logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l

2 hrs ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
2 hrs ago

ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l

More news from ଓଡ଼ିଶା and nearby areas
  • ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l
    1
    ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    3
    ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ  ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    user_Srikanta Biswal Adyasha Live
    Srikanta Biswal Adyasha Live
    Local News Reporter ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ହାସିମପୁର ଗ୍ରାମ ରୁ ମୟୂର ଉଦ୍ଧାର
    1
    ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ହାସିମପୁର ଗ୍ରାମ ରୁ ମୟୂର ଉଦ୍ଧାର
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • Post by Mahima tv Rajesh Kumar Giri
    1
    Post by Mahima tv Rajesh Kumar Giri
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    7 hrs ago
  • ବାଲେଶ୍ବର ବୈଶାଖୀ ମହୋତ୍ସବ
    1
    ବାଲେଶ୍ବର ବୈଶାଖୀ ମହୋତ୍ସବ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ଜୀବନ ର ମୂଲ୍ୟ କିଛି ନୂହୋ,,,
    1
    ଜୀବନ ର ମୂଲ୍ୟ କିଛି ନୂହୋ,,,
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    15 hrs ago
  • ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ। ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ। “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି। ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।
    1
    ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ।
ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ।
“ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି।
ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    15 hrs ago
  • ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ନୂଆଗାଁ, ବନ୍ଧସାହି, ଗୋପୀନାଥପୁର ଓ ପୁରୁଷୋତ୍ତମପୁର ଗ୍ରାମରେ ଚଢ଼ାଉ କରାଯାଇ ୩୪୫ ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ଗୁଡ଼ ପୋଚ ଜବତ କରାଯିବା ସହିତ ଗୋପୀନାଥପୁର ଗ୍ରାମର ଲକ୍ଷ୍ମଣ ଜେନା ଓ ମିନତୀ ଜେନା ଏବଂ ପୁରୁଷୋତ୍ତମପୁର ଗ୍ରାମର ସୁମିତ୍ରା ମଲ୍ଲିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ଶଶୀକାନ୍ତ ସାହୁ, ଦେବାଶିଷ ମଲ୍ଲିକ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
    4
    ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ନୂଆଗାଁ, ବନ୍ଧସାହି, ଗୋପୀନାଥପୁର ଓ ପୁରୁଷୋତ୍ତମପୁର ଗ୍ରାମରେ ଚଢ଼ାଉ କରାଯାଇ ୩୪୫ ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ଗୁଡ଼ ପୋଚ ଜବତ କରାଯିବା ସହିତ ଗୋପୀନାଥପୁର ଗ୍ରାମର ଲକ୍ଷ୍ମଣ ଜେନା ଓ ମିନତୀ ଜେନା ଏବଂ ପୁରୁଷୋତ୍ତମପୁର ଗ୍ରାମର ସୁମିତ୍ରା ମଲ୍ଲିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ଶଶୀକାନ୍ତ ସାହୁ, ଦେବାଶିଷ ମଲ୍ଲିକ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.