ଅନୁଆପଡା ଛକରେ ଜଳଛତ୍ର—ଗ୍ରାମୀଣ ବିକାଶ ଯୁବକ ସଂଘର ନିରନ୍ତର ସେବା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମୀଣ ବିକାଶ ଯୁବକ ସଂଘ ପକ୍ଷରୁ ତିବ୍ର ଗ୍ରୀଷ୍ମ ତାପଦାହରେ ପଥଚାରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଅନୁଆପଡା ଛକରେ ଏହି ସେବାମୂଳକ କାର୍ଯ୍ୟକ୍ରମ କରାଯାଇ ଥିବାରୁ ଅନେକ ପଥଚାରୀ ଓ ଯାତ୍ରୀ ଏହାର ଲାଭ ଉଠାଇଛନ୍ତି। ଜଳଛତ୍ରରେ ଠଣ୍ଡା ପାଣି,ଲେମ୍ବୁ ଓ ଦହି ଭଳି ଶୀତଳ ପାନୀୟ ବଣ୍ଟନ କରାଯାଇଥିଲା। ଗରମରେ କ୍ଲାନ୍ତ ଲୋକମାନେ ଏହି ସେବା ଗ୍ରହଣ କରି ସ୍ୱସ୍ଥି ଅନୁଭବ କରିଥିଲେ। ସଂଘର ଯୁବ ସଦସ୍ୟମାନେ ନିଜେ ହାତେ ପ୍ରସ୍ତୁତି କରି ଲୋକମାନଙ୍କୁ ପାଣି ବଣ୍ଟନ କରିଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି।ଆୟୋଜକ ମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏହିପରି ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମାଜସେବାର ଧାରାକୁ ଜାରି ରଖାଯାଉଛି। ଗ୍ରୀଷ୍ମରେ ଅସୁବିଧାରେ ପଡ଼ୁଥିବା ଲୋକ ମାନଙ୍କୁ ଅଳ୍ପ ସହାୟତା ଯୋଗାଇବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ସ୍ୱାଗତ କରିବା ସହ ଏପରି ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ଚାଲୁ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଅନୁଆପଡା ଛକରେ ଜଳଛତ୍ର—ଗ୍ରାମୀଣ ବିକାଶ ଯୁବକ ସଂଘର ନିରନ୍ତର ସେବା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମୀଣ ବିକାଶ ଯୁବକ ସଂଘ ପକ୍ଷରୁ ତିବ୍ର ଗ୍ରୀଷ୍ମ ତାପଦାହରେ ପଥଚାରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଅନୁଆପଡା ଛକରେ ଏହି ସେବାମୂଳକ କାର୍ଯ୍ୟକ୍ରମ କରାଯାଇ ଥିବାରୁ ଅନେକ ପଥଚାରୀ ଓ ଯାତ୍ରୀ ଏହାର ଲାଭ ଉଠାଇଛନ୍ତି। ଜଳଛତ୍ରରେ ଠଣ୍ଡା ପାଣି,ଲେମ୍ବୁ ଓ ଦହି ଭଳି ଶୀତଳ ପାନୀୟ ବଣ୍ଟନ କରାଯାଇଥିଲା। ଗରମରେ କ୍ଲାନ୍ତ ଲୋକମାନେ ଏହି ସେବା ଗ୍ରହଣ କରି ସ୍ୱସ୍ଥି ଅନୁଭବ କରିଥିଲେ। ସଂଘର ଯୁବ ସଦସ୍ୟମାନେ ନିଜେ ହାତେ ପ୍ରସ୍ତୁତି କରି ଲୋକମାନଙ୍କୁ ପାଣି ବଣ୍ଟନ କରିଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି।ଆୟୋଜକ ମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏହିପରି ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମାଜସେବାର ଧାରାକୁ ଜାରି ରଖାଯାଉଛି। ଗ୍ରୀଷ୍ମରେ ଅସୁବିଧାରେ ପଡ଼ୁଥିବା ଲୋକ ମାନଙ୍କୁ ଅଳ୍ପ ସହାୟତା ଯୋଗାଇବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ସ୍ୱାଗତ କରିବା ସହ ଏପରି ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ଚାଲୁ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

- ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-: ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I1
- BINJHAPUR NEWS ODIA4
- Post by DD Odisha1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- Post by Bikram Mohapatra1
- Post by Debendra Barik4
- Post by Bikram Mohapatra1