logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଇଂରାଜୀ ନବବର୍ଷ ଅବସରରେ ନାଲକୋ କମ୍ୟୁନିଟୀ ସେଣ୍ଟର ପକ୍ଷରୁ ଅଭିନନ୍ଦନ ୨୦୨୬ କାର୍ଯ୍ୟକ୍ରମ

3 hrs ago
user_Manas Ranjan Kar
Manas Ranjan Kar
News Reporting and social worker ଦାମନଯୋଡି, କୋରାପୁଟ, ଓଡ଼ିଶା•
3 hrs ago

ଇଂରାଜୀ ନବବର୍ଷ ଅବସରରେ ନାଲକୋ କମ୍ୟୁନିଟୀ ସେଣ୍ଟର ପକ୍ଷରୁ ଅଭିନନ୍ଦନ ୨୦୨୬ କାର୍ଯ୍ୟକ୍ରମ

More news from ଓଡ଼ିଶା and nearby areas
  • ବାରାଣସୀରେ କଳ୍କି ଅବତାରଙ୍କ ଜନ୍ମର ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ସନ୍ଥ ଏବଂ ମୁନିମାନେ ହସ୍ପିଟାଲକୁ ଯାଇ ନବଜାତ ଶିଶୁକୁ କଳ୍କି ଅବତାର ବୋଲି ଘୋଷଣା କରିଥିଲେ। ଏକ ତଥ୍ୟ ଯାଞ୍ଚରୁ ଜଣାପଡିଛି ଯେ ଭିଡିଓଟି କୃତ୍ରିମ ତତ୍ତ୍ୱ ବ୍ୟବହାର କରି ତିଆରି କରାଯାଇଥିଲା ଏବଂ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା।
    1
    ବାରାଣସୀରେ କଳ୍କି ଅବତାରଙ୍କ ଜନ୍ମର ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ସନ୍ଥ ଏବଂ ମୁନିମାନେ ହସ୍ପିଟାଲକୁ ଯାଇ ନବଜାତ ଶିଶୁକୁ କଳ୍କି ଅବତାର ବୋଲି ଘୋଷଣା କରିଥିଲେ। ଏକ ତଥ୍ୟ ଯାଞ୍ଚରୁ ଜଣାପଡିଛି ଯେ ଭିଡିଓଟି କୃତ୍ରିମ ତତ୍ତ୍ୱ ବ୍ୟବହାର କରି ତିଆରି କରାଯାଇଥିଲା ଏବଂ ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା।
    user_B Putel
    B Putel
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • Post by Subrat Behera
    1
    Post by Subrat Behera
    user_Subrat Behera
    Subrat Behera
    Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
    11 hrs ago
  • #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା #ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।
    1
    #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା
#ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    4 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    12 hrs ago
  • Happy new year 2026
    1
    Happy new year 2026
    user_Meena
    Meena
    Artist Sambalpur, Odisha•
    6 hrs ago
  • ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
    4
    ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l
ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ  ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ପଦାରେ ପଡିଲା ପଲ୍ୟୁସନ ସାର୍ଟିଫିକେଟ ପଛର କଳା ରହସ୍ୟ !...ଗଣମାଧ୍ୟମରେ ମିଛ କହିଥିଲେ ମନ୍ତ୍ରୀ, ପଡିଗଲା ଧରା ! ...ଲୋକଙ୍କ ପକେଟ ଖାଲି କରି ରାଜକୋଷ ଭରିବାକୁ ମନ୍ତ୍ରୀଙ୍କ ପାଲା !
    1
    ପଦାରେ ପଡିଲା ପଲ୍ୟୁସନ ସାର୍ଟିଫିକେଟ ପଛର କଳା ରହସ୍ୟ !...ଗଣମାଧ୍ୟମରେ ମିଛ କହିଥିଲେ ମନ୍ତ୍ରୀ, ପଡିଗଲା ଧରା ! ...ଲୋକଙ୍କ ପକେଟ ଖାଲି କରି ରାଜକୋଷ ଭରିବାକୁ ମନ୍ତ୍ରୀଙ୍କ ପାଲା !
    user_B Putel
    B Putel
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • #ନୂତନ_ବର୍ଷରେ_ପୁରୀ_ବଡ଼_ଦାଣ୍ଡର_ଡ୍ରୋନ_ସଟ୍ #ବହୁ_ସଂଖ୍ୟାରେ_ଶ୍ରଦ୍ଧାଳୁଙ୍କ_ସମାଗମ_ହୋଇଛି ଇଂରାଜୀ ନବ ବର୍ଷର ପ୍ରଥମ ଦିନ ଅବସରରେ ପୁରୀ ବଡ଼ ଦାଣ୍ଡର ଡ୍ରୋନ ସଟ୍ । ଆକାଶରୁ ବଡ଼ ଦାଣ୍ଡ କେମିତି ଦିଶେ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। #puri #purijagannath #PuriDham #PuriJagannathTemple #badadanda_puri #jagannathpuri #puricity #OdishaNews #PuriNews #Odisha
    1
    #ନୂତନ_ବର୍ଷରେ_ପୁରୀ_ବଡ଼_ଦାଣ୍ଡର_ଡ୍ରୋନ_ସଟ୍
#ବହୁ_ସଂଖ୍ୟାରେ_ଶ୍ରଦ୍ଧାଳୁଙ୍କ_ସମାଗମ_ହୋଇଛି
ଇଂରାଜୀ ନବ ବର୍ଷର ପ୍ରଥମ ଦିନ ଅବସରରେ ପୁରୀ ବଡ଼ ଦାଣ୍ଡର ଡ୍ରୋନ ସଟ୍ । ଆକାଶରୁ ବଡ଼ ଦାଣ୍ଡ କେମିତି ଦିଶେ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।
#puri #purijagannath #PuriDham #PuriJagannathTemple #badadanda_puri #jagannathpuri #puricity #OdishaNews #PuriNews #Odisha
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଦେଖନ୍ତୁ ଆଉ ସଣାନ୍ତୁ
    2
    ଦେଖନ୍ତୁ ଆଉ ସଣାନ୍ତୁ
    user_Anwar ali khan
    Anwar ali khan
    Video Creator ବାଙ୍କୀ, କଟକ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.