Shuru
Apke Nagar Ki App…
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ହାସିମପୁର ଗ୍ରାମ ରୁ ମୟୂର ଉଦ୍ଧାର
Pradeep Jena 9090008815
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ହାସିମପୁର ଗ୍ରାମ ରୁ ମୟୂର ଉଦ୍ଧାର
More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ହାସିମପୁର ଗ୍ରାମ ରୁ ମୟୂର ଉଦ୍ଧାର1
- ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥର ମାଟିଆପଡା ଛକ ନିକଟରେ ଏକ ଟ୍ରାଭେଲର ଭାରସାମ୍ୟ ହରାଇ ଗଛକୁ ପିଟି ଦୁର୍ଘଟଣା ଘଟିଥିବା ସିସିଟିଭି ଫୁଟେଜରେ ଭୟଙ୍କର ଦୃଶ୍ୟ l1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।3
- Post by Mahima tv Rajesh Kumar Giri1
- ବାଲେଶ୍ବର ବୈଶାଖୀ ମହୋତ୍ସବ1
- ଜୀବନ ର ମୂଲ୍ୟ କିଛି ନୂହୋ,,,1
- ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ। ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ। “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି। ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।1
- ସୁବର୍ଣ୍ଣରେଖା ନଦୀ ରେ ଗୋଧୋଉଥିବା ବେଳେ ନଦୀ ରେ ଭାସି ନାବାଳକ ନିଖୋଜ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଗୋବର୍ଧନପୁର ଗ୍ରାମର ଚିତ୍ରମ ନାଥ ଙ୍କ ପନ୍ଦର ବର୍ଷ ର ପୂଅ ସୂନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୁ ଗୋଧୋଇବାକୁ ଆସିଥିବା ବେଳେ ପ୍ରଖର ପାଣି ସ୍ରୋତ ରେ ଭାସି ଯାଇ ଥିଲେ, ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନଦୀ ଘାଟ କୁ ଆସି ଖୋଜାଖୋଜି କରିଥିଲେ ମଧ୍ଯ ସୂନିଲ ର କୌଣସି ସନ୍ଧାନ ମିଳି ନଥିଲା, ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି1