Shuru
Apke Nagar Ki App…
Bighne Rana
More news from ଓଡ଼ିଶା and nearby areas
- ହେଲମେଟ୍ ପିନ୍ଧିଲେ ବି ପଡ଼ିବ ୨ ହଜାର ଟଙ୍କା ଫାଇନ୍ ! New Traffic Rules 2026 |1
- Post by AK14TV1
- Post by Jay kala _ jay Kalinga1
- ଇଂରାଜୀ ନବବର୍ଷ ଅବସରରେ ନାଲକୋ କମ୍ୟୁନିଟୀ ସେଣ୍ଟର ପକ୍ଷରୁ ଅଭିନନ୍ଦନ ୨୦୨୬ କାର୍ଯ୍ୟକ୍ରମ1
- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମୁଖ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ କିଛି ଆନନ୍ଦ ର ମୁହୁର୍ତ।1
- ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ।1
- ବାରାଣସୀରେ କଳ୍କି ଅବତାରଙ୍କ ଜନ୍ମର ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ସନ୍ଥ ଏବଂ ମୁନିମାନେ ହସ୍ପିଟାଲକୁ ଯାଇ ନବଜାତ ଶିଶୁକୁ କଳ୍କି ଅବତାର ବୋଲି ଘୋଷଣା କରିଥିଲେ। ଏକ ତଥ୍ୟ ଯାଞ୍ଚରୁ ଜଣାପଡିଛି ଯେ ଭିଡିଓଟି କୃତ୍ରିମ ତତ୍ତ୍ୱ ବ୍ୟବହାର କରି ତିଆରି କରାଯାଇଥିଲା ଏବଂ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା।1
- Post by AK14TV1
- Post by ଟଙ୍କଧର .ମେହେର1