Shuru
Apke Nagar Ki App…
ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
Chittaranjan Behera
ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !
More news from ଓଡ଼ିଶା and nearby areas
- ମୟୂରଭଞ୍ଜ : ହାତୀ ଉଦ୍ରବରେ ଅତିଷ୍ଟ ହୋଇ ପଡ଼ିଲେଣି ଅଞ୍ଚଳବାସୀ !1
- Post by Khabar1
- #ଓଲଟିଲା_ଯାତ୍ରାବାହି_ଟୋଟ #୩ଜଣ_ଆହତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ ରୁ ମଥାନୀ ଦେଇ ବସ୍ତା ବାଇପାସ କୁ ସଂଯୋଗ କରୁଥିବା ରାସ୍ତା ମଥାନୀ ଛକ ନିକଟରେ ଘଟିଛି ଦୁର୍ଘଟଣା। ସୂଚନା ଅନୁସାରେ ରୂପସା ଥାନା ଆଙ୍କ ଗ୍ରାମର ରୁ ଟୋଟ ଯୋଗେ ବସ୍ତା ଥାନା ତଳତାପଣ୍ଡା ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମଥାନୀ ଛକ ଠାରେ ଅଧା ନିର୍ମାଣ ହୋଇଥିବା ପୋଲ ତଳକୁ ଖସିଲା ଟୋଟ । #mahimatv #accident #BASTA #Mathani @top fans Dinabandhu Pradhan Surajtv Ajit Kumar Sahoo Journalist Rajkishore Behera Ramita Biswal Pradeep Kumar Panda Subasini Jena Rajesh Giri Manas Ranjan Behera1
- ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment1
- କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ମୋରଡା : ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଗୁରୁତର ! କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୨୦ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ସକାଳେ ବିସ୍କୁଟ ଖାଇବାକୁ ଦିଆଯାଇଥିବା ବେଳେ ପୂର୍ବାହ୍ନ ୯ଟାରେ ଭାତ,ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟରେ ହଷ୍ଟେଲର ପନ୍ଦର ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଛି ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ।1