Shuru
Apke Nagar Ki App…
ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଚାଳକ ଅନୁଗୁଳ ଜାତୀୟ ରାଜପଥ ୫୫ ର ଠେଲକନାଳୀ ନିକଟରେ ଟ୍ରକରେ ଲାଗିଲା ନିଆଁ। ।ସୂଚନା ଅନୁସାରେ ପାରାଦୀପରୁ ଆଲୁମିନିୟମ ନାଇଟ୍ରେଟ ନେଇ ଏକ ଟ୍ରକ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ। ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଚାଳକ ଅନୁଗୁଳ ଜାତୀୟ ରାଜପଥ ୫୫ ର ଠେଲକନାଳୀ ନିକଟରେ ଟ୍ରକରେ ଲାଗିଲା ନିଆଁ। ।ସୂଚନା ଅନୁସାରେ ପାରାଦୀପରୁ ଆଲୁମିନିୟମ ନାଇଟ୍ରେଟ ନେଇ ଏକ ଟ୍ରକ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ।
Kishore nagar Shuru

More news from ଓଡ଼ିଶା and nearby areas
- ଶିବ ଭକ୍ତି1
- Post by Sonepur news khulasa1
- ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର1
- #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।5
- ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।4
- Post by Jahunu Jena1
- Post by Jahunu Jena1
- A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck ❌ The video is FAKE and AI-generated. ✅ Neither the Government of India nor the Finance Minister is endorsing any such investment platform or scheme. 🔎 Stay vigilant. Verify such claims through official government sources only. 🛑 Help STOP misinformation. Flag suspicious content to @PIBFactCheck1
- Post by Rajes Argus news1