logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ। ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ।

13 hrs ago
user_BHOJARAJ DANDASENA
BHOJARAJ DANDASENA
Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
13 hrs ago

ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ। ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ।

  • user_User8062
    User8062
    Sundargarh, Odisha
    🙏
    6 hrs ago
More news from ଓଡ଼ିଶା and nearby areas
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    Pujari ବେଲପରା, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ।
    1
    ପ୍ରକୃତିର କରାଳ ରୁ ଘର ଦ୍ୱାର ସହିତ ଚାଷ ସମ୍ପୁର୍ଣ୍ଣ ନସ୍ଟଁ ବେସାହାରା ଲୋକେ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • #ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ । #WarUpdate #KanakNews
    1
    #ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା
ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ ।
#WarUpdate #KanakNews
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ନୂଆପଡା -୦୮/୦୪- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଘୋଗୁଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ। ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ। ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ ସଠିକ ଭାବେ ରକ୍ଷାଣବେକ୍ଷଣ କରିବା ସହ କାର୍ଯ୍ୟାଳୟର ସମସ୍ତ ରେକର୍ଡ ସୁଚାରୁ ଭାବେ ପରିଚାଳନା ପାଇଁ ସେ ଜୋର ଦେଇଥିଲେ। କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିମାସ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
    3
    ନୂଆପଡା -୦୮/୦୪- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଘୋଗୁଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା ଅନୁଷ୍ଠିତ ହୋଇଯାଇଛି।
ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।
ସଭାରେ ଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଓ ବାୟୋମେଟ୍ରିକ ଉପସ୍ଥାପନା ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଶାସନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମସ୍ତଙ୍କୁ ସମର୍ପିତ ଭାବରେ କାମ କରିବାକୁ ସେ ଆହ୍ୱାନ କରିଥିଲେ।
ସମସ୍ତ କର୍ମଚାରୀଙ୍କ ପାଇଁ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରିଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଚେତନ କରିଥିଲେ।
ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୁକ, କ୍ୟାଶ ବୁକ ଓ ସିଏଲ୍ ରେଜିଷ୍ଟରକୁ ନିୟମିତ ଯାଞ୍ଚ ଓ ସଠିକ ଭାବେ ରକ୍ଷାଣବେକ୍ଷଣ କରିବା ସହ କାର୍ଯ୍ୟାଳୟର ସମସ୍ତ ରେକର୍ଡ ସୁଚାରୁ ଭାବେ ପରିଚାଳନା ପାଇଁ ସେ ଜୋର ଦେଇଥିଲେ।
କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିମାସ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।
ସଭାରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
  • ଶିକ୍ଷାକୁ ନେଇ ସରକାରକୁ ନୂଆ ପ୍ରସ୍ତାବ ଦେଲେ ଭୀମ ଆର୍ମି ଜୟ ଭୀମ ସଂଗଠନ ଅନୀଲ ମୂଗ୍ରୀ ସରକାରି ଶିକ୍ଷାନୁ ବଞ୍ଚିତ ହୋଇଥିଲେ ସରକାରି ଚାକିରି କରିପାରିବେନି #ମୋର୍_ଅଧିକାର #ଓଡ଼ିଶା #ବଲାଙ୍ଗୀର
    1
    ଶିକ୍ଷାକୁ ନେଇ ସରକାରକୁ ନୂଆ ପ୍ରସ୍ତାବ ଦେଲେ ଭୀମ ଆର୍ମି ଜୟ ଭୀମ ସଂଗଠନ ଅନୀଲ ମୂଗ୍ରୀ ସରକାରି ଶିକ୍ଷାନୁ ବଞ୍ଚିତ ହୋଇଥିଲେ ସରକାରି ଚାକିରି କରିପାରିବେନି #ମୋର୍_ଅଧିକାର #ଓଡ଼ିଶା #ବଲାଙ୍ଗୀର
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    8 hrs ago
  • #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    1
    #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    8 hrs ago
  • ବେଳପଡା ବ୍ଲକ ବାଗଦୋର ଗାଁ ରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ଓ ବଜ୍ରପାତରେ ଚାଲିଗଲା ବଲଦ ର ଜୀବନ।
    1
    ବେଳପଡା ବ୍ଲକ ବାଗଦୋର ଗାଁ ରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ଓ ବଜ୍ରପାତରେ ଚାଲିଗଲା ବଲଦ ର ଜୀବନ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.