Shuru
Apke Nagar Ki App…
#ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି । #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
All India News
#ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି । #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
More news from ଓଡ଼ିଶା and nearby areas
- #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।1
- ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment1
- Post by Khabar1
- ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1
- Post by Jitendra raj1
- ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା। 👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ 👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି 📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ⚠️ ସତର୍କତା: ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ। 🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା। ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର1