logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁଜଙ୍ଗ ବ୍ଲକର ରାହାମା-ଖୋସଲାପୁର ମହାନଦୀ ପୋଲ ଉପରେ ଲାଗିଥିବା ୬୪ ହାଇମାଷ୍ଟ ଲାଇଟ ମଧ୍ୟରୁ ୪୨ଟି ଅଚଳ ହୋଇପଡିଛି। ଏହା ଫଳରେ ପୋଲ ଉପରେ ଅନ୍ଧାର ଛାଇଯାଇଛି ଏବଂ ୮ଟି ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ପୋଲିସ ପାଟ୍ରୋଲିଂ ଅଭାବରୁ ଚୋରି ଓ ରାହାଜାନୀର ଆଶଙ୍କା ବଢ଼ିଥିବା ଦାବି କରି ସ୍ଥାନୀୟ ଲୋକେ ତୁରନ୍ତ ଲାଇଟ ମରାମତି ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

23 hrs ago
user_ନୃସିଂହ ଚରଣ ବାରିକ
ନୃସିଂହ ଚରଣ ବାରିକ
Photographer କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ସ୍ବାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା ମୋଦି କେୟାର କମ୍ପାନୀ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରି ନିଜସ୍ଵ ମତ ରଖିଥିଲେ। ଆଇଟି ସେକ୍ଟର, କର୍ପୋରେସନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଆରକ୍ଷୀ ବିଭାଗରେ ନିଯୁକ୍ତି ପାଇ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନର ସହ ଅଧିକ ଆୟ ନିମନ୍ତେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ତପନ କୁମାର ଦାସ,ବୀର କିଶୋର ନାୟକ, ବିରଞ୍ଚି ନାରାୟଣ ରଥ, ଶ୍ରୀପତି ସେଠୀ ପ୍ରମୁଖ ଯୋଗଦେଇ ଦୀର୍ଘ ଦିନର ଅଭିଜ୍ଞତା ଓ ନିଜର କର୍ମମୟ ଜୀବନର ସଫଳତା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
    1
    ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ସ୍ବାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା 
ମୋଦି କେୟାର କମ୍ପାନୀ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ବରୋଜଗାର କର୍ମଶାଳା ଭୁବନେଶ୍ୱର ସ୍ଥିତ ହୋଟେଲ ବେଲ୍ ଫୋର୍ଡରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରି ନିଜସ୍ଵ ମତ ରଖିଥିଲେ। ଆଇଟି ସେକ୍ଟର, କର୍ପୋରେସନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଆରକ୍ଷୀ ବିଭାଗରେ ନିଯୁକ୍ତି ପାଇ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନର ସହ ଅଧିକ ଆୟ ନିମନ୍ତେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ତପନ କୁମାର ଦାସ,ବୀର କିଶୋର ନାୟକ, ବିରଞ୍ଚି ନାରାୟଣ ରଥ, ଶ୍ରୀପତି ସେଠୀ ପ୍ରମୁଖ ଯୋଗଦେଇ ଦୀର୍ଘ ଦିନର ଅଭିଜ୍ଞତା ଓ ନିଜର କର୍ମମୟ ଜୀବନର ସଫଳତା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Photographer କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    1 hr ago
  • ଓଡ଼ିଶା ଉପକୂଳରେ ମାଛଧରା ଆଳରେ ଜାହାଜରୁ ହଜାର ହଜାର ଲିଟର ଡିଜେଲ ଚୋରି କରୁଥିବା ଏକ ରାକେଟକୁ ମେରାଇନ ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଏଥିରେ ସଂପୃକ୍ତ ଥିଲେ ଏବଂ ସମୁଦ୍ର ମଝିରେ ଏହି ତସ୍କରୀ ଚାଲିଥିଲା। ବର୍ତ୍ତମାନ ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ କିଙ୍ଗପିନକୁ ଖୋଜୁଛି।
    1
    ଓଡ଼ିଶା ଉପକୂଳରେ ମାଛଧରା ଆଳରେ ଜାହାଜରୁ ହଜାର ହଜାର ଲିଟର ଡିଜେଲ ଚୋରି କରୁଥିବା ଏକ ରାକେଟକୁ ମେରାଇନ ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଏଥିରେ ସଂପୃକ୍ତ ଥିଲେ ଏବଂ ସମୁଦ୍ର ମଝିରେ ଏହି ତସ୍କରୀ ଚାଲିଥିଲା। ବର୍ତ୍ତମାନ ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ କିଙ୍ଗପିନକୁ ଖୋଜୁଛି।
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    6 hrs ago
  • ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ଶିଶୁ ସୁରକ୍ଷା ଦେବା ମୂଳ ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଉଛି।
    1
    ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ଶିଶୁ ସୁରକ୍ଷା ଦେବା ମୂଳ ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରୟାସ କରାଯାଉଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    23 hrs ago
  • ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I
    1
    ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ମଧୁସୂଦନ ଦାସ ମହାପୁରୁଷ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ,ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଆଜି ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେଉଅଛି I ଏହି ପବିତ୍ର ଉତ୍ସବ ଅବସରରେ  ଭକ୍ତ ସମ୍ମିଳନୀ ସାଧୁ ସନ୍ଥ ଙ୍କ ଆଗମନ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଓଡିଶା ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ଓଳାଶୁଣୀ ମଠ ମହାପୁରୁଷ ଅରକ୍ଷିତ ଦାସ ଙ୍କ କନ୍ତିଆ ମଠର ଏକ ଶିଷ୍ୟ ମଠ ଭାବେ କନ୍ତିଆ ମଠ ପ୍ରସିଦ୍ଧି ଲାଭ କରିଛି I ମଠରେ ମହନ୍ତ ଙ୍କ ସପ୍ତମ ପିଢ଼ିରେ ମହନ୍ତ ଭାବେ ଶ୍ରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ବିରାଜ ମାନ ଅଛନ୍ତି, ପ୍ରତିବର୍ଷ ମଠରେ ସାଧୁ,ସନ୍ଥ ଏବଂ ମହାପୁରୁଷ ମାନଙ୍କ ଉତ୍ସବ ସାଧୁ ସନ୍ଥ ଙ୍କ ଗହଣରେ ପାଳନ ହୋଇଥାଏ I ମାଳିକା ବର୍ଣ୍ଣିତ କନ୍ତିଆ ମଠରେ କାଞ୍ଜିପାଣି ପ୍ରସିଦ୍ଧ ରହିଅଛି ଯାହାର ପୌରାଣିକ ନୀତିରେ ଅନେକ କିମ୍ବଦନ୍ତୀ ରହିଅଛି I 

    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର
    1
    କଟକ ଚାନ୍ଦବାଲି ରୋଡ ଭାତପଡା ଠାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଚାରିଜଣ ଗୁରୁତର
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    3 hrs ago
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଭିନେତା ଥାଲାପତି ବିଜୟ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।
    1
    ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଭିନେତା ଥାଲାପତି ବିଜୟ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।
    user_Sujan kumar kandi
    Sujan kumar kandi
    ଓଲାଟପୁର, କଟକ, ଓଡ଼ିଶା•
    6 hrs ago
  • ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ସମୟରେ ଏକ ଦୂର୍ଷ୍ୟ, ଧନ୍ୟବାଦ ଥାନା ଅଧିକାରୀଙ୍କୁ,
    1
    ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ସମୟରେ ଏକ ଦୂର୍ଷ୍ୟ, ଧନ୍ୟବାଦ ଥାନା ଅଧିକାରୀଙ୍କୁ,
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    56 min ago
  • କୁଜଙ୍ଗ ବ୍ଲକର ରାହାମା-ଖୋସଲାପୁର ମହାନଦୀ ପୋଲ ଉପରେ ଲାଗିଥିବା ୬୪ ହାଇମାଷ୍ଟ ଲାଇଟ ମଧ୍ୟରୁ ୪୨ଟି ଅଚଳ ହୋଇପଡିଛି। ଏହା ଫଳରେ ପୋଲ ଉପରେ ଅନ୍ଧାର ଛାଇଯାଇଛି ଏବଂ ୮ଟି ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ପୋଲିସ ପାଟ୍ରୋଲିଂ ଅଭାବରୁ ଚୋରି ଓ ରାହାଜାନୀର ଆଶଙ୍କା ବଢ଼ିଥିବା ଦାବି କରି ସ୍ଥାନୀୟ ଲୋକେ ତୁରନ୍ତ ଲାଇଟ ମରାମତି ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।
    1
    କୁଜଙ୍ଗ ବ୍ଲକର ରାହାମା-ଖୋସଲାପୁର ମହାନଦୀ ପୋଲ ଉପରେ ଲାଗିଥିବା ୬୪ ହାଇମାଷ୍ଟ ଲାଇଟ ମଧ୍ୟରୁ ୪୨ଟି ଅଚଳ ହୋଇପଡିଛି। ଏହା ଫଳରେ ପୋଲ ଉପରେ ଅନ୍ଧାର ଛାଇଯାଇଛି ଏବଂ ୮ଟି ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି। ପୋଲିସ ପାଟ୍ରୋଲିଂ ଅଭାବରୁ ଚୋରି ଓ ରାହାଜାନୀର ଆଶଙ୍କା ବଢ଼ିଥିବା ଦାବି କରି ସ୍ଥାନୀୟ ଲୋକେ ତୁରନ୍ତ ଲାଇଟ ମରାମତି ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Photographer କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.