logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶୁକ ଭାଇଙ୍କ ପାଇଁ ବିଦ୍ୟାଳୟ ର ଶୋକର ଛାୟା ତା 31/03/2026 ରିଖ ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ 1987 ମସିହା ରୁ ଏପର୍ଯ୍ୟନ୍ତ ଅଣଶୈକ୍ଷିକ କର୍ମଚାରୀ ରୂପେ ସେବା ପ୍ରଦାନ କରିଆସୁଥିବା ଶୁକଦେବ ମହାଳିକ(ଶୁକ ଭାଇ) ସରକାରୀ ନିର୍ଦେଶନାମା ଅନୁଯାୟୀ ଆଜି ନିଜ ସେବାରୁ ନିବୃତ ହେଉଛନ୍ତି। ସେ ନିଜର ସମ୍ପୂର୍ଣ କର୍ମମୟ ଜୀବନ କାଳ ମଧ୍ୟରେ ଆମ୍ଭ ବିଦ୍ୟାଳୟ ପାଇଁ ସମ୍ପୂର୍ଣ ନିଷ୍ଠା ଓ ଏକାଗ୍ରତାର ସହ ସେବା ପ୍ରଦାନ କରିଛନ୍ତି। ତାଙ୍କ ପରି ଜଣେ ପରିଶ୍ରମୀ, କର୍ତ୍ତବ୍ୟନିଷ୍ଠ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱଙ୍କୁ ବିଦାୟଦେବାବେଳେ ଆମ୍ଭେମାନେ ସମସ୍ତେ ଅତ୍ୟନ୍ତ ଭାବବିହ୍ଵଳିତ। ଆଜି ପରଠାରୁ ବିଦ୍ୟାଳୟ ର ପ୍ରତ୍ୟେକଟି କାର୍ଯ୍ୟରେ ତାଙ୍କର ଅନୁପସ୍ଥିତି କୁ ଆମ୍ଭ ବିଦ୍ୟାଳୟ ଅନୁଭବ କରିବ।ସର୍ବଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ସହର୍ଷ ବିଦାୟ ଜଣାଉଛୁ।🙏🙏🙏 (ବିଦ୍ୟାଳୟର କର୍ମ କର୍ତ୍ତା, ଅଭିଵାଭକ, )

8 hrs ago
user_RAKESH KUMAR MOHANTY
RAKESH KUMAR MOHANTY
Teacher ଖଇରା, ବାଲେଶ୍ୱର, ଓଡ଼ିଶା•
8 hrs ago
99e16d4e-015b-4a88-943b-b58eecf20dd1

ଶୁକ ଭାଇଙ୍କ ପାଇଁ ବିଦ୍ୟାଳୟ ର ଶୋକର ଛାୟା ତା 31/03/2026 ରିଖ ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ 1987 ମସିହା ରୁ ଏପର୍ଯ୍ୟନ୍ତ ଅଣଶୈକ୍ଷିକ କର୍ମଚାରୀ ରୂପେ ସେବା ପ୍ରଦାନ କରିଆସୁଥିବା ଶୁକଦେବ ମହାଳିକ(ଶୁକ ଭାଇ) ସରକାରୀ ନିର୍ଦେଶନାମା ଅନୁଯାୟୀ ଆଜି ନିଜ ସେବାରୁ ନିବୃତ ହେଉଛନ୍ତି। ସେ ନିଜର ସମ୍ପୂର୍ଣ କର୍ମମୟ ଜୀବନ କାଳ ମଧ୍ୟରେ ଆମ୍ଭ ବିଦ୍ୟାଳୟ ପାଇଁ ସମ୍ପୂର୍ଣ ନିଷ୍ଠା ଓ ଏକାଗ୍ରତାର ସହ ସେବା ପ୍ରଦାନ କରିଛନ୍ତି। ତାଙ୍କ ପରି ଜଣେ ପରିଶ୍ରମୀ, କର୍ତ୍ତବ୍ୟନିଷ୍ଠ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱଙ୍କୁ ବିଦାୟଦେବାବେଳେ ଆମ୍ଭେମାନେ ସମସ୍ତେ ଅତ୍ୟନ୍ତ ଭାବବିହ୍ଵଳିତ। ଆଜି ପରଠାରୁ ବିଦ୍ୟାଳୟ ର ପ୍ରତ୍ୟେକଟି କାର୍ଯ୍ୟରେ ତାଙ୍କର ଅନୁପସ୍ଥିତି କୁ ଆମ୍ଭ ବିଦ୍ୟାଳୟ ଅନୁଭବ କରିବ।ସର୍ବଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ସହର୍ଷ ବିଦାୟ ଜଣାଉଛୁ।🙏🙏🙏 (ବିଦ୍ୟାଳୟର କର୍ମ କର୍ତ୍ତା, ଅଭିଵାଭକ, )

More news from ଓଡ଼ିଶା and nearby areas
  • ବାଲେଶ୍ବର : ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗୋସେବକ।
    1
    ବାଲେଶ୍ବର : ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗୋସେବକ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • #ଓଲଟିଲା_ଯାତ୍ରାବାହି_ଟୋଟ #୩ଜଣ_ଆହତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ରୁ ମଥାନୀ ଦେଇ ବସ୍ତା ବାଇପାସ କୁ ସଂଯୋଗ କରୁଥିବା ରାସ୍ତା ମଥାନୀ ଛକ ନିକଟରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ ରୂପସା ଥାନା ଆଙ୍କ ଗ୍ରାମର ରୁ ଟୋଟ ଯୋଗେ ବସ୍ତା ଥାନା ତଳତାପଣ୍ଡା ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମଥାନୀ ଛକ ଠାରେ ଅଧା ନିର୍ମାଣ ହୋଇଥିବା ପୋଲ ତଳକୁ ଖସିଲା ଟୋଟ । #mahimatv #accident #BASTA #Mathani @top fans Dinabandhu Pradhan Surajtv Ajit Kumar Sahoo Journalist Rajkishore Behera Ramita Biswal Pradeep Kumar Panda Subasini Jena Rajesh Giri Manas Ranjan Behera
    1
    #ଓଲଟିଲା_ଯାତ୍ରାବାହି_ଟୋଟ 
#୩ଜଣ_ଆହତ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ରୁ ମଥାନୀ ଦେଇ ବସ୍ତା ବାଇପାସ କୁ ସଂଯୋଗ କରୁଥିବା ରାସ୍ତା ମଥାନୀ ଛକ ନିକଟରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ ରୂପସା ଥାନା  ଆଙ୍କ ଗ୍ରାମର ରୁ ଟୋଟ ଯୋଗେ ବସ୍ତା ଥାନା ତଳତାପଣ୍ଡା ଗ୍ରାମକୁ  ଯାଉଥିବା ସମୟରେ ଭାରସାମ୍ୟ ହରାଇ ମଥାନୀ ଛକ ଠାରେ ଅଧା ନିର୍ମାଣ ହୋଇଥିବା ପୋଲ ତଳକୁ ଖସିଲା ଟୋଟ ।
#mahimatv #accident #BASTA #Mathani
@top fans Dinabandhu Pradhan Surajtv Ajit Kumar Sahoo Journalist Rajkishore Behera Ramita Biswal Pradeep Kumar Panda Subasini Jena Rajesh Giri Manas Ranjan Behera
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    1
    ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।
    1
    ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews 
Date - 28.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    #ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବାଲେଶ୍ବର ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତଳିକା ଦାହ।
    1
    ବାଲେଶ୍ବର ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତଳିକା ଦାହ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.