logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ -------------------------------- ଆଜି ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ ହୋଇଯାଇଛି l ଦୀର୍ଘ ଦିନର ପ୍ରଚେଷ୍ଟାର ଫଳ ସ୍ବରୂପ ଓଡ଼ିଆ ଭାଷା ମାର୍ଚ୍ଚ ୧୧ ,୨୦୧୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା। ଏହି ଦିବସର ମହତ୍ତ୍ୱକୁ ଛାତ୍ରୀମାନଙ୍କ ମଧ୍ୟରେ ବହୁଳ ପ୍ରସାର ପାଇଁ ଆଜି ଏହି ଦିବସଟିକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ତଥା ସହକାରୀ ପ୍ରଫେସର ଡକ୍ଟର ଚନ୍ଦ୍ରକାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ଓଡ଼ିଆ ଭାଷାର ଏକ ସମୃଦ୍ଧ ପରମ୍ପରା ରହିଛି l ଅତୀତରେ କିଛି ଚକ୍ରାନ୍ତ କାରୀଙ୍କ କୁଚକ୍ରାନ୍ତ ଫଳରେ ଆମ ଭାଷା ଦିନେ ହଜିଯିବାକୁ ବସିଥିଲା l ମାତ୍ର ଆମର କିଛି ମହାପୁରୁଷଙ୍କ ଉଦ୍ୟମରେ ହିଁ ଓଡ଼ିଆ ଭାଷାର ବିକାଶ ହୋଇଛି l ପୁଣି ଆମ ଭାଷାର ଦୁଇହଜାର ବର୍ଷର ଏକ ସୁଦୀର୍ଘ ଇତିହାସ ଅଛି l ସମ୍ପ୍ରତି ସାଧାରଣରେ ଆମ ଏହି ସମୃଦ୍ଧ ପରମ୍ପରା ପ୍ରତି ଶ୍ରଦ୍ଧା ଭାବ କମି କମି ଯାଉଥିଲାପରି ମନେ ହୁଏ l ଆଜି ସରକାରୀ ସ୍ତରରେ ଭାଷାର ବିକାଶ ପାଇଁ ଯେଉଁ ଉଦ୍ୟମ ଦେଖାଯାଉଛି ତାହା ନିଶ୍ଚୟ ଆମ ଜାତି, ଆମ ଭାଷାପାଇଁ ଶୁଭଙ୍କର ଅଟେ l ସରକାରୀ ସ୍ତରରେ କେବଳ ନୁହେଁ ବରଂ ସାମଗ୍ରିକ ଭାବରେ ମିଳିତ ଉଦ୍ୟମରେ ହିଁ ଏହି ଓଡ଼ିଆ ଭାଷାର ବ୍ୟବହାରକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ।ଯାହା ଓଡ଼ିଆ ଭାଷାକୁ ଭଲ ପାଉଥିବା ଓ ଓଡ଼ିଆ ଭାଷାର ଛାତ୍ର- ଛାତ୍ରୀମାନଙ୍କୁ ଆଗକୁ ନେବାପାଇଁ ଅଣ୍ଟା ଭିଡ଼ିବାକୁ ପଡ଼ିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି ବିଭାଗୀୟ ମୁଖ୍ୟ ଲମ୍ବୋଦର ନାୟକ ଓଡ଼ିଆ ଭାଷାର ଅତୀତ ସହିତ ବର୍ତ୍ତମାନକୁ ଓ ବର୍ତ୍ତମାନ ସହିତ ଭବିଷ୍ୟତକୁ ଯୋଡ଼ି ଦେବା ପାଇଁ ନିଜର ମାତୃଭାଷା ଓଡ଼ିଆକୁ ଦୈନନ୍ଦିନ ଜୀବନରେ ବହୁଳ ବ୍ୟବହାର କରିବା ଆବଶ୍ୟକ ବୋଲି ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ବିଭାଗୀୟ ଅଧ୍ୟାପକ ଡକ୍ଟର ଚନ୍ଦ୍ରଶେଖର ଦାସ ସ୍ବାଗତ ଅଭିଭାଷଣରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାର ପ୍ରକ୍ରିୟା,ଇତିହାସ ଓ ସୁବିଧା ସୁଯୋଗ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସେହିପରି ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ମନୋରଞ୍ଜନ ନାଏକ ଓଡ଼ିଆମାନଙ୍କ ପାଇଁ ଏହି ଦିନର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ସହିତ ପ୍ରତ୍ୟେକ ଓଡ଼ିଆ ନିଜ ନିଜ ସ୍ତରରେ ଓଡ଼ିଆ ଭାଷାର ଯଥାସମ୍ଭବ ଉନ୍ନତିପାଇଁ ପ୍ରୟାସ କରିବା ପାଇଁ ଇଚ୍ଛାପ୍ରକାଶ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ବିଭାଗର ପ୍ରଥମ ବର୍ଷର ଛାତ୍ରୀ ମଇନା ସିଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

3 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
3 hrs ago
0a0c6749-a156-4efa-9dc9-0c654c36bdd4

ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ -------------------------------- ଆଜି ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ ହୋଇଯାଇଛି l ଦୀର୍ଘ ଦିନର ପ୍ରଚେଷ୍ଟାର ଫଳ ସ୍ବରୂପ ଓଡ଼ିଆ ଭାଷା ମାର୍ଚ୍ଚ ୧୧ ,୨୦୧୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା। ଏହି ଦିବସର ମହତ୍ତ୍ୱକୁ ଛାତ୍ରୀମାନଙ୍କ ମଧ୍ୟରେ ବହୁଳ ପ୍ରସାର ପାଇଁ ଆଜି ଏହି ଦିବସଟିକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ତଥା ସହକାରୀ ପ୍ରଫେସର ଡକ୍ଟର ଚନ୍ଦ୍ରକାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ଓଡ଼ିଆ ଭାଷାର ଏକ ସମୃଦ୍ଧ ପରମ୍ପରା ରହିଛି l ଅତୀତରେ କିଛି ଚକ୍ରାନ୍ତ କାରୀଙ୍କ କୁଚକ୍ରାନ୍ତ ଫଳରେ ଆମ ଭାଷା ଦିନେ

9ce19d4b-0e74-4f20-8a38-158059282ca6

ହଜିଯିବାକୁ ବସିଥିଲା l ମାତ୍ର ଆମର କିଛି ମହାପୁରୁଷଙ୍କ ଉଦ୍ୟମରେ ହିଁ ଓଡ଼ିଆ ଭାଷାର ବିକାଶ ହୋଇଛି l ପୁଣି ଆମ ଭାଷାର ଦୁଇହଜାର ବର୍ଷର ଏକ ସୁଦୀର୍ଘ ଇତିହାସ ଅଛି l ସମ୍ପ୍ରତି ସାଧାରଣରେ ଆମ ଏହି ସମୃଦ୍ଧ ପରମ୍ପରା ପ୍ରତି ଶ୍ରଦ୍ଧା ଭାବ କମି କମି ଯାଉଥିଲାପରି ମନେ ହୁଏ l ଆଜି ସରକାରୀ ସ୍ତରରେ ଭାଷାର ବିକାଶ ପାଇଁ ଯେଉଁ ଉଦ୍ୟମ ଦେଖାଯାଉଛି ତାହା ନିଶ୍ଚୟ ଆମ ଜାତି, ଆମ ଭାଷାପାଇଁ ଶୁଭଙ୍କର ଅଟେ l ସରକାରୀ ସ୍ତରରେ କେବଳ ନୁହେଁ ବରଂ ସାମଗ୍ରିକ ଭାବରେ ମିଳିତ ଉଦ୍ୟମରେ ହିଁ ଏହି ଓଡ଼ିଆ ଭାଷାର ବ୍ୟବହାରକୁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ।ଯାହା ଓଡ଼ିଆ ଭାଷାକୁ ଭଲ ପାଉଥିବା ଓ ଓଡ଼ିଆ ଭାଷାର ଛାତ୍ର- ଛାତ୍ରୀମାନଙ୍କୁ ଆଗକୁ ନେବାପାଇଁ ଅଣ୍ଟା ଭିଡ଼ିବାକୁ ପଡ଼ିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

e1ab7298-b217-47e4-a59b-d965cf39246e

ସେହିପରି ବିଭାଗୀୟ ମୁଖ୍ୟ ଲମ୍ବୋଦର ନାୟକ ଓଡ଼ିଆ ଭାଷାର ଅତୀତ ସହିତ ବର୍ତ୍ତମାନକୁ ଓ ବର୍ତ୍ତମାନ ସହିତ ଭବିଷ୍ୟତକୁ ଯୋଡ଼ି ଦେବା ପାଇଁ ନିଜର ମାତୃଭାଷା ଓଡ଼ିଆକୁ ଦୈନନ୍ଦିନ ଜୀବନରେ ବହୁଳ ବ୍ୟବହାର କରିବା ଆବଶ୍ୟକ ବୋଲି ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ବିଭାଗୀୟ ଅଧ୍ୟାପକ ଡକ୍ଟର ଚନ୍ଦ୍ରଶେଖର ଦାସ ସ୍ବାଗତ ଅଭିଭାଷଣରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାର ପ୍ରକ୍ରିୟା,ଇତିହାସ ଓ ସୁବିଧା ସୁଯୋଗ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସେହିପରି ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ମନୋରଞ୍ଜନ ନାଏକ ଓଡ଼ିଆମାନଙ୍କ ପାଇଁ ଏହି ଦିନର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ସହିତ ପ୍ରତ୍ୟେକ ଓଡ଼ିଆ ନିଜ ନିଜ ସ୍ତରରେ ଓଡ଼ିଆ ଭାଷାର ଯଥାସମ୍ଭବ ଉନ୍ନତିପାଇଁ ପ୍ରୟାସ କରିବା ପାଇଁ ଇଚ୍ଛାପ୍ରକାଶ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ବିଭାଗର ପ୍ରଥମ ବର୍ଷର ଛାତ୍ରୀ ମଇନା ସିଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କଲେ ୨୩୨ ଶ୍ରଦ୍ଧାଳୁ ବାରିପଦା, ୧୧/୦୩ (ନିପ୍ର) :- ଓଡ଼ିଶାର ବରିଷ୍ଠ ନାଗରିକ ଓ ବିଧବା ମାନଙ୍କ ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’। ଫେବୃଆରୀ ମାସ ୧୩ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ବୁଧବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା। ବୟସ, ଦୂରତା କିମ୍ବା ଆର୍ଥିକ ଅଭାବ ଯେପରି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସାଜିବ ନାହିଁ, ସେଥିପାଇଁ ପ୍ରଣୟନ କରାଯାଇଛି ଏହି ଯୋଜନା। ୬୦ ରୁ ୭୫ ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଂଗଠିତ, ନିରାପଦ ଏବଂ ଆରାମଦାୟକ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ତା କରା ଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' ର ଶୁଭାରମ୍ଭ କରାଯାଇଛି। ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବସ୍ ଯୋଗେ ପ୍ରାୟ ୨୫୦ରୁ ଉର୍ଦ୍ଧ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏହି ତୀର୍ଥଯାତ୍ରା କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ସରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସଂସ୍କୃୁତି ଅଧିକାରୀ ଡ. ଶୁଭାଶିଷ ନାୟକ, ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। #mayurbhanj
    1
    ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା
ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାତ୍ରା କଲେ ୨୩୨ ଶ୍ରଦ୍ଧାଳୁ
ବାରିପଦା, ୧୧/୦୩ (ନିପ୍ର) :- ଓଡ଼ିଶାର ବରିଷ୍ଠ ନାଗରିକ ଓ ବିଧବା ମାନଙ୍କ ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’। ଫେବୃଆରୀ ମାସ ୧୩ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ବୁଧବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା। ବୟସ, ଦୂରତା କିମ୍ବା ଆର୍ଥିକ ଅଭାବ ଯେପରି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସାଜିବ ନାହିଁ, ସେଥିପାଇଁ ପ୍ରଣୟନ କରାଯାଇଛି ଏହି ଯୋଜନା। ୬୦ ରୁ ୭୫ ବର୍ଷ ବୟସ୍କ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଂଗଠିତ, ନିରାପଦ ଏବଂ ଆରାମଦାୟକ ତୀର୍ଥଯାତ୍ରାର ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ତା କରା ଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି।
ମୟୂରଭଞ୍ଜ ଜିଲ୍ଲାରୁ ଆଜି ଦ୍ବିତୀୟ ପର୍ଯ୍ୟାୟ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା' ର  ଶୁଭାରମ୍ଭ କରାଯାଇଛି। ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୭ଟି ବସ୍ ଯୋଗେ ପ୍ରାୟ ୨୫୦ରୁ ଉର୍ଦ୍ଧ ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏହି ତୀର୍ଥଯାତ୍ରା କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ସରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସଂସ୍କୃୁତି ଅଧିକାରୀ ଡ. ଶୁଭାଶିଷ ନାୟକ, ଉପ ଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ। 
ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି ।
ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। #mayurbhanj
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -09.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update
Date -09.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews
    1
    ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ।
ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ।
ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା?
ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ।
#OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    48 min ago
  • #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।
    1
    #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! 
ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    1
    ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.