Shuru
Apke Nagar Ki App…
ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
Ganjam Khabar
ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
- Ganjam Khabarଗଞ୍ଜାମ, ଗଞ୍ଜାମ, ଓଡ଼ିଶା😂1 hr ago
More news from ଓଡ଼ିଶା and nearby areas
- ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ? ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l4
- New Year greetings from Lok Sabha Speaker Om Birla Ji.1
- Post by AK14TV1
- ଦେଖନ୍ତୁ ଆଉ ସଣାନ୍ତୁ2
- NUAPATANA PREMIER LEAGUE NPL -2K26 DATE 25TH $ 26TH JANUARY2
- Post by Sadanandamallick1
- #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା #ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।1
- ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।4
- Odisha people welcomed New Year,2026. Jagannath Temple, Puri, Orissa.1