logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଟପାଡ଼ ଥାନା ଢାମଣାହାଣ୍ଡି ଗ୍ରାମରେ ବରଯାତ୍ରୀ ଗାଡି ଓଲଟି 5ଜଣ ଗୁରୁତର #kotpadbreakingnews

4 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
4 hrs ago

କୋଟପାଡ଼ ଥାନା ଢାମଣାହାଣ୍ଡି ଗ୍ରାମରେ ବରଯାତ୍ରୀ ଗାଡି ଓଲଟି 5ଜଣ ଗୁରୁତର #kotpadbreakingnews

More news from ଓଡ଼ିଶା and nearby areas
  • ଆସନ୍ତା କାଲି ଭାରତ ବନ୍ଦ
    1
    ଆସନ୍ତା କାଲି ଭାରତ ବନ୍ଦ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    1
    ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • Post by Jeypore Local News
    1
    Post by Jeypore Local News
    user_Jeypore Local News
    Jeypore Local News
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • ଉମେରକୋଟ ବ୍ଲକ ବଡଭରଣ୍ଡୀ ଠାରେ ସହିଦ ବଗାପୂଜାରି ଙ୍କ ବଳିଦାନ ଦିବସ ପାଳିତ
    1
    ଉମେରକୋଟ ବ୍ଲକ ବଡଭରଣ୍ଡୀ ଠାରେ ସହିଦ ବଗାପୂଜାରି ଙ୍କ ବଳିଦାନ ଦିବସ ପାଳିତ
    user_Jitendra mohanty
    Jitendra mohanty
    ସାମ୍ବାଦିକ ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    5 hrs ago
  • ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗ୍ରାମର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ଅପରାହ୍ନରେ ନିଜ ଗାଁ କୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା। ହାଇଓ୍ବା ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାସୁଦେବ ଗୁରୁତର ହେଇଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଚିହ୍ନଟ ପାଇଁ ଦାବି କରି ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗି ଥିବା ସି.ସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବା ର ସନ୍ଧାନ କରୁଛନ୍ତି।
    3
    ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର 
କଳାହାଣ୍ଡି ଜିଲ୍ଲା ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
ସୂଚନା ଅନୁସାରେ କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗ୍ରାମର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ଅପରାହ୍ନରେ ନିଜ ଗାଁ କୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା। ହାଇଓ୍ବା ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାସୁଦେବ ଗୁରୁତର ହେଇଛନ୍ତି। ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଘଟଣା ସ୍ଥଳରୁ ଫେରାର ହେଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଚିହ୍ନଟ ପାଇଁ ଦାବି କରି ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗି ଥିବା ସି.ସି କ୍ୟାମେରା ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବା ର ସନ୍ଧାନ କରୁଛନ୍ତି।
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    5 hrs ago
  • ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।
    4
    ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    8 hrs ago
  • କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    1
    କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା  ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    user_Jagadish Naik
    Jagadish Naik
    Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    15 hrs ago
  • କୁନ୍ଦୁରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର
    1
    କୁନ୍ଦୁରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.