logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।

3 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
3 hrs ago

ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ

c597ad01-fc71-4bcc-a589-034a9469563c

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ

8c11219e-03bb-4a23-a367-a6463189fa28

ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ

2925c283-70bf-48e2-8559-879d00477747

ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।

More news from ଓଡ଼ିଶା and nearby areas
  • କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    1
    କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    23 hrs ago
  • କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    1
    କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା  ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    user_Jagadish Naik
    Jagadish Naik
    Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ୧୨ ଦଫା ଦାବି ଉଠାଇଲା ଶ୍ରମିକ ସମନ୍ୱୟ ସମିତି
    2
    ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ୧୨ ଦଫା ଦାବି ଉଠାଇଲା ଶ୍ରମିକ ସମନ୍ୱୟ ସମିତି
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • ଉମେରକୋଟ ବ୍ଲକ ବଡଭରଣ୍ଡୀ ଠାରେ ସହିଦ ବଗାପୂଜାରି ଙ୍କ ବଳିଦାନ ଦିବସ ପାଳିତ
    1
    ଉମେରକୋଟ ବ୍ଲକ ବଡଭରଣ୍ଡୀ ଠାରେ ସହିଦ ବଗାପୂଜାରି ଙ୍କ ବଳିଦାନ ଦିବସ ପାଳିତ
    user_Jitendra mohanty
    Jitendra mohanty
    ସାମ୍ବାଦିକ ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    7 min ago
  • ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନେହୁରା।କଳାହାଣ୍ଡି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ପୁଣି ଜଣେ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟ ପଟେଲ ଦୁଇ ବର୍ଷ ତଳେ ପରିବାର ପୋଷିବା ପାଇଁ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ତମାଖୁ ଫେକ୍ଟ୍ରିରେ ସେ କାମ କରୁଥିଲେ। କିନ୍ତୁ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସେମାନେ ମ୍ରିୟମାଣ। ତେବେ ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
    1
    ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନେହୁରା।କଳାହାଣ୍ଡି ଜିଲ୍ଲାରେ ଥମୁନି ଦାଦନ ଦୁଃଖ। ପୁଣି ଜଣେ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଛି।  କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁରେ ଏବେ ଶୋକାକୁଳ ପରିବେଶ। ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟ ପଟେଲ ଦୁଇ ବର୍ଷ ତଳେ ପରିବାର ପୋଷିବା ପାଇଁ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ତମାଖୁ ଫେକ୍ଟ୍ରିରେ ସେ କାମ କରୁଥିଲେ। କିନ୍ତୁ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସେମାନେ ମ୍ରିୟମାଣ। ତେବେ ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    1 hr ago
  • ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ । ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି,ଗଜପତି ଜିଲ୍ଲା ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ଵ କରିଥିଲେ । ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜଗାରକ୍ଷମ ମହିଳା ସିଲେଇ ଉଦ୍ୟୋଗୀ ହୋଇପାରିବେ ତାହା ବୁଝା ଯାଇ ଥିଲା ଏବଂ "ମହିଳା ସିଲେଇ ଶିକ୍ଷା ପ୍ରମାଣ ପତ୍ର" ମଧ୍ୟ ବଣ୍ଟନ କରାଯାଇ ଥିଲା l ଏହି ସଭାରେ ଅନୁଷ୍ଠାନର ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l
    1
    ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ।
ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି,ଗଜପତି ଜିଲ୍ଲା ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ଵ କରିଥିଲେ । ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜଗାରକ୍ଷମ ମହିଳା ସିଲେଇ ଉଦ୍ୟୋଗୀ ହୋଇପାରିବେ ତାହା ବୁଝା ଯାଇ ଥିଲା ଏବଂ "ମହିଳା ସିଲେଇ ଶିକ୍ଷା ପ୍ରମାଣ ପତ୍ର" ମଧ୍ୟ ବଣ୍ଟନ କରାଯାଇ ଥିଲା l ଏହି ସଭାରେ ଅନୁଷ୍ଠାନର ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • ଜଙ୍ଗଲ ଆଗ୍ନିକାଣ୍ଡ ସଚେତନତା ଓ ପ୍ରତିରୋଧକ ବ୍ୟବସ୍ଥା ନେଇ ବନ ବିଭାଗର ପଦକ୍ଷେପ
    1
    ଜଙ୍ଗଲ ଆଗ୍ନିକାଣ୍ଡ ସଚେତନତା ଓ ପ୍ରତିରୋଧକ ବ୍ୟବସ୍ଥା ନେଇ ବନ ବିଭାଗର ପଦକ୍ଷେପ
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
    1
    ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
    user_Jitendra mohanty
    Jitendra mohanty
    ସାମ୍ବାଦିକ ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ଧ୍ୟାନ ମନ୍ଦିର ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। କରଣ ସାହି ନିବାସୀ ସ୍ବର୍ଗତ ପ୍ରଦୀପ ପଟ୍ଟନାୟକ ଓରଫ ସୁଭାଷ ବହୁ ଦିନରୁ ଅସୁସ୍ଥ ଥିବା ବେଳେ ଚଳିତ ମାସ ୪/୨/୨୦୨୬ ତାରିଖରେ ନିଜ ବାସ ଭବନରେ ୭୫ ବର୍ଷ ବୟସରେ ଇହଲିଳା ତ୍ୟାଗ କରିଥିଲେ। ସେ ଜଣେ ବରିଷ୍ଠ କଂଗ୍ରେସ୍ ନେତା ଥିବା ବେଳେ ଜଣେ ସମାଜ ସେବୀ ଭାବେ ପରିଚିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗଜପତି କରଣ ସମାଜ ର ଉପଦେଷ୍ଟା ହରି ମୋହନ ପଟନାୟକ ବିଛିତ୍ରା ନନ୍ଦ ବେବର୍ତ୍ତା, ସାରଳା ପଟ୍ଟନାୟକ, ଭେଙ୍କେଟେଶ୍ୱର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗୀୟ ପ୍ରଦୀପ ଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହ ସ୍ୱର୍ଗୀୟ ଙ୍କ ସ୍ମୃତି ଚାରଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଗଜପତି କରଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।
    1
    ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ଧ୍ୟାନ ମନ୍ଦିର ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। କରଣ ସାହି ନିବାସୀ ସ୍ବର୍ଗତ ପ୍ରଦୀପ ପଟ୍ଟନାୟକ ଓରଫ ସୁଭାଷ ବହୁ ଦିନରୁ ଅସୁସ୍ଥ ଥିବା ବେଳେ ଚଳିତ ମାସ ୪/୨/୨୦୨୬ ତାରିଖରେ ନିଜ ବାସ ଭବନରେ ୭୫ ବର୍ଷ ବୟସରେ ଇହଲିଳା ତ୍ୟାଗ କରିଥିଲେ। ସେ ଜଣେ ବରିଷ୍ଠ କଂଗ୍ରେସ୍ ନେତା ଥିବା ବେଳେ ଜଣେ ସମାଜ ସେବୀ ଭାବେ ପରିଚିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗଜପତି କରଣ ସମାଜ ର ଉପଦେଷ୍ଟା ହରି ମୋହନ ପଟନାୟକ ବିଛିତ୍ରା ନନ୍ଦ ବେବର୍ତ୍ତା, ସାରଳା ପଟ୍ଟନାୟକ, ଭେଙ୍କେଟେଶ୍ୱର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗୀୟ ପ୍ରଦୀପ ଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହ ସ୍ୱର୍ଗୀୟ ଙ୍କ ସ୍ମୃତି ଚାରଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଗଜପତି କରଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.