logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ୯୦ ପରିବାର ହସ୍ତତନ୍ତ ଉପରେ ନିର୍ଭରଶୀଳ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ବୟନ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି। ୧୯୭୯ ମସିହା ଜାନୁଆରୀ ୫ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ୯୦ ପରିବାର ଏହି ସମିତି ଉପରେ ନିର୍ଭରଶୀଳ। ବୟନ ଗ୍ରାମର ମହିଳାମାନେ ଏଠାରେ ତନ୍ତ୍ର କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ସୂତା କାଟିବା, ଲୁଗା ବୁଣିବା ଉପରେ ସମିତି ଏବଂ ବୟନିକା ପକ୍ଷରୁ କାର୍ଯ୍ୟରତ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଘର କଥା ବୁଝି ପାର୍ଟ ଟାଇମ୍ କାମ କରି ଦିନକୁ ୨୦୦ ରୁ ୬୦୦ ଟଙ୍କା ଏମାନେ ରୋଜଗାର କରିଥାନ୍ତି ‌। ବୟନ ଗ୍ରାମରେ ପ୍ରସ୍ତୁତ ଗାମୁଛା, ଲୁଙ୍ଗି,ବେଡସିଟ, ପୋଷାକ କପଡ଼ା ଓ ଶାଢ଼ୀ କେବଳ ଓଡ଼ିଶାରେ କାହିଁକି ବାହାର ରାଜ୍ୟରେ ମଧ୍ୟ ବେଶ୍ ଆଦୃତ ହୋଇଛି। ରାଜ୍ୟ ସରକାରଙ୍କ ବୟନିକା ସଂସ୍ଥା ଏଠାରୁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥାଏ। ଏଥିସହ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ବାହାର ରାଜ୍ୟରେ ପଡୁଥିବା ହସ୍ତତନ୍ତ ମେଳାରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରାଯାଉଥିବା ସଂପାଦକ ମାନସ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ଏକ ବର୍ଷ ହେବ ବୟସ୍କ ବୁଣାକାରମାନଙ୍କୁ ରାଜ୍ୟ ସରକାର ଦେଉଥିବା ମାସିକ ୨ ହଜାର ଟଙ୍କା ଭତ୍ତା ବନ୍ଦ କରିଛନ୍ତି। ଏହାକୁ ପୁନଃ ସରକାର ପ୍ରଦାନ କରିବାକୁ ସ୍ଥାନୀୟ ବୁଣାକାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

5 hrs ago
user_ନୃସିଂହ ଚରଣ ବାରିକ
ନୃସିଂହ ଚରଣ ବାରିକ
Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
5 hrs ago

ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ୯୦ ପରିବାର ହସ୍ତତନ୍ତ ଉପରେ ନିର୍ଭରଶୀଳ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ବୟନ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି। ୧୯୭୯ ମସିହା ଜାନୁଆରୀ ୫ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ୯୦ ପରିବାର ଏହି ସମିତି ଉପରେ ନିର୍ଭରଶୀଳ। ବୟନ ଗ୍ରାମର ମହିଳାମାନେ ଏଠାରେ ତନ୍ତ୍ର କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ସୂତା କାଟିବା, ଲୁଗା ବୁଣିବା ଉପରେ ସମିତି ଏବଂ ବୟନିକା ପକ୍ଷରୁ କାର୍ଯ୍ୟରତ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଘର କଥା ବୁଝି ପାର୍ଟ ଟାଇମ୍ କାମ କରି ଦିନକୁ ୨୦୦ ରୁ ୬୦୦ ଟଙ୍କା ଏମାନେ ରୋଜଗାର କରିଥାନ୍ତି ‌। ବୟନ ଗ୍ରାମରେ ପ୍ରସ୍ତୁତ ଗାମୁଛା, ଲୁଙ୍ଗି,ବେଡସିଟ, ପୋଷାକ କପଡ଼ା ଓ ଶାଢ଼ୀ କେବଳ ଓଡ଼ିଶାରେ କାହିଁକି ବାହାର ରାଜ୍ୟରେ ମଧ୍ୟ ବେଶ୍ ଆଦୃତ ହୋଇଛି। ରାଜ୍ୟ ସରକାରଙ୍କ ବୟନିକା ସଂସ୍ଥା ଏଠାରୁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥାଏ। ଏଥିସହ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ବାହାର ରାଜ୍ୟରେ ପଡୁଥିବା ହସ୍ତତନ୍ତ ମେଳାରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରାଯାଉଥିବା ସଂପାଦକ ମାନସ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ଏକ ବର୍ଷ ହେବ ବୟସ୍କ ବୁଣାକାରମାନଙ୍କୁ ରାଜ୍ୟ ସରକାର ଦେଉଥିବା ମାସିକ ୨ ହଜାର ଟଙ୍କା ଭତ୍ତା ବନ୍ଦ କରିଛନ୍ତି। ଏହାକୁ ପୁନଃ ସରକାର ପ୍ରଦାନ କରିବାକୁ ସ୍ଥାନୀୟ ବୁଣାକାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

More news from ଓଡ଼ିଶା and nearby areas
  • ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ୯୦ ପରିବାର ହସ୍ତତନ୍ତ ଉପରେ ନିର୍ଭରଶୀଳ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ବୟନ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି। ୧୯୭୯ ମସିହା ଜାନୁଆରୀ ୫ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ୯୦ ପରିବାର ଏହି ସମିତି ଉପରେ ନିର୍ଭରଶୀଳ। ବୟନ ଗ୍ରାମର ମହିଳାମାନେ ଏଠାରେ ତନ୍ତ୍ର କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ସୂତା କାଟିବା, ଲୁଗା ବୁଣିବା ଉପରେ ସମିତି ଏବଂ ବୟନିକା ପକ୍ଷରୁ କାର୍ଯ୍ୟରତ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଘର କଥା ବୁଝି ପାର୍ଟ ଟାଇମ୍ କାମ କରି ଦିନକୁ ୨୦୦ ରୁ ୬୦୦ ଟଙ୍କା ଏମାନେ ରୋଜଗାର କରିଥାନ୍ତି ‌। ବୟନ ଗ୍ରାମରେ ପ୍ରସ୍ତୁତ ଗାମୁଛା, ଲୁଙ୍ଗି,ବେଡସିଟ, ପୋଷାକ କପଡ଼ା ଓ ଶାଢ଼ୀ କେବଳ ଓଡ଼ିଶାରେ କାହିଁକି ବାହାର ରାଜ୍ୟରେ ମଧ୍ୟ ବେଶ୍ ଆଦୃତ ହୋଇଛି। ରାଜ୍ୟ ସରକାରଙ୍କ ବୟନିକା ସଂସ୍ଥା ଏଠାରୁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥାଏ। ଏଥିସହ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ବାହାର ରାଜ୍ୟରେ ପଡୁଥିବା ହସ୍ତତନ୍ତ ମେଳାରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରାଯାଉଥିବା ସଂପାଦକ ମାନସ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ଏକ ବର୍ଷ ହେବ ବୟସ୍କ ବୁଣାକାରମାନଙ୍କୁ ରାଜ୍ୟ ସରକାର ଦେଉଥିବା ମାସିକ ୨ ହଜାର ଟଙ୍କା ଭତ୍ତା ବନ୍ଦ କରିଛନ୍ତି। ଏହାକୁ ପୁନଃ ସରକାର ପ୍ରଦାନ କରିବାକୁ ସ୍ଥାନୀୟ ବୁଣାକାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
    1
    ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ୯୦ ପରିବାର ହସ୍ତତନ୍ତ ଉପରେ ନିର୍ଭରଶୀଳ 
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ବୟନ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି। ୧୯୭୯ ମସିହା ଜାନୁଆରୀ ୫ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ୯୦ ପରିବାର ଏହି ସମିତି ଉପରେ ନିର୍ଭରଶୀଳ। ବୟନ ଗ୍ରାମର ମହିଳାମାନେ ଏଠାରେ ତନ୍ତ୍ର କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ସୂତା କାଟିବା, ଲୁଗା ବୁଣିବା ଉପରେ ସମିତି ଏବଂ ବୟନିକା ପକ୍ଷରୁ କାର୍ଯ୍ୟରତ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଘର କଥା ବୁଝି ପାର୍ଟ ଟାଇମ୍ କାମ କରି ଦିନକୁ ୨୦୦ ରୁ ୬୦୦ ଟଙ୍କା ଏମାନେ ରୋଜଗାର କରିଥାନ୍ତି ‌। ବୟନ ଗ୍ରାମରେ ପ୍ରସ୍ତୁତ ଗାମୁଛା, ଲୁଙ୍ଗି,ବେଡସିଟ, ପୋଷାକ କପଡ଼ା ଓ ଶାଢ଼ୀ କେବଳ ଓଡ଼ିଶାରେ କାହିଁକି ବାହାର ରାଜ୍ୟରେ ମଧ୍ୟ ବେଶ୍ ଆଦୃତ ହୋଇଛି। ରାଜ୍ୟ ସରକାରଙ୍କ ବୟନିକା ସଂସ୍ଥା ଏଠାରୁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥାଏ। ଏଥିସହ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ବାହାର ରାଜ୍ୟରେ ପଡୁଥିବା ହସ୍ତତନ୍ତ ମେଳାରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରାଯାଉଥିବା ସଂପାଦକ ମାନସ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ଏକ ବର୍ଷ ହେବ ବୟସ୍କ ବୁଣାକାରମାନଙ୍କୁ ରାଜ୍ୟ ସରକାର ଦେଉଥିବା ମାସିକ ୨ ହଜାର ଟଙ୍କା ଭତ୍ତା ବନ୍ଦ କରିଛନ୍ତି। ଏହାକୁ ପୁନଃ ସରକାର ପ୍ରଦାନ କରିବାକୁ ସ୍ଥାନୀୟ ବୁଣାକାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    5 hrs ago
  • ମାତୃ ଦିବସରେ ପାରାଦୀପ କଲେଜ ଏନସିସି ଆଲୁମିନି ପକ୍ଷରୁ ପାରାଦୀପରେ ଏକ ଜଳଛତ୍ର ଉଦଘାଟନ କରାଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ ଶିକ୍ଷିତ ସମାଜକୁ ନିଜ ମା'ଙ୍କୁ କେବେ ହତାଦର ନକରିବାକୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।
    1
    ମାତୃ ଦିବସରେ ପାରାଦୀପ କଲେଜ ଏନସିସି ଆଲୁମିନି ପକ୍ଷରୁ ପାରାଦୀପରେ ଏକ ଜଳଛତ୍ର ଉଦଘାଟନ କରାଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ ଶିକ୍ଷିତ ସମାଜକୁ ନିଜ ମା'ଙ୍କୁ କେବେ ହତାଦର ନକରିବାକୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    18 hrs ago
  • ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    1
    ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    6 hrs ago
  • କୋରେଇ ଥାନାରେ କିଶୋର କିସୋରିଙ୍କ ସଚେତନେତା ପାଇଁ ବାର୍ତ୍ତା ଦେଲେ କୋରାଇ ଥାନା ଅଧିକାରୀ ।
    1
    କୋରେଇ ଥାନାରେ କିଶୋର କିସୋରିଙ୍କ ସଚେତନେତା ପାଇଁ ବାର୍ତ୍ତା  ଦେଲେ କୋରାଇ ଥାନା ଅଧିକାରୀ ।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    30 min ago
  • ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    6 hrs ago
  • ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।
    1
    ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଭୁବନେଶ୍ୱରରେ ମୋଦି କେୟାର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ୱରୋଜଗାର କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନଜନକ ଆୟ ପାଇଁ ଏଥିରେ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଅନେକ ସଫଳ ବ୍ୟକ୍ତି ନିଜ ଅନୁଭୂତି ବାଣ୍ଟିଥିଲେ ଓ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
    1
    ଭୁବନେଶ୍ୱରରେ ମୋଦି କେୟାର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ୱରୋଜଗାର କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନଜନକ ଆୟ ପାଇଁ ଏଥିରେ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଅନେକ ସଫଳ ବ୍ୟକ୍ତି ନିଜ ଅନୁଭୂତି ବାଣ୍ଟିଥିଲେ ଓ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.