logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମ୍ବଲପୁର ଚାହୁଁନି ମହୁଲ ବ୍ରୀଜରେ ଜଣେ ମହିଳା ଆତ୍ମ ହତ୍ୟା କରୁଥିବା ପରର ଦୃଶ୍ୟ।

13 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer Jamankira, Sambalpur•
13 hrs ago

ସମ୍ବଲପୁର ଚାହୁଁନି ମହୁଲ ବ୍ରୀଜରେ ଜଣେ ମହିଳା ଆତ୍ମ ହତ୍ୟା କରୁଥିବା ପରର ଦୃଶ୍ୟ।

More news from ଓଡ଼ିଶା and nearby areas
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    10 hrs ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer Jamankira, Sambalpur•
    13 hrs ago
  • ଫାଶୀମାଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
    1
    ଫାଶୀମାଲ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 hrs ago
  • ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ #LaneChangeSafely #RoadSafety #StayAlert #ComeHomeSafe
    1
    ଲେନ୍ ପରିବର୍ତ୍ତନ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ 
ଏହି ସମୟରେ ଟିକେ ବି ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ
ସଡ଼କ ସୁରକ୍ଷା ନିୟମର ପାଳନ ହିଁ ଆପଣଙ୍କୁ ଦୁର୍ଘଟଣାରୁ ଦୂରେଇ ରଖିବ
ସଚେତନ ସଡ଼କ ବ୍ୟବହାରକାରୀ ଭାବେ ଟ୍ରାଫିକ ନିୟମ ପାଳନ କରନ୍ତୁ 
#LaneChangeSafely #RoadSafety #StayAlert #ComeHomeSafe
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ସରିଗିପାଲି ନିକଟରେ ଏକ ସୋମବାର ଏକ ଗାଡ଼ି ଧକ୍କାରେ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ବଗର୍ଷିଙ୍କ ମୃତ୍ୟୁ ହୋଇଛି। ଏ ନେଇ ମୃତକଙ୍କ ଭାଇ ବସନ୍ତ ବର୍ଗତି ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିବା ପରେ ପୋଲିସ ନମ୍ବର ୫୭/୨୬ରେ ଏକ ମାମଲା ରୁଜୁ କରିଛି ପୋଲିସ କହିଛି,ସୁଶାନ୍ତ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କିଶୋରନଗର ମେଡିକାଲରେ ଭର୍ଭି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
    1
    ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ସରିଗିପାଲି
ନିକଟରେ ଏକ ସୋମବାର ଏକ ଗାଡ଼ି ଧକ୍କାରେ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ବଗର୍ଷିଙ୍କ ମୃତ୍ୟୁ ହୋଇଛି।
ଏ ନେଇ ମୃତକଙ୍କ ଭାଇ ବସନ୍ତ ବର୍ଗତି ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିବା ପରେ ପୋଲିସ ନମ୍ବର ୫୭/୨୬ରେ ଏକ ମାମଲା
ରୁଜୁ କରିଛି ପୋଲିସ କହିଛି,ସୁଶାନ୍ତ ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କିଶୋରନଗର ମେଡିକାଲରେ ଭର୍ଭି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    23 hrs ago
  • ବୌଦ୍ଧରେ ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ: ବେଆଇନ ବାଲି ଚୋରା ଚାଲାଣ ଓ ଗଞ୍ଜେଇ ଚାଷକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ସୁଜିତ୍ ପାଢ଼ୀ ​ବୌଦ୍ଧ ସର୍କିଟ ହାଉସ ପରିସରରେ ଆଜି ପୂର୍ବତନ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରଜ୍ୟ ସରକାରଙ୍କ ନିୟମ କୁ ମାନୁ ନାହାନ୍ତି ଜିଲ୍ଲାପାଳ l ଜିଲ୍ଲାର ବିଭିନ୍ନ ନଦୀପଠାରୁ ବ୍ୟାପକ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଛି, ଯାହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହା ସହିତ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି। ​ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ଚାଲିଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି। ​​ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ରାଜସ୍ୱ ହାନି ରୋକିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଆଇନ ବାଲି ଓ ଗଞ୍ଜେଇ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ବାଇଟ - ସୁଜିତ୍ କୁମାର ପାଢ଼ୀ,ପୁର୍ବତନ ବୌଦ୍ଧ ବିଧାୟକ
    1
    ବୌଦ୍ଧରେ ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ: ବେଆଇନ ବାଲି ଚୋରା ଚାଲାଣ ଓ ଗଞ୍ଜେଇ ଚାଷକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ସୁଜିତ୍ ପାଢ଼ୀ
​ବୌଦ୍ଧ ସର୍କିଟ ହାଉସ ପରିସରରେ ଆଜି ପୂର୍ବତନ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରଜ୍ୟ ସରକାରଙ୍କ ନିୟମ କୁ ମାନୁ ନାହାନ୍ତି ଜିଲ୍ଲାପାଳ l ଜିଲ୍ଲାର ବିଭିନ୍ନ ନଦୀପଠାରୁ ବ୍ୟାପକ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଛି, ଯାହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହା ସହିତ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି।
​ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ଚାଲିଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି।
​​ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ରାଜସ୍ୱ ହାନି ରୋକିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଆଇନ ବାଲି ଓ ଗଞ୍ଜେଇ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ବାଇଟ - ସୁଜିତ୍ କୁମାର ପାଢ଼ୀ,ପୁର୍ବତନ ବୌଦ୍ଧ ବିଧାୟକ
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ମଙ୍ଗଳବାର ରାତିରେ ମନମୁଣ୍ଡା - ଶଗଡା ରାସ୍ତାର ଭାଲିଆପଦର ନାଳ ନିକଟରେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଳକ ମୃତ
    1
    ମଙ୍ଗଳବାର ରାତିରେ ମନମୁଣ୍ଡା - ଶଗଡା  ରାସ୍ତାର ଭାଲିଆପଦର ନାଳ ନିକଟରେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଳକ ମୃତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    14 hrs ago
  • ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    1
    ବଞ୍ଜାରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.