Shuru
Apke Nagar Ki App…
ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
Jitendra mohanty
ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
More news from ଓଡ଼ିଶା and nearby areas
- ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ରେ DFO ଙ୍କ ର ପ୍ରତିକ୍ରିୟା1
- କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ1
- ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜୀ ଖାନ ବନାଗ୍ନି ସଚେତନତା ତଥା ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନେଇ ଜନ ସାଧାରଣଙ୍କ ସମର୍ଥନ ଓ ସହଯୋଗ ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ I1
- ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।4
- ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ....1
- ମୁରିବାହାଲ ନର୍ସରି ପାଖରେ ଥିବା ମୁନା ଢ଼ାବା ରେ ଚଢ଼ାଉ ବିଦେଶୀ ମଦ ଜବତ। ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ।1
- ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ସିନାପାଲି ରେଞ୍ଜର କାଣା କହୁଛନ1
- ୧୨ ତାରିଖ ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ଦେଇଛି । ଏଥିପାଇଁ ଦାମନଯୋଡି ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ସମସ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରଖିବାକୁ ଏହି ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।1
- ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।1