logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ

2 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
2 hrs ago

ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ

More news from ଓଡ଼ିଶା and nearby areas
  • ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    1
    ରାୟପୁର ଓ ବିଶାଖାପାଟଣା କରିଡ଼ର ଆସନ୍ତା ଜୁନ 2026 ସୁଦ୍ଧା ଲୋକାର୍ପଣ ଲକ୍ଷ୍ୟ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • Post by Jeypore Local News
    1
    Post by Jeypore Local News
    user_Jeypore Local News
    Jeypore Local News
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    4 hrs ago
  • ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।
    4
    ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର ଓଡିଶାର ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ବିତ କରିବ ବୋଲି ସୂଚନା । ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ଛଅ ଲେନ ରାୟପୁର ଠାରୁ ବିଶାଖାପାଟନମ ଆର୍ଥିକ କରିଡୋର ଓଡ଼ିଶାରେ ସଂଯୋଗତା ଓ ଆଞ୍ଚଳିକ ଉନ୍ନତିକୁ ତ୍ବରାନ୍ୱିତ କରିବ। ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶର ସବୁଠାରୁ ପ୍ରତିଷ୍ଠିତ ହାଇୱେ ଢାଞ୍ଚାଗତ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଛଅ-ଲେନ, ଗ୍ରିନଫିଲ୍ଡ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାୟପୁର–ବିଶାଖାପଟନମ ଆର୍ଥିକ କରିଡୋର ନିର୍ମାଣ କରାଯାଉଛି।ପ୍ରାୟ ୪୬୫ କି.ମି. ଲମ୍ବା ଏହି କରିଡୋର ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମାଧ୍ୟମରେ ରାୟପୁର ନିକଟସ୍ଥ ଅଭନପୁର ଠାରୁ ବିଶାଖାପଟନମ ନିକଟସ୍ଥ ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସୃଷ୍ଟି କରିବ। ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଆଞ୍ଚଳିକ ଯାତାୟାତ ଓ ମାଲ ପରିବହନକୁ ଦ୍ରୁତ,ସହଜ ଓ କ୍ଷମତାଶୀଳ କରିବା। ପୂର୍ବଘାଟ ପର୍ବତମାଳା ପରି କଠିନ ଭୂପୃଷ୍ଠ ଅଞ୍ଚଳ ମାଧ୍ୟମରେ ଯାଉଥିବା ଏହି କରିଡୋରକୁ ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଓ ପାହାଡ଼ିଆ ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କି.ମି. ଗତି ପାଇଁ ଡିଜାଇନ୍ କରାଯାଇଛି, ଯାହା ସାର୍ବିକ ସଂଯୋଗତା ଓ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ନତ କରିବ। ଏହି କରିଡୋର ଛତିଶଗଡ଼ର ରାୟପୁର,ଧମତରୀ ଓ କାଙ୍କେର, ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ ବିଶାଖାପାଟଣା ଜିଲ୍ଲା ଦେଇ ଯାଉଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    1 hr ago
  • ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପାଳନ କରୁଛି 25 ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ
    1
    ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପାଳନ କରୁଛି 25 ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    22 hrs ago
  • ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
    1
    ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ,  ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ଆଭାଷୀ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କୁ ସଚେତନା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ଗନ୍ତାଘର କରିବା ଦିଗରେ କର୍ତ୍ତବ୍ୟ, ଦାପ୍ତା, ମତ୍ସ୍ୟ ବିଭାଗ ଓ ରିଲଏନ୍ସ ଫାଉଣ୍ଡେସନର ମିଳିତ ପ୍ରୟାସରେ କର୍ତ୍ତବ୍ୟ, ଦାପ୍ତା, ଜିଲ୍ଲା ମତ୍ସ୍ୟ ବିଭାଗ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଭାଷୀ ମାଧ୍ୟମରେ ଚାଷୀଙ୍କୁ ସଚେତନା କରିବା ଭଳି ଏକ ଅଭିନଵ ପ୍ରୟାସ କରାଯାଇଛି। କଳାହାଣ୍ଡି ଜିଲ୍ଲାର 1102 ଜଣ ମତ୍ସ୍ୟ ଚାଷୀ 13 ଟି ବ୍ଲକର 244 ଗ୍ରାମରୁ ଯୋଗଦାନ କରିଥିଲେ। ଯେଉଁଥିରେ 998 ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମତ୍ସ୍ୟ ଚାଷୀ ଓ 4 ଜଣ ପୁରୁଷ ଚାଷୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମତ୍ସ୍ୟ ଉଦ୍ୟୋଗୀ ଭାବେ ଗଢି ତୋଳିବା ଉପରେ ପୋଖରୀ ଚୟନ ଓ ସଫା ସୁତୁରା Ph ଟେଷ୍ଟ, ପ୍ଳାକଂଟନ ଟେଷ୍ଟ ଖାଦ୍ୟ ପରିଚାଳନା ରୋଗ ପରିଚାଳନା, ମତ୍ସ୍ୟ ବିଭାଗ ଦ୍ୱାରା ଯୋଗାଈ ଦିଆଯାଉଥିବା ସହାୟତା ରାଶି ଉପରେ ଗୁରୁତ୍ୱ ଆରୋପ କରି ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠି, ଶ୍ରୀମତୀ ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ପଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ,ସୁଶୀଲ କୁମାର ବେହେରା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ, ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରକଳ୍ପ ପରିଚାଲକ,ଅଶୋକ ମିଶ୍ର ଓ ଚନ୍ଦନ ଖାଡ଼ଙ୍ଗା ରିଲାଏନ୍ସ ଫାଉଣ୍ଡେସନ ଓ ଶ୍ରୀ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ, ହୃଦାନନ୍ଦ ମାଝୀ ମତ୍ସ୍ୟ ଚାମ୍ପିୟନ ଦାପ୍ତା ଉପସ୍ଥିତ ରହି ନିଜନିଜ ର ଅଭିଜ୍ଞତା ପ୍ରକାଶ କରି ମତ୍ସ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ମତ୍ସ୍ୟ ଚାଷୀ ଭାବେ ସମସ୍ତେ ଏକତ୍ରିତ ହୋଇ ମିଳିତ ଭାବରେ ଆସନ୍ନ ମାନ ସମସ୍ତ ସମସ୍ୟା ର ସମାଧାନ କରି କଳାହାଣ୍ଡି କୁ ସତ୍ସ୍ୟ ଗନ୍ତାଘର କରିବା ଦିଗରେ ପ୍ରଚେଷ୍ଟିତ କରିବେ ଓ ଘରୋଇ ତଥା ସଂଗଠନ ର ଆର୍ଥିକ ସ୍ଥିତି କୁ ସୁଦୃଢ କରି ନିଜକୁ ସ୍ୱୟଂ ସିଦ୍ଧ ମତ୍ସ୍ୟ ଉଦ୍ୟୋଗୀ ଭାବେ ସମଗ୍ର ଓଡିଶା ପ୍ରଦେଶ ରେ ସୁନାମ ଅର୍ଜନ କରିବା ଦିଗରେ ପ୍ରଶିକ୍ଷଣ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ କୁ ବିକାଶ ଚନ୍ଦ୍ର ଚଣ୍ଡୀ ମତ୍ସ୍ୟ ଚାମ୍ପିୟନ କର୍ତ୍ତବ୍ୟ ସହଯୋଗ କରିଥିଲେ।କଳାହାଣ୍ଡି କୋକସରା ରିତେଶ କୁମାର ମୁଣ୍ଡ ରିପୋର୍ଟ, ପଲିଟିକାଲ ଖଟି ଓଡିଶା
    2
    ଆଭାଷୀ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କୁ ସଚେତନା କାର୍ଯ୍ୟକ୍ରମ।
କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ଗନ୍ତାଘର କରିବା ଦିଗରେ କର୍ତ୍ତବ୍ୟ, ଦାପ୍ତା, ମତ୍ସ୍ୟ ବିଭାଗ ଓ ରିଲଏନ୍ସ ଫାଉଣ୍ଡେସନର ମିଳିତ ପ୍ରୟାସରେ 
କର୍ତ୍ତବ୍ୟ, ଦାପ୍ତା, ଜିଲ୍ଲା ମତ୍ସ୍ୟ ବିଭାଗ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଭାଷୀ ମାଧ୍ୟମରେ ଚାଷୀଙ୍କୁ ସଚେତନା କରିବା ଭଳି ଏକ ଅଭିନଵ ପ୍ରୟାସ କରାଯାଇଛି। କଳାହାଣ୍ଡି ଜିଲ୍ଲାର 1102 ଜଣ ମତ୍ସ୍ୟ ଚାଷୀ 13 ଟି ବ୍ଲକର 244 ଗ୍ରାମରୁ ଯୋଗଦାନ କରିଥିଲେ। ଯେଉଁଥିରେ 998 ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମତ୍ସ୍ୟ ଚାଷୀ ଓ 4 ଜଣ ପୁରୁଷ ଚାଷୀ ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମତ୍ସ୍ୟ ଉଦ୍ୟୋଗୀ ଭାବେ ଗଢି ତୋଳିବା ଉପରେ ପୋଖରୀ ଚୟନ ଓ ସଫା ସୁତୁରା Ph ଟେଷ୍ଟ, ପ୍ଳାକଂଟନ ଟେଷ୍ଟ ଖାଦ୍ୟ ପରିଚାଳନା ରୋଗ ପରିଚାଳନା, ମତ୍ସ୍ୟ ବିଭାଗ ଦ୍ୱାରା ଯୋଗାଈ ଦିଆଯାଉଥିବା ସହାୟତା ରାଶି ଉପରେ ଗୁରୁତ୍ୱ ଆରୋପ କରି ଚାଷୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠି, ଶ୍ରୀମତୀ ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ପଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ,ସୁଶୀଲ କୁମାର ବେହେରା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ, ଦେବେନ୍ଦ୍ର ପଟେଲ ଜିଲ୍ଲା ପ୍ରକଳ୍ପ ପରିଚାଲକ,ଅଶୋକ ମିଶ୍ର ଓ ଚନ୍ଦନ ଖାଡ଼ଙ୍ଗା ରିଲାଏନ୍ସ ଫାଉଣ୍ଡେସନ ଓ ଶ୍ରୀ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ, ହୃଦାନନ୍ଦ ମାଝୀ ମତ୍ସ୍ୟ ଚାମ୍ପିୟନ ଦାପ୍ତା ଉପସ୍ଥିତ ରହି ନିଜନିଜ ର ଅଭିଜ୍ଞତା ପ୍ରକାଶ କରି ମତ୍ସ୍ୟ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ମତ୍ସ୍ୟ ଚାଷୀ ଭାବେ ସମସ୍ତେ ଏକତ୍ରିତ ହୋଇ ମିଳିତ ଭାବରେ ଆସନ୍ନ ମାନ ସମସ୍ତ ସମସ୍ୟା ର ସମାଧାନ କରି କଳାହାଣ୍ଡି କୁ ସତ୍ସ୍ୟ ଗନ୍ତାଘର କରିବା ଦିଗରେ ପ୍ରଚେଷ୍ଟିତ କରିବେ ଓ ଘରୋଇ ତଥା ସଂଗଠନ ର ଆର୍ଥିକ ସ୍ଥିତି କୁ ସୁଦୃଢ କରି ନିଜକୁ ସ୍ୱୟଂ ସିଦ୍ଧ ମତ୍ସ୍ୟ ଉଦ୍ୟୋଗୀ ଭାବେ ସମଗ୍ର ଓଡିଶା ପ୍ରଦେଶ ରେ ସୁନାମ ଅର୍ଜନ କରିବା ଦିଗରେ ପ୍ରଶିକ୍ଷଣ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ କୁ ବିକାଶ ଚନ୍ଦ୍ର ଚଣ୍ଡୀ ମତ୍ସ୍ୟ ଚାମ୍ପିୟନ କର୍ତ୍ତବ୍ୟ ସହଯୋଗ କରିଥିଲେ।କଳାହାଣ୍ଡି   କୋକସରା ରିତେଶ କୁମାର ମୁଣ୍ଡ    ରିପୋର୍ଟ, ପଲିଟିକାଲ  ଖଟି ଓଡିଶା
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    1 hr ago
  • ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
    1
    ଭାଲୁ ଆକ୍ରମଣ ରୁ ବର୍ତିଲେ ଯୁବକ
    user_Jitendra mohanty
    Jitendra mohanty
    ସାମ୍ବାଦିକ ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    2 hrs ago
  • କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    1
    କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.