logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିଶାଳ ଜନ ଆକ୍ରୋଶ ପଦଯାତ୍ରା ସଂସଦରେ ଆଗତ ନାରୀ ବନ୍ଦନା ଅଧିନିୟମକୁ ବିରୋଧି ଦଳର ବିରୋଧକୁ ନେଇ ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଥିଲା। ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ଵ ମହିଳା ଏହି ସମାବେଶରେ ସାମିଲ ହୋଇ ପ୍ରଥମେ ପାଣ୍ଡ୍ରିପାଣି ଶିଶୁମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହକରିଥିଲେ। ପରେ ପରେ ସେରପାଲି ଛକ ଠାରେ ଆୟୋଜିତ ଏକ ସଭା କାର୍ଯ୍ୟରେ ସମସ୍ତେ ଯୋଗ ଦେଇଥିଲେ। ମହିଳା ଆରକ୍ଷଣ ବିଲକୁ ବିରୋଧ କରିବା ଏକ ନିମ୍ନ ମାନସିକତାର ପରିଚୟ, ମହିଳାଙ୍କ ପ୍ରତି ସଂସଦରେ ହୋଇଥିବା ଏହି ଅନ୍ୟାୟ ସେମାନଙ୍କ ଅଧିକାରକୁ ସଙ୍କୁଚିତ କରିଛି। ଏଣୁ ଏହି ବିଲକୁ ପାରିତ ହେବାରେ ଯେଉମାନେ ବାଧା ସୃଷ୍ଟି କରିଛନ୍ତି ସେମାନେ ମହିଳା ବିରୋଧୀ ବୋଲି ସଭାରେ କୁହାଯାଇଥିଲା। ଆଜିର ଏହି ଜନ ଆକ୍ରୋଶ ସମାବେଶରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ବିଜେପିର ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟା ସନ୍ତୋସିନୀ ପାତ୍ର, ବିଧାୟକ ପ୍ରତିନିଧି ନିହାର ରାୟ, ସଜୁ ସରକାର, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବେନି କାର୍ଟୁଲୁ, ସୌଦାମିନୀ ଆଚାର୍ଯ୍ୟ, ମମତା ମୟୀ ମହାନ୍ତି, ଦ୍ରୌପଦୀ ପଟନାୟକ ପ୍ରମୁଖ ଉପସ୍ଥିତ ହୋଇ ନାରୀ ବନ୍ଦନା ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୁଦ୍ଧରେ ବର୍ଷୀଥିଲେ। କଂଗ୍ରେସ ନାରୀ ବନ୍ଦନା ଅଧିନିୟମକୁ ବିରୋଧ କରୁଥିବା ବିରୋଧୀମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ ଜବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା ।

5 hrs ago
user_ଧନଞ୍ଜୟ ଟିକାଦାର
ଧନଞ୍ଜୟ ଟିକାଦାର
ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା•
5 hrs ago
143eb942-f220-473b-85a1-4c763814cc6c

More news from ଓଡ଼ିଶା and nearby areas
  • ଓଡ଼ିଶା ଅମଲା ସଂଘର ଜୟପୁର ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ସଙ୍ଗୀନ ଆର୍ଥିକ ଅନିୟମିତତା ଅଭିଯୋଗ ଆଲୋଚନା ହୋଇଛି। ସଂଘର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଏଥିରେ ଖୁଲାସା କରାଯାଇଛି।
    1
    ଓଡ଼ିଶା ଅମଲା ସଂଘର ଜୟପୁର ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ସଙ୍ଗୀନ ଆର୍ଥିକ ଅନିୟମିତତା ଅଭିଯୋଗ ଆଲୋଚନା ହୋଇଛି। ସଂଘର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଏଥିରେ ଖୁଲାସା କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ବାପା ଓ ୧୧ ମାସର ପୁଅଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
    1
    ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ବାପା ଓ ୧୧ ମାସର ପୁଅଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
    user_Kbk Darpan
    Kbk Darpan
    କୋରାପୁଟ ଟାଉନ୍, କୋରାପୁଟ, ଓଡ଼ିଶା•
    14 hrs ago
  • କୋରାପୁଟ ଜିଲ୍ଲା ଦାମନଯୋଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଜନ ମଣ୍ଡଳୀ ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।
    1
    କୋରାପୁଟ ଜିଲ୍ଲା ଦାମନଯୋଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଜନ ମଣ୍ଡଳୀ ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    12 hrs ago
  • କୋରାପୁଟର ବୋବେୟା ପଞ୍ଚାୟତରେ ୧୩ ବର୍ଷ ପରେ ଐତିହାସିକ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ ହେଉଛି। ଏହାକୁ ନେଇ ବୋବେୟା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ଓ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    1
    କୋରାପୁଟର ବୋବେୟା ପଞ୍ଚାୟତରେ ୧୩ ବର୍ଷ ପରେ ଐତିହାସିକ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ ହେଉଛି। ଏହାକୁ ନେଇ ବୋବେୟା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ଓ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    13 hrs ago
  • ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଦଶମନ୍ତପୁର ତା ୧୧/୫/୨୬ ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
    1
    ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ।

ଦଶମନ୍ତପୁର ତା ୧୧/୫/୨୬

ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    1 hr ago
  • ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଡିଗ୍ରୀ ବାତିଲ କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଓ ଏଭଳି କାର୍ଯ୍ୟର ଗୁରୁତର ପରିଣାମକୁ ଦର୍ଶାଉଛି।
    1
    ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଡିଗ୍ରୀ ବାତିଲ କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଓ ଏଭଳି କାର୍ଯ୍ୟର ଗୁରୁତର ପରିଣାମକୁ ଦର୍ଶାଉଛି।
    user_MANOJ KUMAR
    MANOJ KUMAR
    Video Creator ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
    11 hrs ago
  • good morning 🌄 guys // #mrdileshrout
    1
    good morning 🌄 guys // #mrdileshrout
    user_Mr Dilesh Rout
    Mr Dilesh Rout
    Content Creator (YouTuber) ଜୟପାଟଣା, କଳାହାଣ୍ଡି, ଓଡ଼ିଶା•
    5 hrs ago
  • କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏନ୍‌ସିସି କ୍ୟାଡେଟମାନେ 'ଅପରେସନ୍ ସିନ୍ଦୂର' ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    1
    କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏନ୍‌ସିସି କ୍ୟାଡେଟମାନେ 'ଅପରେସନ୍ ସିନ୍ଦୂର' ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.