logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକରେ କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ ଘଟଣା ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ୍ କାର୍ଯ୍ୟରେ ଅବହେଳା ପାଇଁ ଦୁଇ କନଷ୍ଟେବଳ ନିଲମ୍ବିତ ଭଦ୍ରକରେ କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ ଘଟଣା ପୋଲିସ ହେପାଜତ୍ବରୁ ଅଭିଯୁକ୍ତ ଚମ୍ପଟ୍ କାର୍ଯ୍ୟରେ ଅବହେଳା ପାଇଁ ଦୁଇ କନଷ୍ଟେବଳ ନିଲମ୍ବିତ ଏମାନେ ହେଲେ କମଳାକାନ୍ତ ସିଂ ଓ ମନୋରଞ୍ଜନ ବେହେରା ସୂଚନା ଦେଲେ ଭଦ୍ରକ ଜିଲ୍ଲା ଏସ୍‌ପି ମନୋଜ ରାଉତ

5 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
5 hrs ago
a7dd4942-65f2-46fe-83ab-e3f4cacaf958

ଭଦ୍ରକରେ କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ ଘଟଣା ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ୍ କାର୍ଯ୍ୟରେ ଅବହେଳା ପାଇଁ ଦୁଇ କନଷ୍ଟେବଳ ନିଲମ୍ବିତ ଭଦ୍ରକରେ କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ ଘଟଣା ପୋଲିସ ହେପାଜତ୍ବରୁ ଅଭିଯୁକ୍ତ ଚମ୍ପଟ୍ କାର୍ଯ୍ୟରେ ଅବହେଳା ପାଇଁ ଦୁଇ କନଷ୍ଟେବଳ ନିଲମ୍ବିତ ଏମାନେ ହେଲେ କମଳାକାନ୍ତ ସିଂ ଓ ମନୋରଞ୍ଜନ ବେହେରା ସୂଚନା ଦେଲେ ଭଦ୍ରକ ଜିଲ୍ଲା ଏସ୍‌ପି ମନୋଜ ରାଉତ

More news from ଓଡ଼ିଶା and nearby areas
  • ମନ୍ତ୍ରୀଙ୍କୁ ଚିଠି ଦେବାର ୮ ମାସ ପରେବି ଭଦ୍ରକ ବନ୍ଧୁ ଟିଲୋ ରେ ହୋଇପାରୁନି ଷ୍ଟାଡିୟମ, ୩୦ ତମ ଟିଲୋ କପ୍ ୨୦୨୬ ସର୍ବଭାରତୀୟ ୮ ମାର୍ଚ୍ଚ ୬ରୁ ୧୫ ପର୍ଯ୍ୟନ୍ତ ହେଲା ଘୋଷଣା, ଏଠାରେ ଧୋନି ମଧ୍ୟ ଖେଳିକି ଯାଇଛନ୍ତି
    1
    ମନ୍ତ୍ରୀଙ୍କୁ ଚିଠି ଦେବାର ୮ ମାସ ପରେବି ଭଦ୍ରକ ବନ୍ଧୁ ଟିଲୋ ରେ ହୋଇପାରୁନି ଷ୍ଟାଡିୟମ, ୩୦ ତମ ଟିଲୋ କପ୍ ୨୦୨୬ ସର୍ବଭାରତୀୟ ୮ ମାର୍ଚ୍ଚ ୬ରୁ ୧୫ ପର୍ଯ୍ୟନ୍ତ ହେଲା ଘୋଷଣା, ଏଠାରେ ଧୋନି ମଧ୍ୟ ଖେଳିକି ଯାଇଛନ୍ତି
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • Post by ODISHA DARPAN
    1
    Post by ODISHA DARPAN
    user_ODISHA DARPAN
    ODISHA DARPAN
    Voice of people ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
  • ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    1
    ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    14 hrs ago
  • ସାଇବର ଠକେଇ ର ନୂଆ ନୂଆ କୌଶଳ ଆପଣଉଛନ୍ତି ସାଇବର ଠକ। ଦେଖନ୍ତୁ ଏକ ଶିକ୍ଷଣୀୟ ଭିଡିଓ ବାର୍ତ୍ତା
    1
    ସାଇବର ଠକେଇ ର ନୂଆ ନୂଆ କୌଶଳ ଆପଣଉଛନ୍ତି ସାଇବର ଠକ। ଦେଖନ୍ତୁ ଏକ ଶିକ୍ଷଣୀୟ ଭିଡିଓ ବାର୍ତ୍ତା
    user_Bibhudutta Prusty
    Bibhudutta Prusty
    Jajapur, Odisha•
    4 hrs ago
  • ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ
    1
    ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ -
ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି ।
ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି ।
ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    15 hrs ago
  • ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍‌ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍‌ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।
    1
    ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍‌ ହୋଇଥିବା ଜମିକୁ ନେଇ  ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍‌ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ଡେରାବିଶ୍ ଫରେଷ୍ଟରଙ୍କ ନାମରେ ଅଭିଯୋଗ, ଗ୍ରାମବାସୀଙ୍କ ଅଭିଯୋଗ ।
    1
    ଡେରାବିଶ୍ ଫରେଷ୍ଟରଙ୍କ ନାମରେ ଅଭିଯୋଗ, ଗ୍ରାମବାସୀଙ୍କ ଅଭିଯୋଗ ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    12 hrs ago
  • ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    1
    ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.