logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Jay Jagannath 🙏

2 hrs ago
user_Rajesh Samantaray
Rajesh Samantaray
Bank Sadar, Puri•
2 hrs ago

Jay Jagannath 🙏

More news from Puri and nearby areas
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l
    4
    ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l
ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Morning News in Hindi and English.
    2
    Morning News in Hindi and English.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • NUAPATANA PREMIER LEAGUE NPL -2K26 DATE 25TH $ 26TH JANUARY
    2
    NUAPATANA PREMIER LEAGUE 
NPL -2K26 
DATE 25TH $ 26TH JANUARY
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • ଦେଖନ୍ତୁ ଆଉ ସଣାନ୍ତୁ
    2
    ଦେଖନ୍ତୁ ଆଉ ସଣାନ୍ତୁ
    user_Anwar ali khan
    Anwar ali khan
    Video Creator ବାଙ୍କୀ, କଟକ, ଓଡ଼ିଶା•
    18 hrs ago
  • ପୋଲସରା ବ୍ଲକ କଣଛାଇ ସେବା ସମବାୟ ସମିତି ଠାରେ ବ୍ଲକ ସ୍ତରୀୟ ଧାନ ସଂଗ୍ରହ କେନ୍ଦ୍ର ଓ ମଣ୍ଡି ଉଦଘାଟିତ ହୋଇଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଚାଷୀମାନେ ଯେପରି ସଠିକ୍ ସରକାରୀ ମୂଲ୍ୟ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର, ବ୍ଲକ ଯୋଗାଣ ଅଧିକାରୀ ଓ କୃଷି ଅଧିକାରୀଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
    1
    ପୋଲସରା ବ୍ଲକ କଣଛାଇ ସେବା ସମବାୟ ସମିତି ଠାରେ ବ୍ଲକ ସ୍ତରୀୟ ଧାନ ସଂଗ୍ରହ କେନ୍ଦ୍ର ଓ ମଣ୍ଡି ଉଦଘାଟିତ ହୋଇଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଚାଷୀମାନେ ଯେପରି ସଠିକ୍ ସରକାରୀ ମୂଲ୍ୟ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର, ବ୍ଲକ ଯୋଗାଣ ଅଧିକାରୀ ଓ କୃଷି ଅଧିକାରୀଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସମଗ୍ର ଜିଲ୍ଲା କୁହୁଡି ଚାଦର ରେ, ରାତି ନଅଟା ରୁ ଆରମ୍ଭ ହେଇ ଦିନ ପ୍ରାୟ ବାରଟା ଯାଏ ତାର ପ୍ରଭାବ ଦେଖିବାକୁ ମିଳୁଛି, ପାଣି ପାଗ ବିଭାଗ ତରଫରୁ ସୂଚନା ଆସନ୍ତା ପନ୍ଦର ଯାଏ ଏ ପରିସ୍ଥିତି ଲାଗି ରହିବ
    1
    ଢେଙ୍କାନାଳ ସମଗ୍ର ଜିଲ୍ଲା କୁହୁଡି ଚାଦର ରେ, ରାତି ନଅଟା ରୁ ଆରମ୍ଭ ହେଇ ଦିନ ପ୍ରାୟ ବାରଟା ଯାଏ ତାର ପ୍ରଭାବ ଦେଖିବାକୁ ମିଳୁଛି, ପାଣି ପାଗ ବିଭାଗ ତରଫରୁ ସୂଚନା ଆସନ୍ତା ପନ୍ଦର ଯାଏ ଏ ପରିସ୍ଥିତି ଲାଗି ରହିବ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ? ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l
    4
    ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ?
ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.