logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଜପତି ଜିଲ୍ଳାର ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲ

2 hrs ago
user_AK14TV
AK14TV
Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
2 hrs ago

ଗଜପତି ଜିଲ୍ଳାର ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲ

More news from ଓଡ଼ିଶା and nearby areas
  • ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
    1
    ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    6 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    6 hrs ago
  • ଡାବୁଗାଁ ଉମରାହାଣ୍ଡି ଠାରେ ଅଲେଖ ମହିମାଙ୍କ ଧ୍ୱନିମନ୍ଦିର ପ୍ରତିଷ୍ଠା
    1
    ଡାବୁଗାଁ ଉମରାହାଣ୍ଡି ଠାରେ ଅଲେଖ ମହିମାଙ୍କ ଧ୍ୱନିମନ୍ଦିର ପ୍ରତିଷ୍ଠା
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Reporter Dabugan, Nabarangpur•
    1 hr ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l
    4
    ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l
ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Morning News in Hindi and English.
    2
    Morning News in Hindi and English.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    2 hrs ago
  • #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା #ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।
    1
    #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା
#ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ? ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l
    4
    ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ?
ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.