Shuru
Apke Nagar Ki App…
ଆମ ଶିଖିବା ମଦ ପଣିକିଆ
Jay kala _ jay Kalinga
ଆମ ଶିଖିବା ମଦ ପଣିକିଆ
More news from ଓଡ଼ିଶା and nearby areas
- Post by Jay kala _ jay Kalinga1
- ବାଇକ୍ ରେ ଧାନ ଅମଳ...ପୋଲସରା ଜକର ଗ୍ରାମରୁ ସାମ୍ନାକୁ ଆସିଲା ଚାଷୀଙ୍କ ନିଆରା ଜ୍ଞାନକୌଶଳ1
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମୁଖ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ କିଛି ଆନନ୍ଦ ର ମୁହୁର୍ତ।1
- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ସୋରଡ଼ା ଠାରୁ ଜଗନ୍ନାଥ ପ୍ରସାଦ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ ନିର୍ମାଣ ସରିଲେ ମଧ୍ୟ ରାସ୍ତାର ଅବସ୍ଥା ବିପଦଜନକ , ତଥାପି କାହାର ଦୃଷ୍ଟି ନାହିଁ।1
- ବୋଲେରୋ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ବଡଦାଣ୍ଡରେ ଉତ୍ତେଜନା ପୁରୀ ବଳଗଣ୍ଡି ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏକ ବୋଲେରୋ ଗାଡି ଧକ୍କା ଦେବାରୁ ନାବାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ବଡଦାଣ୍ଡ (ମେଡିକାଲ ଛକ) ଉପରେ ମୃତଦେହ ରଖି ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଟାୟାର ଜାଳି ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ହୋଇଥିଲା। ଦୁର୍ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଥିଲା। ଏହା ସହ ଉତ୍ତେଜିତ ଲୋକେ ଟ୍ରାଫିକ ଥାନାକୁ ଘେରାଉ କରି ଗାଡି ଭାଙ୍ଗିଦେଇଥିବା ଖବର ମିଳିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଖବର ପାଇଁ ସଂପୃକ୍ତ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।2
- Jay Jagannath 🙏1
- Morning News in Hindi and English.2
- ପୋଲସରା ବ୍ଲକ କଣଛାଇ ସେବା ସମବାୟ ସମିତି ଠାରେ ବ୍ଲକ ସ୍ତରୀୟ ଧାନ ସଂଗ୍ରହ କେନ୍ଦ୍ର ଓ ମଣ୍ଡି ଉଦଘାଟିତ ହୋଇଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଚାଷୀମାନେ ଯେପରି ସଠିକ୍ ସରକାରୀ ମୂଲ୍ୟ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର, ବ୍ଲକ ଯୋଗାଣ ଅଧିକାରୀ ଓ କୃଷି ଅଧିକାରୀଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।1