ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାଗତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ସେହିପରି ଅପରାହ୍ନରେ ପୌରାଞ୍ଚଳର ୬୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ମୂଖ୍ଯ ସହାୟକ ବି କିରଣ, ଆର ମଣିମଣ୍ଡିତ, ମିଲନ ଗଣନାୟକ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ ।
ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର
ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ
ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା
, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାଗତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ । ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ସେହିପରି ଅପରାହ୍ନରେ ପୌରାଞ୍ଚଳର ୬୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ମୂଖ୍ଯ ସହାୟକ ବି କିରଣ, ଆର ମଣିମଣ୍ଡିତ, ମିଲନ ଗଣନାୟକ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ ।
- ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1
- Post by AK14TV1
- ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରମେଶ ଜେନା ବିଧାୟକ ସାନଖେମୁଣ ବିଧାୟକ କାର୍ଯ୍ୟକ୍ରମରେ ଯୋଗଦାନ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଡାବୁଗାଁ ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ1
- ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1