logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l

3 hrs ago
user_Manoj kumar baliyarsingh
Manoj kumar baliyarsingh
Journalist ପୁରୀ (M), ପୁରୀ, ଓଡ଼ିଶା•
3 hrs ago

ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l

More news from ଓଡ଼ିଶା and nearby areas
  • New Year greetings from Lok Sabha Speaker Om Birla Ji.
    1
    New Year greetings from Lok Sabha Speaker Om Birla Ji.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • 2025 bidiya
    1
    2025 bidiya
    user_Rajendra kumar sahoo
    Rajendra kumar sahoo
    Grain Shop କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 day ago
  • ଢେଙ୍କାନାଳ ସମଗ୍ର ଜିଲ୍ଲା କୁହୁଡି ଚାଦର ରେ, ରାତି ନଅଟା ରୁ ଆରମ୍ଭ ହେଇ ଦିନ ପ୍ରାୟ ବାରଟା ଯାଏ ତାର ପ୍ରଭାବ ଦେଖିବାକୁ ମିଳୁଛି, ପାଣି ପାଗ ବିଭାଗ ତରଫରୁ ସୂଚନା ଆସନ୍ତା ପନ୍ଦର ଯାଏ ଏ ପରିସ୍ଥିତି ଲାଗି ରହିବ
    1
    ଢେଙ୍କାନାଳ ସମଗ୍ର ଜିଲ୍ଲା କୁହୁଡି ଚାଦର ରେ, ରାତି ନଅଟା ରୁ ଆରମ୍ଭ ହେଇ ଦିନ ପ୍ରାୟ ବାରଟା ଯାଏ ତାର ପ୍ରଭାବ ଦେଖିବାକୁ ମିଳୁଛି, ପାଣି ପାଗ ବିଭାଗ ତରଫରୁ ସୂଚନା ଆସନ୍ତା ପନ୍ଦର ଯାଏ ଏ ପରିସ୍ଥିତି ଲାଗି ରହିବ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମୁଖ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ କିଛି ଆନନ୍ଦ ର ମୁହୁର୍ତ।
    1
    ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମୁଖ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ କିଛି ଆନନ୍ଦ ର ମୁହୁର୍ତ।
    user_User9947
    User9947
    Social worker ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
    1
    ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ମହିମାଗlଦି ରେ ଭକ୍ତ ଙ୍କ ସମାଗମ ଭିଡ଼
    2
    ମହିମାଗlଦି ରେ ଭକ୍ତ ଙ୍କ ସମାଗମ ଭିଡ଼
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    9 hrs ago
  • ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
    4
    ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l
ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ  ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    11 hrs ago
  • Odisha people welcomed New Year,2026. Jagannath Temple, Puri, Orissa.
    1
    Odisha people welcomed New Year,2026.
Jagannath Temple, Puri, Orissa.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ମହିମା କୌପୁନିଧାରୀ ସମାଜ ପକ୍ଷରୁ ଖଞ୍ଜଣୀ ମାଡ଼
    1
    ମହିମା କୌପୁନିଧାରୀ ସମାଜ ପକ୍ଷରୁ ଖଞ୍ଜଣୀ ମାଡ଼
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.