେଟ ନେଇ ଏକ ଟ୍ରକ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ।1
- Post by GANESH SAHU1
- ବରଗଡ ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ "କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା" ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ ସାଇବର ଥାନାର ଡି ଏସ୍ ପି ଶ୍ରୀ ସୁମନ୍ତ କିଷାନ,ଶ୍ରୀ ଚିରାଗ ରଥ, ଶ୍ରୀ ସୁବ୍ରତ ମଜୁମଦାର ଓ ଶ୍ରୀ ରାହୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ପି ପି ଟି ମାଧ୍ୟମରେ ଏ ଆଇ ଓ ସାଇବର ସିକ୍ଯୁରିଟି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ସଂଯୋଜକ ଡଃ.ଦେବେନ୍ଦ୍ର ବେହେରା ଓ ଜିଲ୍ଲା ପ୍ରୋଗ୍ରାମ ଅଫିସର ରାଜୀବ ସାହୁ ମଞ୍ଚାସୀନ ଥିଲେ। ଉକ୍ତ ଆଲୋଚନାଚକ୍ରରେ ବରଗଡ ଜିଲ୍ଲାର ପ୍ରାୟ ୨୦ ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ପ୍ରାଧ୍ଯାପିକା ମଧୁସ୍ମିତା ନନ୍ଦ ଓ ମୌସୁମୀ ଲିଜା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ଯାପକ ବିଶ୍ବଜିତ ସାହୁ ଓ ଅମିତ କୁମାର ଭାର୍ଗଵ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଚୁଳମୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। --------×××--------1
- Post by GANESH SAHU1
- A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck ❌ The video is FAKE and AI-generated. ✅ Neither the Government of India nor the Finance Minister is endorsing any such investment platform or scheme. 🔎 Stay vigilant. Verify such claims through official government sources only. 🛑 Help STOP misinformation. Flag suspicious content to @PIBFactCheck1