logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଞ୍ଜାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକୋତ୍ସବ ପାଳିତ

2 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
2 hrs ago

ବଞ୍ଜାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକୋତ୍ସବ ପାଳିତ

More news from ଓଡ଼ିଶା and nearby areas
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer Jamankira, Sambalpur•
    4 hrs ago
  • ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଂଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ତର ନୀଳମଣି ଝାଙ୍କର ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।
    1
    ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଂଜାରି ଆଶ୍ରମ ବିଦ୍ୟାଳୟରେ  ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡକ୍ତର ନୀଳମଣି ଝାଙ୍କର ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି।
    user_Jamankira News
    Jamankira News
    ଜମନକିରା, ସମ୍ବଲପୁର, ଓଡ଼ିଶା•
    22 hrs ago
  • ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    1
    ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    1 hr ago
  • ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ #LaneChangeSafely #RoadSafety #StayAlert #ComeHomeSafe
    1
    ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ 
ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ
ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ
ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ 
#LaneChangeSafely #RoadSafety #StayAlert #ComeHomeSafe
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ସରିଗିପାଲି ନିକଟରେ ଏକ ସୋମବାର ଏକ ଗାଡ଼ି ଧକ୍କାରେ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ବଗର୍ଷିଙ୍କ ମୃତ୍ୟୁ ହୋଇଛି। ଏ ନେଇ ମୃତକଙ୍କ ଭାଇ ବସନ୍ତ ବର୍ଗତି ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିବା ପରେ ପୋଲିସ ନମ୍ବର ୫୭/୨୬ରେ ଏକ ମାମଲା ରୁଜୁ କରିଛି ପୋଲିସ କହିଛି,ସୁଶାନ୍ତ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କିଶୋରନଗର ମେଡିକାଲରେ ଭର୍ଭି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
    1
    ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ସରିଗିପାଲି
ନିକଟରେ ଏକ ସୋମବାର ଏକ ଗାଡ଼ି ଧକ୍କାରେ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ବଗର୍ଷିଙ୍କ ମୃତ୍ୟୁ ହୋଇଛି।
ଏ ନେଇ ମୃତକଙ୍କ ଭାଇ ବସନ୍ତ ବର୍ଗତି ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିବା ପରେ ପୋଲିସ ନମ୍ବର ୫୭/୨୬ରେ ଏକ ମାମଲା
ରୁଜୁ କରିଛି ପୋଲିସ କହିଛି,ସୁଶାନ୍ତ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କିଶୋରନଗର ମେଡିକାଲରେ ଭର୍ଭି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    14 hrs ago
  • ଆଜି ବୌଦ୍ଧ ଅବକାରୀ ପୋଲିସକୁ ଗଞ୍ଜେଇ ସହିତ ବ୍ୟବହୃତ କାର ଓ ଦୁଇଜଣ ଆସାମୀକୁ ଧରିବାରେ ମିଳିଛି ବଡ଼ ସଫଳତା l ଆଜି ବୌଦ୍ଧ ଅବକାରୀ ରେଞ୍ଜ ଇନସ୍ପେକଟର ଦିଲ୍ଲୀପ କୁମାର ଶତପଥୀ ହରାଭଙ୍ଗା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଖବର ପାଇଲେ ଯେ l କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରୁ ଗୋଟିଏ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଛି l ଏହାର ଖବର ପାଇ ତୁରନ୍ତ ଚାରିଛକ ଆଗରେ କଲା ରଙ୍ଗର ହୋଣ୍ଡା କାର ଦ୍ରୁତ ଗତିରେ ଆସୁଛି l ଏହାକୁ ଅଟକାଇ ଯାଞ୍ଚ କରିବାରୁ ୭୦କେଜି ଗଜେଇ କାର ଦିକିରୁ ଉଦ୍ଧାର କରିଥିଲେ ଓ ଦୁଇଜଣ ଆସାମୀକୁ ଗିରଫ କରିବାରେ ସଫ ହୋଇଥିଲେ l ଆସନ୍ତୁ ଜାଣିବା ଆସାମୀ ଓ ଇନ୍ସପେକ୍ଟର ଶତପଥୀ କଣ କହୁଛନ୍ତି l
    1
    ଆଜି ବୌଦ୍ଧ ଅବକାରୀ ପୋଲିସକୁ ଗଞ୍ଜେଇ ସହିତ ବ୍ୟବହୃତ କାର ଓ ଦୁଇଜଣ ଆସାମୀକୁ ଧରିବାରେ ମିଳିଛି ବଡ଼ ସଫଳତା l ଆଜି ବୌଦ୍ଧ ଅବକାରୀ ରେଞ୍ଜ ଇନସ୍ପେକଟର ଦିଲ୍ଲୀପ କୁମାର ଶତପଥୀ ହରାଭଙ୍ଗା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଖବର ପାଇଲେ ଯେ l କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରୁ ଗୋଟିଏ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଛି l ଏହାର ଖବର ପାଇ ତୁରନ୍ତ ଚାରିଛକ ଆଗରେ କଲା ରଙ୍ଗର ହୋଣ୍ଡା କାର ଦ୍ରୁତ ଗତିରେ ଆସୁଛି l ଏହାକୁ ଅଟକାଇ ଯାଞ୍ଚ କରିବାରୁ ୭୦କେଜି ଗଜେଇ କାର ଦିକିରୁ ଉଦ୍ଧାର କରିଥିଲେ ଓ ଦୁଇଜଣ ଆସାମୀକୁ ଗିରଫ କରିବାରେ ସଫ ହୋଇଥିଲେ l ଆସନ୍ତୁ ଜାଣିବା ଆସାମୀ ଓ ଇନ୍ସପେକ୍ଟର ଶତପଥୀ କଣ କହୁଛନ୍ତି l
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    1
    ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.